ପୀଡ଼ିତା ଜୀବନ ହାରିବା ପରେ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ ହେଲେ ସାଂସଦ

ଲକ୍ଷ୍ନୌ: ଦୁଷ୍କର୍ମ ମାମଲାରେ ୨୦୧୯ରୁ ଜେଲରେ ଥିବା ଉତ୍ତର ପ୍ରଦେଶର ସାଂସଦ ଅତୁଲ ରୟ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବାରାଣସୀର ଗୋଟିଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ ମଧ୍ୟ ସେ ପୂର୍ବଭଳି ଜେଲରେ ରହିବେ। କାରଣ ତାଙ୍କରେ ଆଉ କିଛି ମାମଲା ବିଚାରାଧୀନ ରହିଛି। ଅତୁଲ ରୟ ରାଜ୍ୟର ଘୋଷି ଆସନରୁ ବିଏପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ନାଁରେ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ ରହିଥିଲେ ମଧ୍ୟ ସେ ନିର୍ବାଚନ ଜିତିଥିଲେ। ନିର୍ବାଚନ […]

atul-ray

atul-ray

Hemant Lenka
  • Published: Saturday, 06 August 2022
  • Updated: 09 August 2022, 06:11 PM IST

ଲକ୍ଷ୍ନୌ: ଦୁଷ୍କର୍ମ ମାମଲାରେ ୨୦୧୯ରୁ ଜେଲରେ ଥିବା ଉତ୍ତର ପ୍ରଦେଶର ସାଂସଦ ଅତୁଲ ରୟ ଏବେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବାରାଣସୀର ଗୋଟିଏ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ ମଧ୍ୟ ସେ ପୂର୍ବଭଳି ଜେଲରେ ରହିବେ। କାରଣ ତାଙ୍କରେ ଆଉ କିଛି ମାମଲା ବିଚାରାଧୀନ ରହିଛି।

ଅତୁଲ ରୟ ରାଜ୍ୟର ଘୋଷି ଆସନରୁ ବିଏପି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ତାଙ୍କ ନାଁରେ ଦୁଷ୍କର୍ମ ଭଳି ସଂଗୀନ ଅଭିଯୋଗ ରହିଥିଲେ ମଧ୍ୟ ସେ ନିର୍ବାଚନ ଜିତିଥିଲେ। ନିର୍ବାଚନ ଜିତିବା ପରେ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେବେଠାରୁ ତାଙ୍କୁ ଜେଲରେ ରଖାଯାଇଛି।

୨୦୧୯ରେ ଜଣେ ୨୪ ମହିଳା ଅତୁଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ୨୦୧୮ରେ ମହିଳାଙ୍କୁ ଅତୁଲ ବାରାଣସୀ ସ୍ଥିତ ଘରେ ଦୁଷ୍କର୍ମ କରିଥିବା ସେ ଅଭିଯୋଗ ହୋଇଥିଲା। ନ୍ୟାୟ ଦାବିରେ ମହିଳା ଜଣଙ୍କ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରଥମେ ଗୋଟିଏ ଭିଡିଓ ଶୁଟ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ବାହାରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ଚାଲିଥିବା ବେଳେ ଉଭୟଙ୍କ ମୃତ୍ୟୁ ଘଟିଥିଲା।

ଅତୁଲ ରାୟଙ୍କ ନାଁରେ ପୂର୍ବରୁ ଦୁଷ୍କର୍ମ ମାମଲାରେ ରହିଥିବା ବେଳେ ପରେ ଆତ୍ମହତ୍ୟା ପାଇଁ ଉସକାଇବା ଭଳି ଦଫା ଲାଗିଥିଲା। ସେ ବାରମ୍ବାର ଜାମିନ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଏବେ ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story