ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ମାର୍ଗାରେଟ ଆଲଭା

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ବଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମାର୍ଗାରେଟ ଆଲଭା। ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ମାର୍ଗାରେଟ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖାଡଗେ, ଅଧିର ରଞ୍ଜନ ଚୌଧୁରୀ, ସିପିଏମର ସୀତୀରାମ ୟେଚୁରୀ, ସିପିଆଇର ଡି ରାଜା, ଏନସିପି ସୁପ୍ରିମୋ ଶରଦ ପାୱାର ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ […]

congress

congress

Hemant Lenka
  • Published: Tuesday, 19 July 2022
  • Updated: 19 July 2022, 03:18 PM IST

Sports

Latest News

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ରେସ୍‌ରେ ବଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମାର୍ଗାରେଟ ଆଲଭା। ବିରୋଧୀ ମେଣ୍ଟର ପ୍ରାର୍ଥୀ ଭାବେ ମାର୍ଗାରେଟ ଆଜି ନିଜର ନାମାଙ୍କନ ଦାଖଲ କରିଛନ୍ତି। ସଂସଦ ଭବନରେ ସେ ପ୍ରାର୍ଥିପତ୍ର ଦାଖଲ କରିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖାଡଗେ, ଅଧିର ରଞ୍ଜନ ଚୌଧୁରୀ, ସିପିଏମର ସୀତୀରାମ ୟେଚୁରୀ, ସିପିଆଇର ଡି ରାଜା, ଏନସିପି ସୁପ୍ରିମୋ ଶରଦ ପାୱାର ଓ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଠାରୁ ଆରମ୍ଭ କରି ଅନେକ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ।

ଆସନ୍ତା ଅଗଷ୍ଟ ୬ ତାରିଖରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ। ବିରୋଧୀ ମେଣ୍ଟର ପ୍ରାର୍ଥୀ ମାର୍ଗାରେଟଙ୍କ ସିଧାସଳଖ ଲଢ଼େଇ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ସହ ହେବ। ଶ୍ରୀ ଧନଖଡ଼ ସୋମବାର ନାମାଙ୍କନ ଦାଖଲ କରିଛନ୍ତି। ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଧନଖଡ଼ଙ୍କ ପଲ୍ଲାଭାରୀ ରହିଛି।

ନାମାଙ୍କନ ଦାଖଲ କରିବା ପରେ ମାର୍ଗାରେଟ କହିଛନ୍ତି, “ମୋ ପ୍ରାର୍ଥିତ୍ୱକୁ ସମର୍ଥନ କରିବାକୁ ସବୁ ବିରୋଧୀ ଦଳ ଆଜି ଏକାଠି ଆସିଥିଲେ। ଏହା ହିଁ ଭାରତର ବାସ୍ତବ ଚିତ୍ରକୁ ଦର୍ଶାଉଛି। ଏହି ମହାନ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆମେ ଆସିଛୁ। ଆମେ ଭିନ୍ନଭିନ୍ନ ଭାଷା କହିବା ସହ ବିଭିନ୍ନ ଧର୍ମ ଓ ସଂସ୍କୃତିକୁ ଅନୁସରଣ କରୁଛୁ। ଆମ ଏକାତି ହିଁ ଆମର ବିବିଧତା। ଏହା ହିଁ ଆମର ଶକ୍ତି। ମୁଁ ଜାଣିଛି ଏହା ଏକ କଠିନ ଲଢ଼େଇ। କିନ୍ତୁ ରାଜନୀତିରେ ହାରିବା ଓ ଜିତିବା ବଡ଼ କଥା ନୁହେଁ। ମୁଖ୍ୟ ପ୍ରସଙ୍ଗ ହେଉଛି ଯୁଦ୍ଧ ଲଢ଼ିବା। ମୋର କାହାକୁ ବି ଡରିବାର ନାହିଁ।”

କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ସୋଶାଲ ମିଡିଆରେ ଆଲଭାଙ୍କ ସହ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଉଠାଇଥିବା ଗୋଟିଏ ଫଟୋକୁ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ମାର୍ଗାରେଟ ଆଲଭା ନାମାଙ୍କନ ଦାଖଲ କରିବା ବେଳେ ବିରୋଧୀ ଦଳର ସମସ୍ତ ନେତା ଏକାଠି ତାଙ୍କ ସହ ରହିଥିଲେ। ଆମେ ନିୟମିତ ଭାବେ ଦେଶର ଆତ୍ମ ଓ ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ କରିବୁ।”

ବର୍ତ୍ତମାନ ଉପ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରୁଥିବା ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବ। ଏହାପରେ ନୂଆ ଉପ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବେ। ଉପ ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story