ବାଲିରେ ‘ବାଲି ଯାତ୍ରା’ କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାଲି: ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର ବାଲି ଯାତ୍ରାର ମହତ୍ତ୍ୱ ସମ୍ପର୍କରେ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯାଇଥିବା ମୋଦି ଆଜି ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କଟକରେ ଚାଲିଥିବା ଐତିହାସିକ ବାଲି ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ବୁଝାଇଛନ୍ତି। ସେ କହିଛନ୍ତି, “ଆଜି ମୁଁ ଆପଣମାନଙ୍କୁ ବାଲିରେ ସମ୍ବୋଧନ କରୁଛି। ବାଲିର ପରମ୍ପରା ଓ ପ୍ରଥା […]

modi

modi

Hemant Lenka
  • Published: Tuesday, 15 November 2022
  • Updated: 15 November 2022, 04:52 PM IST

Sports

Latest News

ବାଲି: ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର ବାଲି ଯାତ୍ରାର ମହତ୍ତ୍ୱ ସମ୍ପର୍କରେ ବୁଝାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ବାଲି ଯାଇଥିବା ମୋଦି ଆଜି ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କଟକରେ ଚାଲିଥିବା ଐତିହାସିକ ବାଲି ଯାତ୍ରା ସମ୍ପର୍କରେ ସମସ୍ତଙ୍କୁ ବୁଝାଇଛନ୍ତି।

ସେ କହିଛନ୍ତି, “ଆଜି ମୁଁ ଆପଣମାନଙ୍କୁ ବାଲିରେ ସମ୍ବୋଧନ କରୁଛି। ବାଲିର ପରମ୍ପରା ଓ ପ୍ରଥା ସମ୍ପର୍କରେ ଆମେ କଥା ହେଉଛେ। ଏହି ସମୟରେ ବାଲି ଠାରୁ ୧୫୦୦ କିମି ଦୂର ଭାରତର କଟକ ସହରରେ ମହାନଦୀ ଉପକୂଳରେ ବାଲି ଯାତ୍ରାର ମହୋତ୍ସବ ଚାଲିଛି। ଏହାକୁ ବାଲି ଯାତ୍ରା କୁହାଯାଏ। ତେବେ ବାଲି ଯାତ୍ରା କ’ଣ? ଏହି ବାଲି ଯାତ୍ରା ହେଉଛି ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ହଜାର ବର୍ଷର ପୁରୁଣା ବ୍ୟବସାୟିକ ସମ୍ପର୍କର ସ୍ମୃତି।

ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖି ଏଠିକା ଲୋକ ଗର୍ବିତ ଓ ଖୁସି ହେବେ। ଅନେକ ବର୍ଷ ପରେ ଓ କରୋନା କଟକଣା ହଟିବା ପରେ ଏଥର ଓଡ଼ିଶାରେ ବାଲିଯାତ୍ରା ବିରାଟ ଆକାରରେ ଆୟୋଜନ ହୋଇଛି।

ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ(ବାଲି) ରହିଛି ବୋଲି ମୋଦି କହିଛନ୍ତି।
https://youtu.be/pWh4l1taP7E

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story