କରୋନାର ଦ୍ୱିତୀୟ ଲହର ବେଳେ ବଢ଼ୁଛି ମହିଳା ସଂକ୍ରମିତଙ୍କ ସଂଖ୍ୟା

ହାଇଦ୍ରାବାଦ: କରୋନାର ଦ୍ୱିତୀୟ ଲହର ମହିଳାଙ୍କୁ ପୂର୍ବାପେକ୍ଷା ଏଥର ଅଧିକ ସଂକ୍ରମିତ କରୁଛି। ବିଶେଷ କରି ତେଲେଙ୍ଗାନାରେ ଗତବର୍ଷ କରୋନାର ପ୍ରଥମ ଲହର ତୁଳନାରେ ଚଳିତ ବର୍ଷ ଦ୍ୱିତୀୟ ଲହରରେ ଅଧିକ ମହିଳା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୩୮.୫% ରହିଛି। ଗତବର୍ଷ ଜୁଲାଇରେ ଏହା ୩୪% ଥିଲା। ଜାତୀୟ ସ୍ତରରେ କରୋନାର ଦ୍ୱିତୀୟ ୱେଭରେ ୩୬% ମହିଳା ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ଜାତୀୟ ତୁଳନାରେ ତେଲେଙ୍ଗାନାରେ ଏହାର […]

Corona1

Corona1

Hemant Lenka
  • Published: Monday, 10 May 2021
  • Updated: 10 May 2021, 04:03 PM IST

Sports

Latest News

ହାଇଦ୍ରାବାଦ: କରୋନାର ଦ୍ୱିତୀୟ ଲହର ମହିଳାଙ୍କୁ ପୂର୍ବାପେକ୍ଷା ଏଥର ଅଧିକ ସଂକ୍ରମିତ କରୁଛି। ବିଶେଷ କରି ତେଲେଙ୍ଗାନାରେ ଗତବର୍ଷ କରୋନାର ପ୍ରଥମ ଲହର ତୁଳନାରେ ଚଳିତ ବର୍ଷ ଦ୍ୱିତୀୟ ଲହରରେ ଅଧିକ ମହିଳା ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ୩୮.୫% ରହିଛି। ଗତବର୍ଷ ଜୁଲାଇରେ ଏହା ୩୪% ଥିଲା। ଜାତୀୟ ସ୍ତରରେ କରୋନାର ଦ୍ୱିତୀୟ ୱେଭରେ ୩୬% ମହିଳା ସଂକ୍ରମିତ ହୋଇଛନ୍ତି। ଏହାର ଅର୍ଥ ଜାତୀୟ ତୁଳନାରେ ତେଲେଙ୍ଗାନାରେ ଏହାର ସଂଖ୍ୟା ଅଧିକ ରହିଛି।

ନିଜାମବାଦ ସରକାରୀ ଜେନେରାଲ ହସ୍ପିଟାଲର ଆସୋସିଏଟ ପ୍ରଫେସର ଡା କିରଣ ମାଦାଲା କହିଛନ୍ତି, “ଆମେ ବେଶ ଗୁରୁତ୍ୱର ସହ ଆଇସିୟୁ ଆଡମିଶନ ଉପରେ ନଜର ରଖିଛୁ। ହଠାତ୍‌ ମହିଳା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କିନ୍ତୁ ମୃତ୍ୟୁହାର ଉଭୟ ପୁରୁଷ ଓ ମହିଳାଙ୍କର ୫୦% ରହିଛି।”

ରାଜ୍ୟରେ ୬୧.୫% ପୁରୁଷ ସଂକ୍ରମିତ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ୩୮.୫% ରହିଛି। ୨୧ରୁ ୪୦ ବର୍ଷ ମଧ୍ୟରେ ଥିବା ଅଧିକାଂଶ ମହିଳା କରୋନାର ଦ୍ୱିତୀୟ ଲହର୍‌ରେ ସଂକ୍ରମିତ ହେଉଛନ୍ତି। ଡା. କିରଣ କହିଛନ୍ତି, “ପୂର୍ବରୁ ଆଇସିୟୁରେ ମହିଳା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୩୩% ରହିଥିଲା। ଏବେ ଏହା ୩୯%କୁ ବୃଦ୍ଧି ପାଇଛି।

ମୃତ୍ୟୁସଂଖ୍ୟା ମଧ୍ୟ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଇବା ଚିନ୍ତାର ବିଷୟ। ତେବେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର କାରଣ ହେଉଛି ବିଳମ୍ବରେ କରୋନା ଚିହ୍ନଟ ହେବା। ଗ୍ରାମାଞ୍ଚଳରେ ଘରେ ଥିବା ପୁରୁଷ ଲୋକଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହି କାରଣରୁ ମହିଳାଙ୍କ ଚିକିତ୍ସା ଠିକ୍‌ ଭାବେ ହୋଇପାରୁନି।”

ବିଶେଷଜ୍ଞମାନେ କହିଛନ୍ତି, ମହିଳାମାନେ ସାଧାରଣତଃ କୋଭିଡ୍ ଗାଇଡଲାଇନ ମାନନ୍ତି। ସେମାନେ ପୁରୁଷଙ୍କ ଭଳି ଅଧିକାଂଶ ସମୟ ବାହାରକୁ ବାହାରନ୍ତି ନାହିଁ। ତେବେ ଯୁବ ବୟସର ଝିଅ ଓ ମହିଳାମାନେ ବାହାରକୁ ଆସନ୍ତି। ତେଣୁ ସେମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହୁଛି।

ପରିବାର ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବାରୁ ମହିଳା ମଧ୍ୟ ସଂକ୍ରମିତ ହେଉଛନ୍ତି। ଏମାନଙ୍କ ସଂଖ୍ୟା ତଥାପି କମ ରହିଛି। କିନ୍ତୁ ମହିଳାମାନେ ଆଦୌ ସତର୍କ ରହିବାରେ ଅବହେଳା କରନ୍ତୁ ନାହିଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story