ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ଭାଇ ସପାରେ ମିଶିଲେ

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି। ଆଜି ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତରେ ସିଗବାତୁଲ୍ଲା ଅନସାରୀ ଦଳରେ ମିଶିଛନ୍ତି। ସିଗବାତୁଲ୍ଲା ହେଉଛନ୍ତି ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ଭାଇ। ମୁକ୍ତାର ଏବେ ବି ଏକାଧିକ ମାମଲା ଯୋଗୁ ଜେଲ୍‌ରେ ରହିଛନ୍ତି। କେବଳ ସିଗବାତୁଲ୍ଲା ନୁହନ୍ତି, ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ପୂର୍ବତନ ନେତା ଅମ୍ବିକା ଚୌଧୁରୀ ମଧ୍ୟ ଆଜି ଅଖିଲେଶଙ୍କ ସପାରେ […]

SP

SP

Hemant Lenka
  • Published: Saturday, 28 August 2021
  • Updated: 28 August 2021, 01:15 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି। ଆଜି ସମାଜବାଦୀ ପାର୍ଟି(ସପା)ର ମୁଖ୍ୟ ଅଖିଲେଶ ଯାଦବଙ୍କ ଉପସ୍ଥିତରେ ସିଗବାତୁଲ୍ଲା ଅନସାରୀ ଦଳରେ ମିଶିଛନ୍ତି। ସିଗବାତୁଲ୍ଲା ହେଉଛନ୍ତି ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁକ୍ତାର ଅନସାରୀଙ୍କ ଭାଇ। ମୁକ୍ତାର ଏବେ ବି ଏକାଧିକ ମାମଲା ଯୋଗୁ ଜେଲ୍‌ରେ ରହିଛନ୍ତି।

କେବଳ ସିଗବାତୁଲ୍ଲା ନୁହନ୍ତି, ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ପୂର୍ବତନ ନେତା ଅମ୍ବିକା ଚୌଧୁରୀ ମଧ୍ୟ ଆଜି ଅଖିଲେଶଙ୍କ ସପାରେ ସାମିଲ ହୋଇଛନ୍ତି। ଅମ୍ବିକା ପ୍ରଥମେ ସପାରେ ଥିଲେ। କିନ୍ତୁ ସେ ଦଳ ଛାଡ଼ି ମାୟାବତୀଙ୍କ ବିଏସ୍‌ପିରେ ଯୋଗଦେଇଥିଲେ। ଚଳିତ ବର୍ଷ ଜୁନ୍‌ ମାସରେ ସେ ବିଏସ୍‌ପିକୁ ବାଏବାଏ କହିଥିଲେ। ଆଜି ସେ ବିଧିବଦ୍ଧ ଭାବେ ସପାରେ ମିଶିଛନ୍ତି। ସେ ସପା ଛାଡ଼ିବା ପୂର୍ବରୁ ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସହଯୋଗୀ ଥିଲେ।

ଆଜି ଲକ୍ଷ୍ନୌର ଆୟୋଜିତ ମିଶ୍ରଣ ପର୍ବରେ ଅଖିଲେଶ କହିଛନ୍ତି, “ଆସନ୍ତା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ବାପା (ମୁଲାୟମ)ଙ୍କ ସମସ୍ତ ଘନିଷ୍ଠ ସହଯୋଗୀଙ୍କୁ ଫେରାଇ ଅଣାଯିବ। ଆଜି ଅମ୍ବିକାଜୀ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ତେଣୁ ସେ ଯାହା କହିବାକୁ ଭାବିଥିଲେ ସେକଥା କହିପାରୁ ନାହାନ୍ତି। ସପା ଛାଡ଼ି ଅନ୍ୟ ଦଳକୁ ଯାଇଥିବା ଲୋକମାନେ କେମିତି ସମସ୍ୟା ଓ କଷ୍ଟ ଅନୁଭବ କରୁଛନ୍ତି, ସେକଥା ମୁଁ ଏହି ଘଟଣାକୁ ଭଲ ଭାବେ ଜାଣିପାରୁଛି।”

ଅନ୍ୟପକ୍ଷରେ ଉତ୍ତର ପ୍ରଦେଶର ମାଉ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ହୋଇଥିବା ମୁକ୍ତାର ଅନସାରୀ ହେଉଛନ୍ତି ଜଣେ ଗ୍ୟାଙ୍ଗଷ୍ଟର। ତାଙ୍କ ନାଁରେ ବିଭିନ୍ନ ଥାନାରେ ୫୨ଟି କେସ୍‌ ରହିଛି। ତାଙ୍କ ଭାଇ ଅଫଜଲ ଅନସାରୀ ଗାଜିପୁରରୁ ବିଧାୟକ। ସେହିପରି ସିଗବାତୁଲ୍ଲା ମଧ୍ୟ ମହମଦାବାଦ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story