କରୋନାର ତୃତୀୟ ଲହର ଭିତରେ ମୁମ୍ବାଇରୁ ଆସିଲା ଭଲ ଖବର

ମୁମ୍ବାଇ: ମହାମାରୀ କରୋନାର ତୃତୀୟ ଲହର ସାରା ଦେଶରେ ସଂକ୍ରମଣ ବୃଦ୍ଧି କରୁଛି। ମହାରାଷ୍ଟ୍ର ମଧ୍ୟ ସଂକ୍ରମଣ ଗ୍ରାଫ ଉପର ମୁହାଁ। ହେଲେ ଏସବୁ ଭିତରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଛି ଭଲ ଖବର। କ୍ରମାଗତ ୪ର୍ଥ ଦିନ ପାଇଁ ମୁମ୍ବାଇରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୪୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। […]

Mumbai

Mumbai

Hemant Lenka
  • Published: Tuesday, 11 January 2022
  • Updated: 11 January 2022, 09:39 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନାର ତୃତୀୟ ଲହର ସାରା ଦେଶରେ ସଂକ୍ରମଣ ବୃଦ୍ଧି କରୁଛି। ମହାରାଷ୍ଟ୍ର ମଧ୍ୟ ସଂକ୍ରମଣ ଗ୍ରାଫ ଉପର ମୁହାଁ। ହେଲେ ଏସବୁ ଭିତରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଛି ଭଲ ଖବର। କ୍ରମାଗତ ୪ର୍ଥ ଦିନ ପାଇଁ ମୁମ୍ବାଇରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୬୪୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଟେଷ୍ଟ ପଜିଟିଭିଟି ରେଟ୍ ମଧ୍ୟ ୧୮.୭୫%କୁ ହ୍ରାସ ପାଇଛି। ପୂର୍ବରୁ ଏହା ୨୩% ରହିଥିଲା।

ବ୍ରିହାନମୁମ୍ବାଇ ମ୍ୟୁନସିପାଲ କର୍ପୋରେସନ(ବିଏମସି)ର ସୂଚନା ଅନୁଯାୟୀ, କ୍ରମାଗତ ୪ର୍ଥ ଦିନ ପାଇଁ ସହରରେ ସଂକ୍ରମଣ ଗ୍ରାଫ ତଳକୁ ଖସିଛି। ନୂଆ ସଂକ୍ରମିତଙ୍କୁ ମିଶାଇ ମୁମ୍ବାଇରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୯,୮୬୭ ଓ ମୃତ୍ୟୁସଂଖ୍ୟା ୧୬,୪୧୩କୁ ବୃଦ୍ଧି ପାଇଛି।

ସୋମବାର ତୁଳନାରେ ମଙ୍ଗଳବାର ୨୦୦୧ କମ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୨୪ ଘଣ୍ଟା ମଧ୍ୟରେ ପୂର୍ବଦିନ ଅପେକ୍ଷା ଅଧିକ ୨୮୫୫ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ମୁମ୍ବାଇରେ ୫୯,୩୪୨ଟି ନମୁନା ପରୀକ୍ଷା କରାଯାଇଥିଲା ଓ ୧୩,୬୪୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ସେହିପରି ୫ ଜଣଙ୍କ ଜୀବନ ମଧ୍ୟ ଭାଇରସ ନେଇଥିଲା।

ରବିବାର ୧୯,୪୭୪ ଜଣ ଓ ଶନିବାର ୨୦,୩୧୮ ଜଣଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଶୁକ୍ରବାର ସର୍ବାଧିକ ୨୦,୯୭୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରଠାରୁ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

ଶୁକ୍ରବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୁମ୍ବାଇରେ ଲକଡାଉନ ଲାଗୁ ହେବ ବୋଲି ଆକଳନ କରାଯାଉଥିଲା। ହେଲେ ଏବେ ସଂକ୍ରମଣ କମିବାରୁ ଆଉ ଲକଡାଉନର ଆବଶ୍ୟକ ନାହିଁ ବୋଲି ବିଏମସିର ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story