ମୁକୁଲଙ୍କୁ ଛାଡ଼ି ଚାଲିଗଲେ ପତ୍ନୀ କ୍ରିଷ୍ଣା

କୋଲକାତା: ଟିଏମସିର ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀ କ୍ରିଷ୍ଣାଙ୍କ ଆଜି ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ଆଜି ହୃଦଘାତରେ ତାଙ୍କର ପରଲୋକ ଘଟିଛି। ସେ କରୋନା ଜନିତ ଜଟିଳତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ୪.୩୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ତାଙ୍କ […]

Mukul-ray

Mukul-ray

Hemant Lenka
  • Published: Tuesday, 06 July 2021
  • Updated: 06 July 2021, 01:40 PM IST

Sports

Latest News

କୋଲକାତା: ଟିଏମସିର ବରିଷ୍ଠ ନେତା ବିଧାୟକ ମୁକୁଲ ରୟଙ୍କ ପତ୍ନୀ କ୍ରିଷ୍ଣାଙ୍କ ଆଜି ଦେହାନ୍ତ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୋଟିଏ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ କରୋନାରୁ ସୁସ୍ଥ ହୋଇଥିଲେ ହେଁ ଆଜି ହୃଦଘାତରେ ତାଙ୍କର ପରଲୋକ ଘଟିଛି।

ସେ କରୋନା ଜନିତ ଜଟିଳତା କାରଣରୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଭୋର ୪.୩୫ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ତାଙ୍କ ମୃତଦେହକୁ କୋଲକାତା ଅଣାଯିବ। ଏହି ଠାରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ।

ସୂଚନାଯୋଗ୍ୟ, ୪ ବର୍ଷ ତଳେ ମୁକୁଲ ରୟ ଟିଏମସି ଛାଡ଼ି ବିଜେପିରେ ମିଶିଥିଲେ। ୨୦୨୧ ବିଧାନସଭା ନିର୍ବାଚନରେ ମଧ୍ୟ ସେ ବିଜେପି ଟିକେଟରେ ଲଢ଼ିଥିଲେ। କିନ୍ତୁ ନିର୍ବାଚନରେ ଜିତିବା ପରେ ସେ ପୁଣି ଟିଏମସକୁ ଫେରିଛନ୍ତି। ତାଙ୍କ ପୁଅ ଶୁଭ୍ରାଂଶୁ ମଧ୍ୟ ବିଜେପି ଛାଡ଼ି ଟିଏମସିରେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story