ବିଜେପିର ବିଜୟ ପରେ ମିଠା ବାଣ୍ଟିଥିବା ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

କୁଶିନଗର: ଉତ୍ତର ପ୍ରଦେଶର କୁଶିନଗରରେ ଜଣେ ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବିଜେପି ରାଜ୍ୟରେ ପୁଣି ଜିତିବାରୁ ସେ ଖୁସିରେ ମିଠା ବାଣ୍ଟିବାର ସହ ଉତ୍ସବ ମନାଇଥିଲେ। ଏଥିପାଇଁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତର ସହ ନେଇଛନ୍ତି। ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୫ ବର୍ଷୀୟ ବାବର ଅଲୀ ରବିବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। […]

Babur

Babur

Hemant Lenka
  • Published: Monday, 28 March 2022
  • Updated: 28 March 2022, 06:47 PM IST

Sports

Latest News

କୁଶିନଗର: ଉତ୍ତର ପ୍ରଦେଶର କୁଶିନଗରରେ ଜଣେ ମୁସଲିମ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବିଜେପି ରାଜ୍ୟରେ ପୁଣି ଜିତିବାରୁ ସେ ଖୁସିରେ ମିଠା ବାଣ୍ଟିବାର ସହ ଉତ୍ସବ ମନାଇଥିଲେ। ଏଥିପାଇଁ ତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁତର ସହ ନେଇଛନ୍ତି। ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ୨୫ ବର୍ଷୀୟ ବାବର ଅଲୀ ରବିବାର ବିଳମ୍ବିତ ରାତିରେ ଆଖି ବୁଜିଛନ୍ତି। ତାଙ୍କୁ ୨୦ ତାରିଖରେ କିଛି ଲୋକ ବିଜେପିର ବିଜୟ ଉତ୍ସବରେ ସାମିଲ ହୋଇଥିବାରୁ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କର ରବିବାର ମୃତ୍ୟୁ ହୋଇଛି।

ଆଜି ସକାଳେ ତାଙ୍କ ମୃତଦେହକୁ ଗାଁକୁ ଅଣା ଯାଇଥିଲା। ତେବେ ପରିବାର ଲୋକ ଦୋଷୀଙ୍କୁ ନ ଧରାଯିବା ଯାଏ ବାବର ଅଲୀଙ୍କ ଅନ୍ତିମ ସଂସ୍କାରଣ କରାଯିବ ନାହିଁ ବୋଲି କହିଥିଲେ। ପୁଲିସ୍ ସେମାନଙ୍କୁ ବୁଝାସୁଝା କରିବା ଘଟଣାରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ବବାର ଅଲୀଙ୍କ ପରିବାର ଲୋକ କହିଛନ୍ତି, ବିଜେପି ପାଇଁ ସେ ପ୍ରଚାର କରୁଥିବାରୁ ପଡ଼ୋଶୀମାନେ ଏଥିରେ କ୍ଷୁବ୍ଧ ହୋଇଥିଲେ। ମାର୍ଚ୍ଚ ୧୦ରେ ବିଧାନସଭା ରେଜଲ୍ଟ ଘୋଷଣା ହୋଇଥିଲା। ଏଥିରେ ବିଜେପି ବାଜିମାତ କରିବାରୁ ବାବର ଖୁସିରେ ସମସ୍ତଙ୍କୁ ମିଠା ବାଣ୍ଟିଥିଲେ।

ବାସ୍‌ ଏହାକୁ ନେଇ ପଡ଼ୋଶୀମାନଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଶେଷରେ ସଂଘବଦ୍ଧ ଭାବେ ୨୦ ତାରିଖରେ ବାବରଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ଏହାପରେ ତାଙ୍କୁ ଲକ୍ଷ୍ନୌ ସ୍ଥିତ ହସ୍ପିଟାଲକୁ ନିଆ ଯାଇଥିଲେ। ହେଲେ ୭ ଦିନର ଚିକିତ୍ସା ପରେ ବାବର ଅଲୀ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story