ଚର୍ଚ୍ଚାରେ ପାକ୍‌କୁ ମୁହଁତୋଡ଼ ଜବାବ ଦେଇଥିବା ଆଇଏଫଏସ ସ୍ନେହା ଦୁବେ

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଜାତିସଂଘରେ ଏହାର ଦମଦାର ଜବାବ ଦେଇଛନ୍ତି ଜାତିସଂଘ ସାଧାରଣ ପରିଷଦରେ ଥିବା ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ସୁନ୍ଦରୀ ସ୍ନେହାଙ୍କ ଏଭଳି ଜବାବ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ଭାଷଣ ଓ ଫଟୋକୁ ଶେୟାର କରିବାରେ ଲାଗିଛନ୍ତି। ତେବେ ସ୍ନେହା ଦୁବେ କିଏ? ତାଙ୍କୁ ନେଇ କାହିଁକି ସବୁଆଡ଼େ ଚର୍ଚ୍ଚା? ସ୍ନେହା […]

sneha

sneha

Hemant Lenka
  • Published: Saturday, 25 September 2021
  • Updated: 25 September 2021, 05:08 PM IST

Sports

Latest News

ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ସମାଲୋଚନା କରିଥିଲେ। ଜାତିସଂଘରେ ଏହାର ଦମଦାର ଜବାବ ଦେଇଛନ୍ତି ଜାତିସଂଘ ସାଧାରଣ ପରିଷଦରେ ଥିବା ଭାରତର ପ୍ରଥମ ସଚିବ ସ୍ନେହା ଦୁବେ। ସୁନ୍ଦରୀ ସ୍ନେହାଙ୍କ ଏଭଳି ଜବାବ ତାଙ୍କୁ ଚର୍ଚ୍ଚାର ପରିସରକୁ ଆଣିଛି। ସୋଶାଲ ମିଡିଆ ବ୍ୟବହାରକାରୀ ତାଙ୍କ ଭାଷଣ ଓ ଫଟୋକୁ ଶେୟାର କରିବାରେ ଲାଗିଛନ୍ତି।

ତେବେ ସ୍ନେହା ଦୁବେ କିଏ? ତାଙ୍କୁ ନେଇ କାହିଁକି ସବୁଆଡ଼େ ଚର୍ଚ୍ଚା? ସ୍ନେହା ହେଉଛନ୍ତି ୨୦୧୨ ଆଇଏଫଏସ ବ୍ୟାଚ୍‌ର ଅଧିକାରୀ। ସେ ବିଶ୍ୱ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ସେ ପ୍ରଥମ ପ୍ରୟାସରେ ହିଁ ୟୁପିଏସ୍‌ସି କ୍ଲିୟର କରିଥିଲେ। ଆଇଏଫଏସ ହେବା ପରେ ସେ ପ୍ରଥମେ ବୈଦେଶିକ ମନ୍ତ୍ରଣାଳୟରେ ନିଯୁକ୍ତି ପାଇଥିଲେ।

୨୦୧୪ରେ ସେ ମାଦ୍ରିଦରେ ଥିବା ଭାରତୀୟ ଦୂତାବାସରେ ସ୍ନେହା ତୃତୀୟ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ  ଜାତିସଂଘ ସାଧାରଣ ପରିଷଦରେ ଭାରତ ପ୍ରଥମ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସ୍ନେହା ଗୋଆରେ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ ପୁଣେର ଫର୍ଗୁସନ କଲେଜରୁ ଗ୍ରାଜ୍ୟୁଏସନ ଡିଗ୍ରୀ ହାସଲ କରିଥିଲେ। ସେ ତାଙ୍କ ପରିବାର ପ୍ରଥମ ପ୍ରଶାସନିକ ସେବାରେ କାର୍ଯ୍ୟ କରୁଥିବା ସଦସ୍ୟ।

ସେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ସାରା ବିଶ୍ୱ ଆଗରେ ବେଇଜ୍ଜତ କରିଛନ୍ତି। ଭାରତ ସରକାର ମଧ୍ୟ ସ୍ନେହାଙ୍କ ବିବୃତିକୁ ସମର୍ଥନ କରିଛନ୍ତି। ଭାରତ ସରକାର କହିଛନ୍ତି, ସ୍ନେହା ଦୁବେ ବେଶ ଚମତ୍କାର ଡଙ୍ଗରେ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଛନ୍ତି। ଏହା ତାଙ୍କର ଅଧିକାର। ଆତଙ୍କବାଦ ସହ ପାକିସ୍ତାନ ସହ ନିବିଡ଼ତା ନୂଆ ନୁହେଁ।

ଏକଥା ସମସ୍ତେ ଜାଣିଛନ୍ତି। ଗୋଟିଏ ରାଷ୍ଟ୍ର ହିସାବରେ ସେମାନେ ଆତଙ୍କବାଦକୁ ସମର୍ଥନ କରୁଛନ୍ତି। କୁଖ୍ୟାତ ଆତଙ୍କୀ ଓସାମା ବିନ ଲାଡେନକୁ ସେମାନେ ସୁରକ୍ଷା ଦେବା ସହ ତାକୁ ନିଜ ଦେଶରେ ଲୁଚାଇ ରଖିଥିଲେ। ସେମାନେ ତା’କୁ ସହିଦ ଭାବେ ବ୍ୟବହାର କରୁଛନ୍ତି। ଭାରତ ସ୍ନେହା ଦୁବେଙ୍କୁ ସମର୍ଥନ କରୁଛି ବୋଲି ଏହି ବିବୃତିରେ କୁହାଯାଇଛି।

ସୂଚନାଯୋଗ୍ୟ, ଇମ୍ରାନ ଖାନ ଜାତିସଂଘ ସାଧାରଣ ଆସେମ୍ୱ୍ଲିରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଭାରତ ବେଆଇନ ଭାବେ କଶ୍ମୀରରେ ନିଜ ହକୁମାତି ଚଳାଉଛି ଓ ଲୋକଙ୍କ ମାନବାଧିକାର କ୍ଷୁଣ୍ଣ କରୁଛି ବୋଲି ସେ ସାରା ବିଶ୍ୱକୁ ଜଣାଇବାକୁ ଚେଷ୍ଟା କରିଥିଲେ। ତେବେ ରାଇଟ୍ ଟୁ ରିପ୍ଲାଏ ଜରିଆରେ ସ୍ନେହା ଏହାର ଜବାବ ଦେଇଥିଲେ।

ସେ କହିଥିଲେ ଯେ ପ୍ରଥମଥର ପାଇଁ ଯେ ପାକିସ୍ତାନର ଜଣେ ନେତା ଜାତିସଂଘ ପ୍ଲାଟଫର୍ମ ବ୍ୟବହାର କରି ମୋ ଦେଶ ବିରୁଦ୍ଧରେ ମିଥ୍ୟା ପ୍ରଚାର କରୁଛନ୍ତି, ତାହା ନୁହେଁ। ବିଶ୍ୱର ସବୁ ପ୍ଲାଟଫର୍ମରେ ପାକିସ୍ତାନ ମିଥ୍ୟାର ପ୍ରଚାର କରି ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛି। ପାକିସ୍ତାନରେ ଆତଙ୍କବାଦୀମାନେ ମୁକ୍ତ ଭାବେ ବୁଲୁଥିବା ବେଳେ ସାଧାରଣ ଜନତା ବିଶେଷକରି ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ଅତ୍ୟାଚାରର ଶିକାର ହେଉଛନ୍ତି।

ନିଜ ଦେଶର କରୁଣ ପରିସ୍ଥିତି ଉପରୁ ବିଶ୍ୱର ଦୃଷ୍ଟି ହଟାଇବା ଲାଗି ପାକିସ୍ତାନୀ ନେତା ଏଭଳି ବୃଥା ଉଦ୍ୟମ କରୁଛନ୍ତି। ଜମ୍ମୁ କଶ୍ମୀର ଓ ଲଦାଖର ସମଗ୍ର ଅଂଶ ଭାରତର ଏକ ଅଙ୍ଗ ଥିଲା, ଅଛି ଏବଂ ରହିବ। ଏହା ମଧ୍ୟ ସେହି କ୍ଷେତ୍ରଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯାହା ପାକିସ୍ତାନର ବେଆଇନ ଦଖଲରେ ଅଛି। ବେଆଇନ ଦଖଲରେ ଥିବା ସମସ୍ତ ଅଞ୍ଚଳକୁ ତୁରନ୍ତ ଖାଲି କରିବାକୁ ଆମେ ପାକିସ୍ତାନକୁ ନିବେଦନ କରୁଛୁ।

ଆତଙ୍କବାଦୀଙ୍କୁ ପୋଷିବା, ସାହାଯ୍ୟ କରିବା ଓ ସିଧାସଳଖ ସମର୍ଥନ କରିବା ପାକିସ୍ତାନର ନୀତି। ତା’ର ଇତିହାସରେ ମଧ୍ୟ ଆତଙ୍କୀ ପ୍ରୀତି ରହିଛି। ଜାତିସଂଘ ନିଷିଦ୍ଧ କରିଥିବା ଆତଙ୍କବାଦୀମାନଙ୍କୁ ପାକିସ୍ତାନ ସହାୟତା ଦେଇଥିବାର ପ୍ରତ୍ୟକ୍ଷ ପ୍ରମାଣ ରହିଛି। ଓସାମା ବିନ୍‌ ଲାଡେନ୍‌ ପାକିସ୍ତାନରେ ଆଶ୍ରୟ ନେଇଥିଲା। ଆଜି ମଧ୍ୟ ପାକିସ୍ତାନର ନେତୃତ୍ୱ ତାଙ୍କୁ ଜଣେ ‘ସହିଦ’ ଭାବେ ଗୌରବାନ୍ୱିତ କରୁଛି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story