ବିଜେପି ଯୋଗାଯୋଗରେ ଟିଏମସିର ୩୮ ବିଧାୟକ: ମିଥୁନ, ଜବାବ ଦେଲା ମମତାଙ୍କ ଦଳ

କୋଲାକତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିର ୩୮ ଜଣ ବିଧାୟକ ବିଜେପି ଯୋଗାଯୋଗାରେ ଥିବା ଦାବି କରିଛନ୍ତି ଅଭନେତାରୁ ନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀ। ଖାଲି ସେତିକି ନୁହେଁ, କୌଣସି ବି ମୁହୂର୍ତ୍ତରେ ମହାରାଷ୍ଟ୍ର ଭଳି ସ୍ଥିତି ବେଙ୍ଗଲରେ ମଧ୍ୟ ଦେଖିବେକୁ ମିଳିପାରେ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ନେତା ମିଥୁନ। ଦିନକ ତଳେ ମମତା ବାନାର୍ଜୀ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ବିଜେପି ବେଙ୍ଗଲରେ ଅପରେସନ ପଦ୍ମ ଆରମ୍ଭ କରିବାକୁ ଯାଉଥିବା ଅଭିଯୋଗ […]

Mithun

Mithun

Hemant Lenka
  • Published: Wednesday, 27 July 2022
  • Updated: 27 July 2022, 07:54 PM IST

Sports

Latest News

କୋଲାକତା: ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ଟିଏମସିର ୩୮ ଜଣ ବିଧାୟକ ବିଜେପି ଯୋଗାଯୋଗାରେ ଥିବା ଦାବି କରିଛନ୍ତି ଅଭନେତାରୁ ନେତା ବନିଥିବା ମିଥୁନ ଚକ୍ରବର୍ତ୍ତୀ। ଖାଲି ସେତିକି ନୁହେଁ, କୌଣସି ବି ମୁହୂର୍ତ୍ତରେ ମହାରାଷ୍ଟ୍ର ଭଳି ସ୍ଥିତି ବେଙ୍ଗଲରେ ମଧ୍ୟ ଦେଖିବେକୁ ମିଳିପାରେ ବୋଲି କହିବାକୁ ପଛାଇ ନାହାନ୍ତି ବିଜେପି ନେତା ମିଥୁନ। ଦିନକ ତଳେ ମମତା ବାନାର୍ଜୀ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ବିଜେପି ବେଙ୍ଗଲରେ ଅପରେସନ ପଦ୍ମ ଆରମ୍ଭ କରିବାକୁ ଯାଉଥିବା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ପରେ ହିଁ ମିଥୁନ ଏପରି ବୟାନ ଦେଇଛନ୍ତି।

ସେ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ “ଆପଣମାନଙ୍କୁ ଗୋଟିଏ ବ୍ରେକିଂ ନ୍ୟୁଜ ଶୁଣାଇବାକୁ ଚାହୁଁଛୁ। ବର୍ତ୍ତମାନ ସମୟରେ ଟିଏମସିର ୩୮ ଜଣ ବିଧାୟକ ଆମ ସହ ଭଲ ସମ୍ପର୍କରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୧ ଜଣ ସିଧାସଳଖ ମୋ ଯୋଗାଯୋଗାରେ ଅଛନ୍ତି। ଏବେ ମୁଁ ଆପଣମାନଙ୍କୁ ସବୁ କିଛି ଚିନ୍ତା କରିବାକୁ ଛାଡ଼ି ଦେଉଛି। ଯେକୌଣସି ଦିନ ଏଠାରେ ମହାରାଷ୍ଟ୍ର ଭଳି ସ୍ଥିତି ଉପୁଜି ପାରେ। ଏପରି କି ଏହି ସ୍ଥିତି ଆସନ୍ତାକାଲି ମଧ୍ୟ ସୃଷ୍ଟି ହୋଇପାରେ।”

ତାଙ୍କୁ ସାମ୍ବାଦିକମାନେ ଅଧିକ ପ୍ରଶ୍ନ କରିବାରୁ ସେ କହିଛନ୍ତି, “ମୋତେ ଟ୍ରେଲର ରିଲିଜ କରିବାକୁ କୁହନ୍ତୁ ନାହିଁ। ଆପଣମାନେ ମ୍ୟୁଜିକକୁ ଉପଭୋଗ କରନ୍ତୁ।” ମିଥୁନଙ୍କ ଏପରି ଦାବି ଉପରେ ପ୍ରତିକ୍ରିୟା ରଖିଛି ଟିଏମସି।

ମିଥୁନ ଚକ୍ରବର୍ତ୍ତୀଙ୍କ କଥାକୁ ବେଙ୍ଗଲର କେହି ବି ବିଶ୍ୱାସକୁ ନିଅନ୍ତି ନାହିଁ। ସମ୍ଭବତଃ ତାଙ୍କର ମାନସିକ ଅସୁସ୍ଥତା ରହିଛି ବୋଲି ଟିଏମସି ସାଂସଦ ସାନ୍ତନୁ ସେନ କହିଛନ୍ତି। ସେ କହିଛନ୍ତି, “ମୁଁ ଶୁଣିଥିଲି ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଥିଲେ। ମୁଁ ଭାବୁଛି ସେ ଶାରୀରିକ ନୁହେଁ ବରଂ ମାନସିକ ଅସୁସ୍ଥତା ପାଇଁ ହସ୍ପିଟାଲ ଯାଇଥିଲେ। ବେଙ୍ଗଲରେ କେହି ବି ସେ କ’ଣ କହିବାକୁ ଚାହୁଁଛନ୍ତି, ସେକଥାକୁ ବିଶ୍ୱାସ ବି କରିବେନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story