କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଆକାଉଣ୍ଟକୁ ଘଣ୍ଟାଏ ଅଚଳ କଲା ଟ୍ୱିଟର

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଚରମ ସୀମାରେ ପହଞ୍ଚି ଯାଇଛି। ନୂଆ ଡିଜିଟାଲ ଆଇନକୁ କାର୍ଯ୍ୟକାରୀ କରିବାକୁ ଟ୍ୱିଟର ସହ ତିକ୍ତତା ଲାଗି ରହିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଉ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଆଜି ଟ୍ୱିଟର ପକ୍ଷରୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପ୍ରାୟ ୧ ଘଣ୍ଟା ଯାଏ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ସେ ଯେତେ ଚେଷ୍ଟା […]

ravi-shankar

ravi-shankar

Hemant Lenka
  • Published: Friday, 25 June 2021
  • Updated: 25 June 2021, 04:16 PM IST

ନୂଆଦିଲ୍ଲୀ: ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଓ ଭାରତ ସରକାରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଚରମ ସୀମାରେ ପହଞ୍ଚି ଯାଇଛି। ନୂଆ ଡିଜିଟାଲ ଆଇନକୁ କାର୍ଯ୍ୟକାରୀ କରିବାକୁ ଟ୍ୱିଟର ସହ ତିକ୍ତତା ଲାଗି ରହିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଆଉ ଗୋଟିଏ ସାଂଘାତିକ ଅଭିଯୋଗ ଆଣିଛନ୍ତି।

ଆଜି ଟ୍ୱିଟର ପକ୍ଷରୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ପ୍ରାୟ ୧ ଘଣ୍ଟା ଯାଏ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ସେ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟକୁ ବ୍ୟବହାର କରିପାରି ନଥିଲେ। ତେବେ ଘଣ୍ଟାଏ ପରେ ପୁଣି ଏହା ସଚଳ ହୋଇଥିଲା ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।

ସେ କହିଛନ୍ତି, “ବନ୍ଧୁଗଣ! ଆଜି ବହୁତ ମଜାଦାର ଘଟଣା ଘଟିଛି। ଆଜି ଟ୍ୱିଟର ପ୍ରାୟ ୧ ଘଣ୍ଟା ଧରି ମୋତେ ବ୍ୟବହାର କରିବାକୁ ଅନୁମତି ଦେଇ ନଥିଲା। ଆମେରିକାର କୌଣସି Digital Millennium Copyright Act ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏପରି କରାଯାଇଥିଲା। ଏହାପରେ ସେମାନେ ମୋତେ ଆକାଉଣ୍ଟ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ।”

ସେ ଆହୁରି କହିଛନ୍ତି, ସେମାନେ କହୁଥିବା ବାକ୍‌ ସ୍ୱାଧୀନତା କେବଳ ଲୋକ ଦେଖାଣିଆ ବୋଲି ଟ୍ୱିଟରର ଏପରି ପଦକ୍ଷେପରୁ ସ୍ପଷ୍ଟ ହୋଇଛି। ସେମାନେ କେବଳ ନିଜସ୍ୱ ଏଜେଣ୍ଡା ଚଳାଇ ଥାଆନ୍ତି। ଯଦି ଆପଣମାନେ ସେମାନେ ଜାରି କରିଥିବା ସୀମା ଅନୁସାରେ କାମ ନ କରବେ, ତେହେଲେ ସେମାନେ ଆପଣଙ୍କୁ ସେମାନଙ୍କ ପ୍ଲାଟଫର୍ମରୁ ବାହାର କରିଦେବେ।

ସେ ଯାହା ବି ହେଉ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଯାହା ବି କରୁଛନ୍ତି, ସେମାନେ ନୂଆ ଆଇଟି ନିୟମକୁ ଦୃଷ୍ଟିରେ ରଖି କରନ୍ତୁ। ଏଥିରେ କୌଣସି ପ୍ରକାରର ବୁଝାମଣା ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରବି ଶଙ୍କର ପ୍ରସାଦ ଗୋଟିଏ ଟିଭି ଚ୍ୟାନେଲର ବିତର୍କ କ୍ଲିପକୁ ଟ୍ୱିଟରରେ ପୋଷ୍ଟ କରିଥିବାରୁ କପି ରାଇଟ୍‌ ଉଲ୍ଲଙ୍ଘନ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story