ଟିଏମସିରେ ବଡ଼ଧରଣର ଅଦଳବଦଳ, ମମତାଙ୍କ ପୁତୁରା ପାଇଲେ ଗୁରୁତ୍ୱପୂର୍ଣ୍ଣ ପଦ

କୋଲାକତା: ପଶ୍ଚିମବଙ୍ଗ ବିଧାନସଭାରେ ଏକତରଫା ବିଜୟ ହାସଲ କରିଥିବା ମମତା ବାନାର୍ଜୀଙ୍କ ଟିଏମସିରେ ବଡ଼ଧରଣର ସାଂଗଠନିକ ଅଦଳବଦଳ ହୋଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି। ଅଭିଷେକ ହେଉଛନ୍ତି ଡାଇମଣ୍ଡ ହାରବରର ସାଂସଦ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା। ନିର୍ବାଚନ ପରେ ପ୍ରଥମଥର ପାଇଁ ଟିଏମସିର କାର୍ଯ୍ୟକାରୀ କମିଟିର ବୈଠକ ଆଜି ବସିଥିଲା। ବୈଠକରେ ସାଂଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଏଣିକି ପଶ୍ଚିମବଙ୍ଗ […]

abhishek-banerjee

abhishek-banerjee

Hemant Lenka
  • Published: Saturday, 05 June 2021
  • Updated: 05 June 2021, 05:30 PM IST

Sports

Latest News

କୋଲାକତା: ପଶ୍ଚିମବଙ୍ଗ ବିଧାନସଭାରେ ଏକତରଫା ବିଜୟ ହାସଲ କରିଥିବା ମମତା ବାନାର୍ଜୀଙ୍କ ଟିଏମସିରେ ବଡ଼ଧରଣର ସାଂଗଠନିକ ଅଦଳବଦଳ ହୋଇଛି। ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି। ଅଭିଷେକ ହେଉଛନ୍ତି ଡାଇମଣ୍ଡ ହାରବରର ସାଂସଦ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା।

ନିର୍ବାଚନ ପରେ ପ୍ରଥମଥର ପାଇଁ ଟିଏମସିର କାର୍ଯ୍ୟକାରୀ କମିଟିର ବୈଠକ ଆଜି ବସିଥିଲା। ବୈଠକରେ ସାଂଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ଏଣିକି ପଶ୍ଚିମବଙ୍ଗ ବ୍ୟବତୀତ ଦେଶର ବିଭିନ୍ନ ରାଜ୍ୟରେ ଟିଏମସି ତା’ର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି କମିଟି ନିଷ୍ପତ୍ତି ନେଇଛି। ଏଥିପାଇଁ ଆଗାମୀ ଦିନ ପାଖରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, “ଆଜି ପାର୍ଟି ନିଷ୍ପତ୍ତି ନେଇଛି ଯେ ଗୋଟିଏ ପଦରେ ଜଣେ ବ୍ୟକ୍ତି ହିଁ ରହିବେ। ତଦ୍‌ନୁସାରେ ବିଭିନ୍ନ ପଦବୀ ଦଳୀୟ ନେତାଙ୍କୁ ଦିଆଯାଇଛି।” ଅଭିଷେକ ବାନାର୍ଜୀ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମସି ୟୁଥ ୱିଙ୍ଗର ଇନ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡ଼ିଛି।

ୟୁଥ ୱିଙ୍ଗର ନେତୃତ୍ୱ ଅଭିନେତାରୁ ରାଜନେତା ବନିଥିବା ସାୟୋନି ଘୋଷ ନେବେ। ସେହିପରି ଟିଏମସି ସାଂସଦ କାକୋଲି ଘୋଷ ଦସ୍ତିଦର ଟିଏମସିର ମହିଳା ମୋର୍ଚ୍ଚା ସଭାପତି ହୋଇଛନ୍ତି। ଇଣ୍ଡିଆନ ନ୍ୟାଶନାଲ ତୃଣମୂଳ ଟ୍ରେଡ ୟୁନିୟନର ଜାତୀୟ ସଭାପତି ପଦ ସାଂସଦ ଦୋଳା ସେନଙ୍କୁ ମିଳିଛି।

ଅନ୍ୟପକ୍ଷରେ ଦଳର ବରିଷ୍ଠ ନେତା ପୂର୍ଣ୍ଣେନ୍ଦୁ ବୋଷଙ୍କୁ ଟିଏମସି ଚାଷୀ ସଂଗଠନର ସଭାପତି କରାଯାଇଛି। ଟିଏମସି ସାଂସ୍କୃତି ସେଲର ଇନ ଚାର୍ଜ ପଦ ପ୍ରଥମଥର ବିଧାୟକ ହୋଇଥିବା ପୂର୍ବତନ ଫିଲ୍ମ ନିର୍ମାତା ରାଜ ଚକ୍ରବର୍ତ୍ତୀଙ୍କୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story