ଉତ୍ତରାଖଣ୍ଡରେ ଶ୍ରମିକଙ୍କୁ ଭସାଇ ନେଲା ଭୟଙ୍କର ଜଳ ସ୍ରୋତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବନ୍ୟା ବିପର୍ଯ୍ୟୟର ଗୋଟିଏ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ହିମ ସ୍ଖଳନ ପରେ ସୃଷ୍ଟି ହୋଇଥିବା ବନ୍ୟାରେ ତପୋବନ ହାଇଡ୍ରୋ ବିଜୁଳି ପ୍ରକଳ୍ପ କେମିତି ବନ୍ୟା ପାଣିରେ ସଂପୂର୍ଣ୍ଣ ନିଚ୍ଛିନ୍ନ ହୋଇଯାଇଯାଇଛି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଗ୍ଲାସିୟର ଫାଟିବା ଯୋଗୁ ତପୋବନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛି। ପାହାଡ଼ ଉପରକୁ ପାଣି ଦ୍ରୁତଗତିରେ ତଳକୁ ଖସି ଡ୍ୟାମ୍‌କୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। ତେବେ ବନ୍ୟା ପାଣି ଦ୍ରୁତ ଗତିରେ ଡ୍ୟାମ୍‌ ଆଡ଼କୁ […]

uk

uk

Hemant Lenka
  • Published: Wednesday, 10 February 2021
  • Updated: 10 February 2021, 05:01 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବନ୍ୟା ବିପର୍ଯ୍ୟୟର ଗୋଟିଏ ଲୋମଟାଙ୍କୁରା ଭିଡିଓ ସାମ୍ନାକୁ ଆସିଛି। ହିମ ସ୍ଖଳନ ପରେ ସୃଷ୍ଟି ହୋଇଥିବା ବନ୍ୟାରେ ତପୋବନ ହାଇଡ୍ରୋ ବିଜୁଳି ପ୍ରକଳ୍ପ କେମିତି ବନ୍ୟା ପାଣିରେ ସଂପୂର୍ଣ୍ଣ ନିଚ୍ଛିନ୍ନ ହୋଇଯାଇଯାଇଛି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ଗ୍ଲାସିୟର ଫାଟିବା ଯୋଗୁ ତପୋବନ ଭୟଙ୍କର ବନ୍ୟାର ସମ୍ମୁଖୀନ ହୋଇଛି। ପାହାଡ଼ ଉପରକୁ ପାଣି ଦ୍ରୁତଗତିରେ ତଳକୁ ଖସି ଡ୍ୟାମ୍‌କୁ ସଂପୂର୍ଣ୍ଣ ନଷ୍ଟ କରିଦେଇଛି। ତେବେ ବନ୍ୟା ପାଣି ଦ୍ରୁତ ଗତିରେ ଡ୍ୟାମ୍‌ ଆଡ଼କୁ ମାଡ଼ି ଆସିବା ସମୟରେ, ତା’ ଉପରେ କିଛି ଶ୍ରମିକ ରହିଥିଲେ। ମୃତ୍ୟୁକୁ ଅତ୍ୟନ୍ତ ପାଖରୁ ଦେଖି ସେମାନେ ଚିତ୍କାର ମଧ୍ୟ କରିଥିଲେ। କିନ୍ତୁ କିଛି କ୍ଷଣ ମଧ୍ୟରେ ଭୟଙ୍କର ଜଳ ସ୍ରୋତ ଶ୍ରମିକଙ୍କ ସହ ସଂପୂର୍ଣ୍ଣ ଡ୍ୟାମକୁ ନିଚ୍ଛିନ୍ନ କରିଦେଇଥିଲା।

ପାଣି ମାଡ଼ରେ ଡ୍ୟାମ୍ ତଳକୁ ଶ୍ରମିକମାନେ ଖସିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ୫୨୦ ମେଗାୱାଟର ତପୋବନ ହାଇଡ୍ରୋ ପାୱାର ଡ୍ୟାମର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ରହିଥିଲା। କିନ୍ତୁ ବନ୍ୟା ସବୁ କିଛି ଛାରକାର କରିଦେଇଛି। ଏହି ସମୟରେ ଏଠାରେ କାମ କରୁଥିବା ଶ୍ରମିକମାନେ ମଧ୍ୟ ନିଖୋଜ ହୋଇଯାଇଛନ୍ତି।

ସେହିପରି ସ୍ଥାନୀୟ ଅଞ୍ଚଳର ରହୁଥିବା ଲୋକମାନେ ବନ୍ୟା ଜଳରେ ଭାସି ଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୦ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୭୦ ଜଣ ନିଖୋଜ ରହିଛନ୍ତି। ଏଠାରେ ଥିବା ୨.୫ କିମି ସୁଡ଼ଙ୍ଗ ମଧ୍ୟରେ କିଛି ଲୋକ ଫସି ରହିଥିବାରୁ ସେମାନଙ୍କ ସନ୍ଧାନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story