କେଉଁ ସରକାରଙ୍କ ଅମଳରେ ଅଧିକ ଆତଙ୍କୀ ନିହତ ହୋଇଛନ୍ତି?

ନୂଆଦିଲ୍ଲୀ: ଏବେ ପ୍ରତିଦିନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ଓ ଏନକାଉଣ୍ଟର ଘଟଣା ଘଟୁଛି। ଏଥିରେ ଅନେକ ଆତଙ୍କୀ ନିହତ ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅନେକ ମଧ୍ୟ ଗିରଫ ହେଉଛନ୍ତି। ତେବେ କଂଗ୍ରେସ କ୍ଷମତାସୀନ ୟୁପିଏ ନା ବିଜେପି ନେତୃତ୍ୱାଧୀନ ଏନଡିଏ ଶାସନ ସମୟରେ ପୂରା ଦେଶରେ ଅଧିକ ଆତଙ୍କୀ ହମଲା ଓ ଆତଙ୍କୀ ନିହତ ହୋଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି। ଏବେ ଆରଟିଆଇରୁ ଏହି ରହସ୍ୟ ଉପରୁ ପରାଦ ଉଠିଛି। ଆରଟିଆଇ ତଥ୍ୟ ଅନୁସାରେ, […]

terrorist

terrorist

Hemant Lenka
  • Published: Tuesday, 18 October 2022
  • Updated: 18 October 2022, 04:44 PM IST

Sports

Latest News

ନୂଆଦିଲ୍ଲୀ: ଏବେ ପ୍ରତିଦିନ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ହମଲା ଓ ଏନକାଉଣ୍ଟର ଘଟଣା ଘଟୁଛି। ଏଥିରେ ଅନେକ ଆତଙ୍କୀ ନିହତ ହେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅନେକ ମଧ୍ୟ ଗିରଫ ହେଉଛନ୍ତି। ତେବେ କଂଗ୍ରେସ କ୍ଷମତାସୀନ ୟୁପିଏ ନା ବିଜେପି ନେତୃତ୍ୱାଧୀନ ଏନଡିଏ ଶାସନ ସମୟରେ ପୂରା ଦେଶରେ ଅଧିକ ଆତଙ୍କୀ ହମଲା ଓ ଆତଙ୍କୀ ନିହତ ହୋଇଛନ୍ତି, ତା’କୁ ନେଇ ପ୍ରଶ୍ନ ଉଠିଛି।

ଏବେ ଆରଟିଆଇରୁ ଏହି ରହସ୍ୟ ଉପରୁ ପରାଦ ଉଠିଛି। ଆରଟିଆଇ ତଥ୍ୟ ଅନୁସାରେ, କଂଗ୍ରେସର ୧୦ ବର୍ଷ ଶାସନ ସମୟରେ ଅଧିକ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ବିଜେପି ଶାସନ ସମୟରେ ଏହି ସଂଖ୍ୟା ଯଥେଷ୍ଟ କମ। କିନ୍ତୁ ବିଜେପି ଶାସନ ସମୟରେ ଅଧିକ ସଂଖ୍ୟକ ଆତଙ୍କୀଙ୍କୁ ଗିରଫ କରାଯାଇଛି। କଂଗ୍ରେସ ଆତଙ୍କୀଙ୍କ ନିହତ କରୁଥିବା ବେଳେ ବିଜେପି ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି କୁହାଯାଉଛି।

ଆରଟିଆ ଜରିଆରେ ପୁଣେ ସ୍ଥିତ ବ୍ୟବସାୟୀ ପ୍ରଫୁଲ ସାରଦା ୨୦୦୪ରୁ ୨୦୨୨ ମଧ୍ୟରେ ଦେଶରେ ଘଟିଥିବା ଆତଙ୍କବାଦ କାର୍ଯ୍ୟକଳାପ ଓ ସେଗୁଡ଼ିକର ତଥ୍ୟ ମାଗିଥିଲେ। ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ଜମ୍ମ-କଶ୍ମୀରର ସିପିଆଇଓ କବିରାଜ ସବର ତାଙ୍କୁ ପୂରା ତଥ୍ୟ ଦେଇଛନ୍ତି।

ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ୟୁପିଏ କ୍ଷମତାରେ ଥିବା ୧୦ ବର୍ଷ ଅର୍ଥାତ ୨୦୦୪ରୁ ୨୦୧୩ ମଧ୍ୟରେ ମୋଟ ୯,୩୨୧ ଆତଙ୍କବାଦୀ ହମଲା ହୋଇଥିଲା। ଏଥିରେ ୪୦୦୫ ଆତଙ୍କୀ ନିହତ ହୋଇଥିବା ବେଳେ ୮୭୮ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଥିଲା।

୨୦୧୪ରୁ ୨୦୨୨ ଅଗଷ୍ଟ ମଧ୍ୟରେ (ଏନଡିଏର ସାଢ଼େ ୮ ବର୍ଷ ଶାସନ) ଦେଶରେ ୨,୧୨୩ ଆତଙ୍କବାଦୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି। ଏଥିରେ ୧୫୩୮ ଜଣ ଆତଙ୍କୀ ନିହତ ହୋଇଛନ୍ତି। କିନ୍ତୁ ଭାରତୀୟ ସୁରକ୍ଷାକର୍ମୀ ଏହି ସାଢ଼େ ୮ ବର୍ଷ ମଧ୍ୟରେ ୧୪୩୨ ଜଣ ଆତଙ୍କୀଙ୍କୁ ଗିରଫ କରିଛନ୍ତି। ଗତ ୧୮ ବର୍ଷ ଓ ୬ ମାସରେ ମୋଟ ୧୧,୪୫୩ ଆତଙ୍କୀ ହମଲା ହୋଇଥିବା ବେଳେ ୫,୫୩୪ ଜଣ ଆତଙ୍କୀ ନିହତ ହୋଇଛନ୍ତି ଓ ୨୩୧୦ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଛି।

ୟୁପିଏ ସରକାରର ବାର୍ଷିକ ରିପୋର୍ଟ ଦେଖିଲେ, ୨୦୦୪ରେ ୨୫୬୫ ଆତଙ୍କୀ ହମଲା ଘଟିଥିବା ବେଳେ ୯୭୬ ଜଣ ନିହତ ହୋଇଥିଲେ। ୨୦୦୫ରେ ଏହି ସଂଖ୍ୟା ଯଥାକ୍ରମେ ୧୯୯୦ ଓ ୯୧୭, ୨୦୦୬ରେ ୧୧୬୭ ଓ ୫୯୧, ୨୦୦୭ରେ ୧୦୯୨ ଓ ୪୭୨, ୨୦୦୮ରେ ୭୦୮ ହମଲା, ୩୩୯ ନିହତ ଓ ୩୦୫ ଜଣ ଆତଙ୍କୀ ଗିରଫ, ୨୦୦୯ରେ ୪୯୯ ହମଲା, ୨୩୯ ନିହତ ଓ ୧୮୭ ଗିରଫ, ୨୦୧୦ରେ ୩୬୮ ହମଲା, ୨୩୨ ନିହତ ଓ ୧୫୫ ଗିରଫଳ ୨୦୧୧ରେ ୧୯୫ ହମଲା, ୧୦୦ ନିହତ ଓ ୧୪୫ ଗିରଫ, ୨୦୧୨ରେ ୧୨୪ ହମଲା, ୭୨ ନିହତ ଓ ୧୫୦ ଗିରଫ, ୨୦୧୩ରେ ୧୧୩ ହମଲା, ୬୭ ନିହତ ଓ ୮୬ ଜଣ ଆତଙ୍କୀ ଗିରଫ ହୋଇଛନ୍ତି।

ଏନଡିଏସ ସରକାରଙ୍କ ଶାସନ ସମୟରେ- ୨୦୧୪ରେ ୧୫୧ ଆତଙ୍କୀ ହମଲା, ୧୧୦ ନିହତ ଓ ୭୦ ଗିରଫ, ୨୦୧୫ରେ ୧୪୩ ହମଲା, ୧୦୮ ନିହତ ଓ ୬୭ ଗିରଫ, ୨୦୧୬ରେ ୨୦୨୩ ହମଲା, ୧୫୦ ନିହତ ଓ ୭୯ ଗିରଫ, ୨୦୧୭ରେ ୨୭୯ ହମଲା, ୨୧୩ ନିହତ ଓ ୯୭ ଗିରଫ, ୨୦୧୮ରେ ୪୧୭ ହମଲା, ୨୫୭ ନିହତ ଓ ୧୦୫ ଗିରଫ, ୨୦୧୯ରେ ୨୫୫ ହମଲା, ୧୫୭ ନିହତ ଓ ୧୧୫ ଗିରଫ, ୨୦୨୦ରେ ୨୪୪ ହମଲା, ୨୨୧ ନିହତ ଓ ୩୨୮ ଗିରଫ, ୨୦୨୧ରେ ୨୨୯ ହମଲା, ୧୮୦ ନିହତ ଓ ୩୧୧ ଗିରଫ, ୨୦୨୨ ଅଗଷ୍ଟ ଯାଏ ୧୯୧ ହମଲା, ୧୪୨ ନିହତ ଓ ୨୬୦ ଜଣ ଆତଙ୍କୀଙ୍କୁ ଗିରଫ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story