ବ୍ୟବଚ୍ଛେଦ ପାଇଁ ଦଉଡ଼ିରେ ବାନ୍ଧି ଶବକୁ ଘୋଷାଡ଼ି ଘୋଷାଡ଼ି ନେଲେ

ବେଗୁସରାଇ: ମୃତ୍ୟୁ ପରେ ମଧ୍ୟ ଶବକୁ ମିଳିଲାନି ସମ୍ମାନ। ବ୍ୟବଚ୍ଛେଦ ପାଇଁ ଜଣେ ଯୁବକଙ୍କ ଶବକୁ ଦଉଡ଼ିରେ ବାନ୍ଧି ଦୁଇ ଜଣ ସଫେଇ କର୍ମଚାରୀ କିଛି ବାଟ ଘୋଷାଡ଼ି ଘୋଷାଡ଼ି ନେବା ବେଳର ଦୃଦୟ ବିଦାରକ ଘଟଣା ସାମ୍ନକୁ ଆସିଛି। ବିହାରର ବେଗୁସରାଇରେ ଏହି ଘଟଣା ଘଟିଛି। ଶବକୁ ବେଗୁସରାଇ ସଦର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆ ଯିବା ବେଳେ ଏହାକୁ ଅସମ୍ମାନ କରାଯାଇଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ […]

body

body

Hemant Lenka
  • Published: Friday, 29 July 2022
  • Updated: 29 July 2022, 10:48 AM IST

Sports

Latest News

ବେଗୁସରାଇ: ମୃତ୍ୟୁ ପରେ ମଧ୍ୟ ଶବକୁ ମିଳିଲାନି ସମ୍ମାନ। ବ୍ୟବଚ୍ଛେଦ ପାଇଁ ଜଣେ ଯୁବକଙ୍କ ଶବକୁ ଦଉଡ଼ିରେ ବାନ୍ଧି ଦୁଇ ଜଣ ସଫେଇ କର୍ମଚାରୀ କିଛି ବାଟ ଘୋଷାଡ଼ି ଘୋଷାଡ଼ି ନେବା ବେଳର ଦୃଦୟ ବିଦାରକ ଘଟଣା ସାମ୍ନକୁ ଆସିଛି। ବିହାରର ବେଗୁସରାଇରେ ଏହି ଘଟଣା ଘଟିଛି। ଶବକୁ ବେଗୁସରାଇ ସଦର ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆ ଯିବା ବେଳେ ଏହାକୁ ଅସମ୍ମାନ କରାଯାଇଛି।

ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଆକ୍ସନ ମୋଡକୁ ଆସିଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ବେଗୁସରାଇ ଏସପି ଯୋଗେନ୍ଦ୍ର କୁମାର କହିଛନ୍ତି ଯେ “ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଏପରି ଅମାନବୀୟ କାଣ୍ଡ ଭିଆଇଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ବୁଧବାର ରାତିରେ ଲାଖୋ ପୁଲିସ ଆଉଟ ପୋଷ୍ଟ ଅଧୀନ ନିପାନିଆ ଗାଁର ଗୋଟିଏ ସିମେଣ୍ଟ ଗୋଦାମ ନିକଟରୁ ଜଣେ ଅଚିହ୍ନା ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ଶବକୁ ଦେଖି ଯୁବକଙ୍କ ମୃତଦେହ ଏଠାରେ ଦୁଇରୁ ୩ ଦିନ ତଳୁ ପଡ଼ିଥିବା ଜଣାପଡ଼ିଥିଲା।

ଶବରୁ ଦୁର୍ଗନ୍ଧ ବାହାରୁ ଥିବା ବେଳେ କିଛି ଅଂଶ ପୋଚି ମଧ୍ୟ ଯାଇଥିଲା। ତେଣୁ ପୁଲିସ୍‌ କର୍ମଚାରୀମାନେ ଶବକୁ ସ୍ପର୍ଶ ନ କରି ଦୁଇ ଜଣ ସଫେଇ କର୍ମଚାରୀଙ୍କୁ ଡାକିଥିଲେ। ଏଥିସହ ସେମାନଙ୍କୁ ଶବକୁ ବ୍ୟବଚ୍ଛେଦ ପାଇଁ ସଦର ହସ୍ପିଟାଲ ନେବାକୁ କହିଥିଲେ। ଦୁଇ ସଫେଇ କର୍ମଚାରୀ ପ୍ରଥମେ ମୃତ ଯୁବକଙ୍କ ଗୋଡ଼ ଦୁଇଟିକୁ ଦଉଡ଼ିରେ ବାନ୍ଧି ଦେଇଥିଲେ। ଏହାପରେ ଶବକୁ ଗୋଟିଏ କଚ୍ଚା ରାସ୍ତାରେ ଘୋଷାଡି ଘୋଷାଡ଼ି ବେଶ କିଛି ମିଟର ନେଇଥିଲେ।

ସେଠାରେ ଗୋଟିଏ ଅଳିଆ ବୁହା ଟ୍ରାକ୍ଟର ରହିଥିଲା। ସେଥିରେ ଶବକୁ ପକାଇ ସେମାନେ ବ୍ୟବଚ୍ଛେଦ ପାଇଁ ଏହାକୁ ହସ୍ପିଟାଲକୁ ନେଇଥିଲେ। ହସ୍ପିଟାଲ ପରିସରରେ ମଧ୍ୟ ଗାଡ଼ିରୁ ବାହାର କରି ଶବକୁ ତଳେ ରଖାଯାଇଥିଲା। ସେଠାରେ ମଧ୍ୟ ଦଉଡ଼ି ଦ୍ୱାରା କିଛି ବାଟ ଶବକୁ ଘୋଷାଡ଼ା ଯାଇ ଷ୍ଟ୍ରେଚରରେ ରଖାଯାଇଥିଲା। ଏପରି ଅମାନବୀୟ ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story