୧୮ରୁ ସଂସଦର ମୌସୁମୀ ଅଧିବେଶ

ନୂଆଦସିଲ୍ଲୀ: ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ଯାଏ ଚାଲିବ। ସାଧାରଣତଃ ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହୋଇଥାଏ ଓ ଏହା ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଗତ ମୌସୁମୀ […]

Parliament

Parliament

Hemant Lenka
  • Published: Thursday, 30 June 2022
  • Updated: 30 June 2022, 09:24 PM IST

ନୂଆଦସିଲ୍ଲୀ: ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ଯାଏ ଚାଲିବ। ସାଧାରଣତଃ ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହୋଇଥାଏ ଓ ଏହା ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ଗତ ମୌସୁମୀ ଅଧିବେଶନ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଅଧାରୁ ବନ୍ଦ ହୋଇଯାଇଥିଲା। ବିରୋଧୀ ଦଳ ଗୁଡ଼ିକ ପେଗାସସ୍‌ ସ୍ପାଇୱେୟାର ଉପରେ ବିତର୍କ କରିବାକୁ ଦାବି କରିବାରୁ ସରକାର ଏଥିରେ ରାଜି ହୋଇ ନଥିଲେ। ଏହାକୁ ନେଇ ବେଶ କିଛି ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

ଏଥର ମଧ୍ୟ ମୌସୁମୀ ଅଧିବେଶନ ବେଶ ସରଗରମ ହେବ। କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧୀ ପୁଞ୍ଜି କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ। ମୌମୁସୀ ଅଧିବେଶର ପ୍ରଥମ ଦିନରେ ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ। ସେହିପରି ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିଛି। ପ୍ରତିଦିନ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଜୁଲାଇ ୧୮, ୧୯, ୨୦, ୨୧, ୨୨, ୨୫, ୨୬, ୨୭, ୨୮, ୨୯, ଅଗଷ୍ଟ ୧,୨,୩,୪, ୫, ୮, ୧୦, ୧୦ ଓ ୧୨ ତାରିଖରେ ଗୃହ କାର୍ଯ୍ୟ ଜାରି ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story