୧୬ରେ ଓଡ଼ିଶାର କରୋନା ସ୍ଥିତି ସମୀକ୍ଷା କରିବେ ମୋଦି

ନୂଆଦିଲ୍ଲୀ: ନର୍ଥଇଷ୍ଟ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ପରେ ଏବେ ଆଉ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୬ ତାରିଖରେ ମୋଦି ଓଡ଼ିଶା ସମେତ ୬ଟି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ। ଏହି ୬ ରାଜ୍ୟ ହେଲେ ଓଡ଼ିଶା, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ। ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୋଦି ସ୍ଥିତକୁ ଯାଞ୍ଚ କରିବେ। ୧୬ […]

Modi

Modi

Hemant Lenka
  • Published: Tuesday, 13 July 2021
  • Updated: 13 July 2021, 03:36 PM IST

ନୂଆଦିଲ୍ଲୀ: ନର୍ଥଇଷ୍ଟ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବା ପରେ ଏବେ ଆଉ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୧୬ ତାରିଖରେ ମୋଦି ଓଡ଼ିଶା ସମେତ ୬ଟି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା କରିବେ।

ଏହି ୬ ରାଜ୍ୟ ହେଲେ ଓଡ଼ିଶା, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକା, ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁ। ଏହି ସବୁ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୋଦି ସ୍ଥିତକୁ ଯାଞ୍ଚ କରିବେ। ୧୬ ତାରିଖ ଦିନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ଦ୍ୱାରା ଏହି ସମୀକ୍ଷା ବୈଠକ ହେବ। ଉପରୋକ୍ତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦି ସମୀକ୍ଷା ବୈଠକ କରିବେ ବୋଲି ଜଣାପଡ଼ିଛି।

ସଂକ୍ରମଣ ରୋକିବାକୁ କ’ଣ ସବୁ ପଦକ୍ଷେପ ନିଆଯାଇଛି? ଟିକା କରଣ କାର୍ଯ୍ୟକ୍ରମ କେମିତି ଚାଲିଛି? ଆଗକୁ ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେମିତି ପ୍ରସ୍ତୁତ କରାଯାଇଛି, ସେ ସବୁ ବିଷୟରେ ମୋଦି ୬ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ। ଆଗାମୀ ରଣନୀତି ସମ୍ପର୍କରେ ମଧ୍ୟ ମୋଦି ମୁଖ୍ୟମନ୍ତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେବେ।

ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ନର୍ଥଇଷ୍ଟର ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାରନଙ୍କ ସହ କଥା ହୋଇଥିଲେ। ଭିସି ମାଧ୍ୟମରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୋଦି କରୋନାକୁ ନିୟନ୍ତ୍ରଣ କରିବାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ ଦେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ଭାଇରସ ଦ୍ରୁତଗତିରେ ରୂପ ବଦଳାଉ ଥିବାରୁ ଏହା ଉପରେ ସତର୍କ ଦୃଷ୍ଟି ରଖି ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ ସେ କହିଛନ୍ତି। ବିଶେଷଜ୍ଞମାନେ କରୋନାର ଭାରିଏଣ୍ଟର ପ୍ରଭାବ ଉପରେ ତର୍ଜମା କରୁଛନ୍ତି। ଏହି ସମୟରେ ପ୍ରିଭେନସନ ଓ ଟ୍ରିଟମେଣ୍ଟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିସହ ମୋଦି ସମସ୍ତ ମୁଖ୍ୟମନ୍ତ୍ରୀମାନଙ୍କୁ କରୋନା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story