ଗୃହବନ୍ଦୀ ହୋଇ ରହିଥିବା ଦାବି କଲେ ମେହବୁବା ମୁଫତି

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ନିଜେ ମେହବୁବା ଟ୍ୱିଟ କରି ଏପରି ଦାବି କରିଛନ୍ତି। ଏଥିସହ କଶ୍ମୀର ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ଥିବା ନେଇ ସରକାର ଯେଉଁ ଦାବି କରୁଛନ୍ତି, ତାହା ବାସ୍ତବ ସ୍ଥିତି ଠାରୁ ଭିନ୍ନ ବୋଲି ସେ କହିଛନ୍ତି। ସେ ଆଜି ଟ୍ୱଟ କରି କହିଛନ୍ତି, “ଭାରତ ସରକାର ଆଫଗାନିସ୍ତାନର ଲୋକଙ୍କ ଅଧିକାର ବିଷୟରେ କହୁଛନ୍ତି। କିନ୍ତୁ ସମାନ […]

Mufti

Mufti

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 03:17 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପ୍ରଶାସନ ଗୃହବନ୍ଦୀ କରି ରଖିଥିବା ଅଭିଯୋଗ ହୋଇଛି। ନିଜେ ମେହବୁବା ଟ୍ୱିଟ କରି ଏପରି ଦାବି କରିଛନ୍ତି। ଏଥିସହ କଶ୍ମୀର ସ୍ଥିତି ବର୍ତ୍ତମାନ ସ୍ୱାଭାବିକ ଥିବା ନେଇ ସରକାର ଯେଉଁ ଦାବି କରୁଛନ୍ତି, ତାହା ବାସ୍ତବ ସ୍ଥିତି ଠାରୁ ଭିନ୍ନ ବୋଲି ସେ କହିଛନ୍ତି।

ସେ ଆଜି ଟ୍ୱଟ କରି କହିଛନ୍ତି, “ଭାରତ ସରକାର ଆଫଗାନିସ୍ତାନର ଲୋକଙ୍କ ଅଧିକାର ବିଷୟରେ କହୁଛନ୍ତି। କିନ୍ତୁ ସମାନ କଥା କଶ୍ମୀରବାସୀଙ୍କ ପାଇଁ ମନା କରୁଛନ୍ତି। ଆଜି ମୋତେ ଗୃହବନ୍ଦୀ କରାଯାଇଛି। କାରଣ ପ୍ରଶାସନ କହିଛି ଯେ କଶ୍ମୀର ସ୍ଥିତି ସ୍ୱାଭାବିକ ଠାରୁ ବହୁତ ଦୂରରେ ରହିଛି। ପ୍ରଶାସନର ଏପରି ବୟାନ ସରକାରଙ୍କ ମିଛ ଦାବିକୁ ପର୍ଦ୍ଦାଫାସ କରିଛି।”

ଏହାପୂର୍ବରୁ ମେହବୁବା କଶ୍ମୀର ଗୋଟିଏ ମୁକ୍ତ ଜେଲ ବୋଲି କହିଥିଲେ। ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କ ମୃତ୍ୟୁପରେ ତାଙ୍କ ମରଶରୀର ଉପରେ ପାକିସ୍ତାନ ପତାକା ଢଙ୍କା ଯାଇଥିବା ଅଭିଯୋଗ ପରେ ପୁଲିସ୍‌ ଏଫଆଇଆର କରିଥିଲା। ଏହାକୁ ନେଇ ମେହବୁବା କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ।

ସେ କହିଥିଲେ, “କଶ୍ମୀରକୁ ଗୋଟିଏ ମୁକ୍ତାକାଶ ଜେଲ୍‌ରେ ପରିଣତ କରିଥିବା ସରକାର ଏବେ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି। ଗୋଟିଏ ପରିବାରକୁ ସେମାନଙ୍କ ପ୍ରିୟଜନଙ୍କୁ ଶେଷ ବିଦାୟ ଜଣାଇବାକୁ ଅନୁମତି ମିଳୁନି। ଗିଲାନୀ ସାହେବଙ୍କ ପରିବାର ବିରୋଧରେ ୟୁଏପିଏ ଲଗାଇ ଭାରତ ସରକାର ଅସହିଷ୍ଣୁତାର ପରିଚୟ ଦେଇଛନ୍ତି। ଏହା ନୂଆ ଭାରତର ନୂଆ କଶ୍ମୀର।“

ଗିଲାନୀଙ୍କ ମୃତ୍ୟୁ ପରେ ବୁଧବାର ରାତିରୁ ପ୍ରଶାସନ ପକ୍ଷରୁ ଉପତ୍ୟକାରେ ଇଣ୍ଟରନେଟ ଓ ମୋବାଇଲ ସେବାକୁ ବନ୍ଦ କରି ଦିଆଯାଇଥିଲା। ଏହାକୁ ନେଇ ମେହବୁବା ଭାରତ ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ଏବେ ପ୍ରଶାସନ ତାଙ୍କୁ ଗୃହବନ୍ଦୀ କରି ରଖିଥିବା ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story