ପଞ୍ଜାବ: ଗୁରୁ ନାନକ ଦେବ ହସପିଟାଲରେ ଅଗ୍ନିକାଣ୍ଡ

  ଅମୃତସର: ରାଜଧାନୀ ଦିଲ୍ଲୀ ପରେ ଆଜି ପଞ୍ଜାବରେ ସମାନ ଧରଣର ଅଘଟଣ ଘଟିଛି। ପଞ୍ଜାବର ଅମୃତସରରେ ଗୁରୁ ନାନକ ଦେବ ହସପିଟାଲରେ ଆଜି ଅପରାହ୍ନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛି। ଅଗ୍ନିକାଣ୍ଡ ଯୋଗୁ ହସପିଟାଲରେ ଆତଙ୍କ ଖେଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। କୌଣସି ମୃତାହତ ରିପୋର୍ଟ ପହଞ୍ଚି […]

hospital

hospital

Tapas Behera
  • Published: Saturday, 14 May 2022
  • Updated: 14 May 2022, 04:29 PM IST

Sports

Latest News

ଅମୃତସର: ରାଜଧାନୀ ଦିଲ୍ଲୀ ପରେ ଆଜି ପଞ୍ଜାବରେ ସମାନ ଧରଣର ଅଘଟଣ ଘଟିଛି। ପଞ୍ଜାବର ଅମୃତସରରେ ଗୁରୁ ନାନକ ଦେବ ହସପିଟାଲରେ ଆଜି ଅପରାହ୍ନରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ରୋଗୀମାନେ ନାହିଁ ନଥିବା ହଇରାଣ ହୋଇଛି। ଅଗ୍ନିକାଣ୍ଡ ଯୋଗୁ ହସପିଟାଲରେ ଆତଙ୍କ ଖେଳି ଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ରୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। କୌଣସି ମୃତାହତ ରିପୋର୍ଟ ପହଞ୍ଚି ନାହିଁ। ତେବେ କେତେକ ରୋଗୀ ହସପିଟାଲ ବାହାରେ ପଡ଼ିଥିବା ଚିତ୍ର ଆସିଛି। ନିଆଁ ଲାଗିବା ଘଟଣା ଜାତୀୟ ଖବର ସରୋବରାହ ସଂସ୍ଥା ଏଏନଆଇ ପକ୍ଷରୁ ରିପୋର୍ଟ ହୋଇଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେଶନ ନିକଟସ୍ଥ ଏକ ୪ ମହଲା ବିଶିଷ୍ଟ ବ୍ୟବସାୟକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୬ ଜଣ ଗୁରୁତର ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଘଟଣାରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ନେତା ଶୋକ ପ୍ରକାଶ କରିଛନ୍ତି।

ଅଗ୍ନିକାଣ୍ଡ ପରେ ଏବେ ବି ବହୁ ଲୋକ ନିଖୋଜ ଥିବା ବେଳେ ସେମାନଙ୍କ ପତ୍ତା ପାଉ ନାହାନ୍ତି ପରିବାର ଲୋକ । ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟମାନେ ଏ ମେଡିକାଲ୍‌ରୁ ସେ ମେଡିକାଲକୁ ଘୁରି ବୁଲୁଛନ୍ତି । ଫଳରେ ସେମାନେ ଏବେ କେଉଁଠି ଓ କିପରି ଅଛନ୍ତି ତାକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ରେସକ୍ୟୁ ଅପରେସେନ ଶେଷ ହୋଇଥିଲେ ବି ଅଗ୍ନିଶମ କର୍ମଚାରୀ ବିଲଡିଂକୁ ଭଲ ଭାବେ ଯାଞ୍ଚ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story