ଆସନ୍ତା ସପ୍ତାହରୁ ଭାରତରେ ନାଜାଲ କରୋନା ଟିକାର ଟ୍ରାଏଲ!

ନୂଆଦିଲ୍ଲୀ: ସିରିଞ୍ଜ ବଦଳରେ ଏବେ ଲୋକଙ୍କୁ ନାଜାଲ ଡ୍ରପ୍‌ ଦ୍ୱାରା କରୋନା ଟିକାର ଡୋଜ୍‌ ଦିଆଯିବ। ଭାରତରେ ଆସନ୍ତା ସପ୍ତାହରୁ ନାଜାଲ କରୋନା ଟିକାର ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍‌ ହିଁ ନାଜାଲ ଟିକା ପ୍ରସ୍ତୁତ କରିଛି। ଆସନ୍ତା ସପ୍ତାହରୁ କମ୍ପାନୀ ପାଟନା, ଚେନ୍ନାଇ, ନାଗପୁର ଓ ହାଇଦ୍ରାବାଦରେ ନାଜାଲ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବ। ସେଣ୍ଟ୍ରାଲ ଟ୍ରାଏଲ ରେଜିଷ୍ଟ୍ରୀ ଅଫ ଇଣ୍ଡିଆର […]

nasal-Covid-19-vaccine

nasal-Covid-19-vaccine

Hemant Lenka
  • Published: Wednesday, 03 March 2021
  • Updated: 03 March 2021, 09:21 PM IST

Sports

Latest News

ନୂଆଦିଲ୍ଲୀ: ସିରିଞ୍ଜ ବଦଳରେ ଏବେ ଲୋକଙ୍କୁ ନାଜାଲ ଡ୍ରପ୍‌ ଦ୍ୱାରା କରୋନା ଟିକାର ଡୋଜ୍‌ ଦିଆଯିବ। ଭାରତରେ ଆସନ୍ତା ସପ୍ତାହରୁ ନାଜାଲ କରୋନା ଟିକାର ଟ୍ରାଏଲ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନ କୋଭାକ୍ସିନ ଟିକା ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍‌ ହିଁ ନାଜାଲ ଟିକା ପ୍ରସ୍ତୁତ କରିଛି।

ଆସନ୍ତା ସପ୍ତାହରୁ କମ୍ପାନୀ ପାଟନା, ଚେନ୍ନାଇ, ନାଗପୁର ଓ ହାଇଦ୍ରାବାଦରେ ନାଜାଲ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ କରିବ। ସେଣ୍ଟ୍ରାଲ ଟ୍ରାଏଲ ରେଜିଷ୍ଟ୍ରୀ ଅଫ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଏହି କ୍ଲିନିକାଲ ଟ୍ରାଏଲରେ ୧୭୫ ଜଣ ସ୍ୱେଚ୍ଛାସେବୀ ସାମିଲ ହେବେ।

ସୂତ୍ର ଅନୁସାରେ, ଟ୍ରାଏଲରେ ଭାଗନେବାକୁ ଥିବା ଲୋକଙ୍କ ପଞ୍ଜୀକରଣ କାର୍ଯ୍ୟକ୍ରମ ଜାରି ରହିଛି ଓ ଟ୍ରାଏଲ ସାଇଟ୍‌ର ଏଥିକ୍ସ କମିଟି ଅନୁମୋଦନ ଅପେକ୍ଷାରେ ରହିଛି। ଜାନୁଆରୀ ୮ରେ ଭାରତ ବାୟୋଟେକ୍‌ ଡିଜିସିଆଇର ଦ୍ୱାରସ୍ଥ ହୋଇଥିଲା। ଏହି ସମୟରେ କମ୍ପାନୀ ପ୍ରସ୍ତୁତ କରିଥିବା ଇଣ୍ଟ୍ରାନାଜାଲ କରୋନା ଟିକାର ଫେଜ-୧ ଓ ଫେଜ୍‌-୨ କ୍ଲିନିକାଲ ଟ୍ରାଏଲ ପାଇଁ ଅନୁମତି ମାଗିଥିଲା। ମଙ୍ଗଳବାର ବିଶେଷଜ୍ଞ କମିଟି ଆବେଦନକୁ ତର୍ଜମା କରି ଫେଜ୍‌-୧ ଟ୍ରାଏଲ ପାଇଁ ଅନୁମୋଦନ ଦେବାକୁ ସୁପାରିସ କରିଛି। ତେଣୁ ଡିଜିସିଆଇ ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।

ବର୍ତ୍ତମାନ ଦେଶରେ ଇଞ୍ଜେକସନ୍‌ ଦ୍ୱାରା ଲୋକଙ୍କୁ କରୋନା ଟିକାର ଡୋଜ୍‌ ଦିଆଯାଉଛି। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିଛି। ହେଲେ ଏହାଠାରୁ ଇଣ୍ଟ୍ରା ନାଜାଲ ଟିକା ସଂପୂର୍ଣ୍ଣ ଭିନ୍ନ। ଏହାକୁ ଜଣେ ବ୍ୟକ୍ତିଙ୍କ ନାକରେ ଡ୍ରପ୍‌ ଦ୍ୱାରା ପକାଯିବ।

ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ କ୍ରିଷ୍ଣା ଇଲ୍ଲା କହିଥିଲେ ଯେ କମ୍ପାନୀ ଇଣ୍ଟ୍ର ନାଜାଲ ଟିକା ଉପରେ କାମ କରୁଛି। କାରଣ ବର୍ତ୍ତମାନ ସୁଦ୍ଧା ବିକଶିତ ହୋଇଥିବା ଟିକା ଗୁଡ଼ିକୁ ସିରିଞ୍ଜ ଓ ଚୁଞ୍ଚି ଦ୍ୱାରା ଦିଆଯାଉଛି। ଭାରତ ଭଳି ଦେଶରେ ଲୋକଙ୍କୁ ଟିକା ଦେବା ପାଇଁ ୨.୫ ବିଲିୟନ ସିରିଞ୍ଜ ଓ ଚୁଞ୍ଚିର ଆବଶ୍ୟକ ରହିଛି।

ଏହାଦ୍ୱାରା ଦେଶରେ ପ୍ରଦୂଷଣ ମଧ୍ୟ ବଢ଼ିବ। ତେଣୁ ଏହାକୁ ରୋକିବାକୁ ହେଲେ ଆମକୁ ଇଣ୍ଟ୍ରା ନାଜାଲ କରୋନା ଟିକା ବିକଶିତ କରିବାକୁ ପଡ଼ିବ। ସେହିପରି ଟିକାକରଣ ପାଇଁ ଆବଶ୍ୟକ ଟଙ୍କା ମଧ୍ୟ ନାଜାଲ ଡ୍ରପ୍‌ ଦ୍ୱାରା ହ୍ରାସ ପାଇବ ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story