ଭଲ ଖବର: କରୋନାରୁ ସୁସ୍ଥ ଲୋକଙ୍କ ଶରୀରରେ ଦୀର୍ଘ ଦିନ ଧରି ରହୁଛି ଆଣ୍ଟିବଡି

ନୂଆଦିଲ୍ଲୀ: କରୋନାରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ମଧ୍ୟମଧରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଦୀର୍ଘ ଦିନ ଧରି ସେମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ସେଲ୍‌ ସକ୍ରିୟ ହୋଇ ରହୁଛି। ଏହି ସେଲଗୁଡ଼ିକ ସେମାନଙ୍କୁ ଆଉ ଥରେ କରୋନାରେ ଆକ୍ରାନ୍ତ ହେବାରୁ ରକ୍ଷା କରୁଥିବା ନୂଆ ଗବେଷଣାରୁ ଜଣାପଡ଼ିଛି। ସେଣ୍ଟ ଲୁସିଆରେ ଥିବା ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନର ଗବେଷକମାନେ ଏଭଳି ତଥ୍ୟ ହାସଲ କରିଛନ୍ତି। ଏହି […]

AntiBody

AntiBody

Hemant Lenka
  • Published: Thursday, 27 May 2021
  • Updated: 27 May 2021, 05:12 PM IST

Sports

Latest News

ନୂଆଦିଲ୍ଲୀ: କରୋନାରୁ ଆରୋଗ୍ୟ ଲାଭ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ମଧ୍ୟମଧରଣ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଦୀର୍ଘ ଦିନ ଧରି ସେମାନଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତିର ସେଲ୍‌ ସକ୍ରିୟ ହୋଇ ରହୁଛି। ଏହି ସେଲଗୁଡ଼ିକ ସେମାନଙ୍କୁ ଆଉ ଥରେ କରୋନାରେ ଆକ୍ରାନ୍ତ ହେବାରୁ ରକ୍ଷା କରୁଥିବା ନୂଆ ଗବେଷଣାରୁ ଜଣାପଡ଼ିଛି।

ସେଣ୍ଟ ଲୁସିଆରେ ଥିବା ୱାଶିଂଟନ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନର ଗବେଷକମାନେ ଏଭଳି ତଥ୍ୟ ହାସଲ କରିଛନ୍ତି। ଏହି ଆଣ୍ଟିବଡି ସେଲ୍‌ କିଛି ଲୋକଙ୍କ ଶରୀରରେ ସାରା ଜୀବନ ମଧ୍ୟ ସକ୍ରିୟ ହୋଇ ରହିବାର ସମ୍ଭାବନା ରହିଛି। ମେ’ ୨୪ରେ ଜର୍ଣ୍ଣାଲ ନେଚରରେ ଏହି ଗବେଷଣା ରିପୋର୍ଟ ପ୍ରକାଶ ପାଇଥିଲା।

ଏଥିରେ କୁହାଯାଇଛି ଯେ ମଧ୍ୟମ ଧରଣର ଲକ୍ଷଣ ଥିବା କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଅନ୍ୟମାନଙ୍କ ତୁଳନାରେ ଅଧିକ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। ସେମାନେ ବାରମ୍ବାର ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସମ୍ଭାବନା ମଧ୍ୟ କମ।

କରୋନାରେ ଆକ୍ରାନ୍ତ ହେବା କ୍ଷଣି ରୋଗ ପ୍ରତିରୋଧ ଶକ୍ତି ସଂପୂର୍ଣ୍ଣ ହ୍ରାସ ପାଇଯାଇଥାଏ ଓ ମିଡିଆରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା ଯେ ରୋଗ ପ୍ରତିରୋଧକ ଶକ୍ତି ଦୀର୍ଘ ଦିନ ଜଣଙ୍କ ଶରୀରରେ ରହି ନଥାଏ। କିନ୍ତୁ ଏଥିରେ ସତ୍ୟତା ନାହିଁ। ଏହାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।

ଅତ୍ୟଧିକ ସଂକ୍ରମଣ ଯୋଗୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସ୍ୱାଭାବିକ। ହେଲେ ଏହା ସଂପୂର୍ଣ୍ଣ ଶୂନକୁ ଚାଲିଯାଏ ନାହିଁ। ପ୍ରଥମ ଲକ୍ଷଣ ଦେଖାଯିବାର ୧୧ ମାସ ପରେ ଲୋକଙ୍କ ଶରୀରରେ ଆଣ୍ଟିବଡି ସେଲ ସୃଷ୍ଟି ହେଉଛି। ଏହି ସେଲ ଗୁଡ଼ିକ ଜୀବନ୍ତ ରୁହନ୍ତି ଓ ଜଣେ ବ୍ୟକ୍ତିଙ୍କ ଶରୀରରେ ସାରା ଜୀବନ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରନ୍ତି। ଏହାର ଅର୍ଥ ରୋଗ ପ୍ରତିରୋଧକ ଶକ୍ତି ଦୀର୍ଘ ସମୟ ଧରି ସକ୍ରିୟ ରହିଥାଏ।

ଭାଇରାଲ ସଂକ୍ରମଣ ବେଳେ ଆଣ୍ଟିବଡି ସେଲଗୁଡ଼ିକ ଦ୍ରୁତଗତିରେ ଭାଗଭାଗ ହୋଇଯାଆନ୍ତି ଓ ରକ୍ତରେ ଘୂରି ବୁଲନ୍ତି। ଏହାଦ୍ୱାରା ଆଣ୍ଟିବଡି ବହୁତ ବଢ଼ିଯାଇ ଥାଏ। ସଂକ୍ରମଣ କମିଯିବା ପରେ ଏପରି ସେଲଗୁଡ଼ିକ ପ୍ରାୟତଃ ଖତମ ହୋଇଯାଆନ୍ତି। ଫଳରେ ରକ୍ତର ଆଣ୍ଟିବଡି ସ୍ତର ହ୍ରାସ ପାଏ।

କରୋନାର ମଧ୍ୟମ ଲକ୍ଷଣ ଥିବା ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ଉପରେ ଗବେଷଣା କରିବା ପାଇଁ ସୁସ୍ଥ ହୋଇଥିବା ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଗବେଷକମାନେ ୭୭ ଜଣଙ୍କ ଠାରୁ ୩ ମାସର ବ୍ୟବଧାନରେ ରକ୍ତ ନମୁନା ସଂଗ୍ରହ କରିଥିଲେ। ଏମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଛାଡ଼ି ଦେଲେ ବାକି ସମସ୍ତଙ୍କ ଶରୀରରେ କରୋନାର ମଧ୍ୟମ ଲକ୍ଷଣ ଦେଖାଯାଇଥିଲା।

ସେହିପରି ୧୮ ଜଣଙ୍କ ଠାରୁ bone marrow ସଂଗ୍ରହ କରାଯାଇଥିଲା। ଏମାନେ ଲକ୍ଷଣ ଦେଖାଯିବାର ୭ରୁ ୮ମାସ ପରେ bone marrow ଦେଇଥିଲେ। ଏମାନଙ୍କ ମଧ୍ୟରୁ ୫ ଜଣ ୪ ମାସ ପରେ ଦ୍ୱିତୀୟ ଥର ପାଇଁ bone marrow ନମୁନା ଦେଇଥିଲେ। ଏହାର ପରୀକ୍ଷା କରିବା ପାଇଁ ବୈଜ୍ଞାନିକମାନେ କେବେ ହେଲେ କରୋନାରେ ଆକ୍ରାନ୍ତ ହୋଇ ନଥିବା ୧୧ ଜଣଙ୍କ bone marrow ସଂଗ୍ରହ କରିଥିଲେ।

ପରୀକ୍ଷା ବେଳେ ଜଣାପଡ଼ିଥିଲା ଯେ ସଂକ୍ରମଣର ପ୍ରଥମ କିଛି ମାସ ଆକ୍ରାନ୍ତଙ୍କ ରକ୍ତରେ ଥିବା ଆଣ୍ଟିବଡି ଦ୍ରୁତଗତିରେ ହ୍ରାସ ପାଇଛି। ଏହାପରେ କିନ୍ତୁ ଆଣ୍ଟିବଡି ବୃଦ୍ଧି ପାଉଛି। ଏପରି କି କିଛି ଆକ୍ରାନ୍ତଙ୍କ ଶରୀରରେ ୧୧ ମାସ ପରେ ଆଣ୍ଟିବଡି ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି। bone marrowରୁ ମଧ୍ୟ ଆଣ୍ଟିବଡି ସୃଷ୍ଟି ହେଉଥିବା ସ୍ପଷ୍ଟ ହୋଇଛି।

ଏହି ଆଣ୍ଟିବଡି ସେଲ ୪ ମାସ ପରେ ଦ୍ୱିତୀୟ ଥର bone marrow ଦେବାକୁ ଆସିଥିବା ୫ ଜଣଙ୍କ କ୍ଷେତ୍ରରେ ମଧ୍ୟ ରହିଥିବା ଗବେଷଣାରୁ ଜଣାପଡ଼ିଛି। କିନ୍ତୁ କରୋନାରେ ଆକ୍ରାନ୍ତ ହୋଇ ନଥିବା ୧୧ ଜଣଙ୍କ ମଧ୍ୟରୁ କାହାର bone marrowରେ ଏଭଳି ଆଣ୍ଟିବଡି ସେଲ ସୃଷ୍ଟି ହେଉଥିବା ଦେଖିବାକୁ ମିଳିନି ବୋଲି ଗବେଷକମାନେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story