ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଭାଟିଣ୍ଡା ଏସ୍‌ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ଭାଟିଣ୍ଡା ଏସ୍‌ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗୋଟିଏ ଦିନ ମଧ୍ୟରେ ସେ ଏହାର ଜବାବ ଦେବେ ବୋଲି ନୋଟିସରେ କୁହାଯାଇଛି। ମନ୍ତ୍ରଣାଳୟର ଡେପୁଟି ସଚିବ ଅର୍ଚ୍ଚନା ବର୍ମା ଜାରି କରିଥିବା କାରଣ ଦର୍ଶାଅ ନୋଟିସରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ହୋଇଛି। […]

SSP

SSP

Hemant Lenka
  • Published: Friday, 07 January 2022
  • Updated: 07 January 2022, 06:58 PM IST

Sports

Latest News

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇଥିବା ଘଟଣାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ଆଜି ମନ୍ତ୍ରଣାଳୟ ପକ୍ଷରୁ ପଞ୍ଜାବର ଭାଟିଣ୍ଡା ଏସ୍‌ଏସ୍‌ପିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଗୋଟିଏ ଦିନ ମଧ୍ୟରେ ସେ ଏହାର ଜବାବ ଦେବେ ବୋଲି ନୋଟିସରେ କୁହାଯାଇଛି।

ମନ୍ତ୍ରଣାଳୟର ଡେପୁଟି ସଚିବ ଅର୍ଚ୍ଚନା ବର୍ମା ଜାରି କରିଥିବା କାରଣ ଦର୍ଶାଅ ନୋଟିସରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି ହୋଇଛି। ତେଣୁ ଭାଟିଣ୍ଡା ଏସଏସ୍‌ପିଙ୍କ ବିରୋଧରେ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବ, ତା’ର ଜବାବ ସେ ଦେବେ। ୧୯୬୯ ମସିହା All India Services (Discipline and Appeal) ଆଇନ ଆଧାରରେ ମନ୍ତ୍ରଣାଳୟ ଭାଟିଣ୍ଡା ଏସଏସ୍‌ପିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛି। ଏହାପୂର୍ବରୁ ତାଙ୍କୁ ଉପଯୁକ୍ତ କାରଣ ଦର୍ଶାଇବାକୁ କୁହାଯାଇଛି।

ଗୁରୁବାର ଭାରତୀୟ କିଷାନ ୟୁନିୟନ(କ୍ରାନ୍ତିକାରୀ) ପକ୍ଷରୁ କୁହାଯାଇଥିଲା ଯେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଫିରୋଜପୁର ଏସଏସପି ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଡ ଏହି ରାସ୍ତାରେ ଯିବ ବୋଲି କହିଥିଲେ। ସେମାନଙ୍କୁ ରାସ୍ତା ଖାଲି କରିବାକୁ ପରାମର୍ଶ ଦିଆଯାଇଥିଲା।

ତେବେ ମୋଦିଙ୍କ ଗସ୍ତ ସମ୍ପର୍କରେ ମିଛ ତଥ୍ୟ ଦେଇ ଏସଏସପି ରାସ୍ତା ଖାଲି କରିବାକୁ ଚାହୁଁଥିବା ଚାଷୀମାନେ ଭାବିଥିଲେ। ତେଣୁ ସେମାନେ ରାସ୍ତା ଖାଲି କରି ନଥିଲେ ବୋଲି ୟୁନିୟନ କହିଥିଲା।

ଅନ୍ୟପକ୍ଷରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ରାଜନୀତିକ ବୟାନବାଜୀ ଜାରି ରହିଛି। ସେହିପରି ସୁପ୍ରିମକୋର୍ଟ ମଧ୍ୟ ଏହାର ଶୁଣାଣି କରିଛନ୍ତି। ତେବେ ସୋମବାର ଯାଏ ଉଭୟ କେନ୍ଦ୍ର ଓ ରାଜ୍ୟକୁ ତଦନ୍ତ ନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। କାରଣ ସୋମବାର ମାମଲା ପରବର୍ତ୍ତୀ ଶୁଣାଣି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story