ଗିରଫ ହୋଇଥିବା ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଜାମିନ୍

ଗୌହ୍ୱାଟୀ: ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମାନ୍ୟ ଗୋଟିଏ ଟ୍ୱିଟ ପାଇଁ ଜେଲ ଯାଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଗୋଟିଏ ନକାରାତ୍ମକ ଟ୍ୱିଟ କରିଥିବାରୁ ତାଙ୍କୁ ଆସାମ ପୁଲିସ୍‌ ଗିରଫ କରିଥିଲା। ହେଲେ ଆସମରେ ଗୋଟିଏ କୋର୍ଟ ଆଜି ତାଙ୍କୁ ଜାମିନ ଦେଇଛନ୍ତି। ଗତକାଲି ଜିଗ୍ନେଶଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହାକୁ କାଏମ ରଖିଥିଲେ। ଗତ ଗୁରୁବାର ଦିନ ଆସାମ ପୁଲିସ୍‌ […]

congress

congress

Hemant Lenka
  • Published: Monday, 25 April 2022
  • Updated: 25 April 2022, 03:54 PM IST

Sports

Latest News

ଗୌହ୍ୱାଟୀ: ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମାନ୍ୟ ଗୋଟିଏ ଟ୍ୱିଟ ପାଇଁ ଜେଲ ଯାଇଥିବା ଗୁଜରାଟ ବିଧାୟକ ଜିଗ୍ନେଶ ମେୱାନୀଙ୍କୁ ଶେଷରେ ଜାମିନ ମିଳିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଗୋଟିଏ ନକାରାତ୍ମକ ଟ୍ୱିଟ କରିଥିବାରୁ ତାଙ୍କୁ ଆସାମ ପୁଲିସ୍‌ ଗିରଫ କରିଥିଲା। ହେଲେ ଆସମରେ ଗୋଟିଏ କୋର୍ଟ ଆଜି ତାଙ୍କୁ ଜାମିନ ଦେଇଛନ୍ତି। ଗତକାଲି ଜିଗ୍ନେଶଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଏହାକୁ କାଏମ ରଖିଥିଲେ।

ଗତ ଗୁରୁବାର ଦିନ ଆସାମ ପୁଲିସ୍‌ ଗୁଜରାଟରେ ପହଞ୍ଚି ପାଲାନପୁରରୁ ବିଧାୟକ ଜିଗ୍ନେଶଙ୍କୁ ଗିରଫ କରିଥିଲା। ଜିଗ୍ନେଶଙ୍କ ନାଁରେ ଆସାମର ଜଣେ ବିଜେପି ନେତା ମାମଲା କରିଥିବାରୁ ପୁଲିସ୍ ଏପରି ଗିରଫଦାରୀ କରିଥିଲା। ପ୍ରଧାନମନ୍ତ୍ରୀ ଓ ବିଜେପିକୁ ସବୁବେଳେ ସମାଲୋଚନା କରୁଥିବା ଜିଗ୍ନେଶ ଗିରଫଦାରୀକୁ ରାଜନୀତିକ ଆକ୍ରୋଶ ବୋଲି କହିଛନ୍ତି।

ସେ ଆଜି କହିଛନ୍ତି, “ଏହା ବିଜେପି ଓ ଆରଏସଏର ଗୋଟିଏ ଗଭୀର ଷଡ଼ଯନ୍ତ୍ର। ସେମାନେ ମୋ ଛବିକୁ ମଳିନ କରିବାକୁ ଏପରି କରିଛନ୍ତି। ସେମାନେ ଏହାକୁ ବେଶ ସୁବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରୁଛନ୍ତି। ସେମାନେ ରୋହିତ ବେମୁଲା ଓ ଚନ୍ଦ୍ରଶେଖର ଆଜାଦଙ୍କ ସହ ଏପରି କରିଥିଲେ। ବର୍ତ୍ତମାନେ ସେମାନେ ମୋତେ ଟାର୍ଗେଟ କରିଛନ୍ତି। ”

୪୧ ବର୍ଷୀୟ ମେୱାନୀ ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ଟ୍ୱିଟ କରିଥିବାରୁ ତାଙ୍କ ନାଁରେ ଅପରାଧିକ ଷଡ଼ଯନ୍ତ୍ର, ଧର୍ମପୀଠ ଗୁଡ଼ିକ ସମ୍ପର୍କରେ ବିଭିନ୍ନ ଆପତ୍ତି ଜନକ ଶବ୍ଦ, ଧାର୍ମିକ ଭାବନାକୁ ଆଘାତ ଦେବା ଓ ଶାନ୍ତି ଭଙ୍ଗ ପାଇଁ ଉସକାଇବା ଭଳି ଦଫା ଲାଗାଯାଇଥିଲା। ବିଜେପି ନେତା ହିଁ ପୁଲିସ ନିକଟରେ ଏପରି ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟି ଏପରି ଗିରଫଦାରୀ କରାଯାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story