କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଡିଜିଟାଲ ମୁଦ୍ରା ବା କ୍ରିପ୍ଟୋକରେନ୍ସିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କେବଳ କିଛି ଦେଶରେ କ୍ରିପ୍ଟୋକୁ ଏଯାଏ ଆଇନଗତ ମାନ୍ୟତା ମିଳିଥିଲେ ହେଁ ପୂରା ବିଶ୍ୱରେ ଏହାର ପ୍ରଚଳନ ଚାଲିଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିଶ୍ୱର ସବୁ ରାଷ୍ଟ୍ର ମିଳିତ ଭାବେ କ୍ରିପ୍ଟୋକରେନ୍ସି ଯେମିତି ଖରାପ ଲୋକଙ୍କ ହାତରେ ନ ପଡ଼ିବ, ସେକଥାକୁ ସୁନିଶ୍ଚିତ କରିବା ଦରକାର। ଏପରି […]

Modi

Modi

Hemant Lenka
  • Published: Thursday, 18 November 2021
  • Updated: 18 November 2021, 01:24 PM IST

Sports

Latest News

ନୂଆଦିଲ୍ଲୀ: ଡିଜିଟାଲ ମୁଦ୍ରା ବା କ୍ରିପ୍ଟୋକରେନ୍ସିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। କେବଳ କିଛି ଦେଶରେ କ୍ରିପ୍ଟୋକୁ ଏଯାଏ ଆଇନଗତ ମାନ୍ୟତା ମିଳିଥିଲେ ହେଁ ପୂରା ବିଶ୍ୱରେ ଏହାର ପ୍ରଚଳନ ଚାଲିଛି। ଭାରତ ମଧ୍ୟ ଏଥିରୁ ବାଦ ପଡ଼ିନି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରିପ୍ଟୋକରେନ୍ସିକୁ ନେଇ ବଡ଼ ବୟାନ ଦେଇଛନ୍ତି।

ବିଶ୍ୱର ସବୁ ରାଷ୍ଟ୍ର ମିଳିତ ଭାବେ କ୍ରିପ୍ଟୋକରେନ୍ସି ଯେମିତି ଖରାପ ଲୋକଙ୍କ ହାତରେ ନ ପଡ଼ିବ, ସେକଥାକୁ ସୁନିଶ୍ଚିତ କରିବା ଦରକାର। ଏପରି ନ ହେଲେ ଏହା ଆମ ଯୁବ ସମାଜକୁ ନଷ୍ଟ କରିଦେବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ଭାରତ ସରକାର ଏବେ ଡିଜିଟାଲ କରେନ୍ସି ପାଇଁ ନୂଆ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁଛନ୍ତି। ନିକଟରେ ସଂସଦୀୟ କମିଟି ବୈଠକରେ ଏ ବିଷୟରେ ଆଲୋଚନା ମଧ୍ୟ ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମଥର ପାଇଁ ସର୍ବସମ୍ମୁଖରେ ଡିଜିଟାଲ କରେନ୍ସିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି।

କ୍ରିପ୍ଟୋକରେନ୍ସି ସହ ଭାରତ କେମିତି ଆଗକୁ ବଢ଼ିବ, ସେ ବିଷୟରେ ମୋଦି ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିଥିଲେ। ନିୟମ ବାହାରେ କ୍ରିପ୍ଟୋ ମାର୍କେଟ ଚାଲୁଥିବାରୁ ଟେରର ଫଣ୍ଡିଂ ଓ ମନି ଲଣ୍ଡରିଂ ଭଳି ଘଟଣା ଘଟିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆଜି ସମସ୍ତଙ୍କୁ ଏ ସମ୍ପର୍କରେ ଚେତାଇବାକୁ ଚାହିଁଛନ୍ତି।

ସେ କହିଛନ୍ତି, ନୂଆ ଟେକ୍ନୋଲଜି ଓ ତଥ୍ୟ ଏବେ ନୂଆ ଅସ୍ତ୍ରରେ ପରିଣତ ହୋଇଛି। ତେଣୁ ସବୁ ରାଷ୍ଟ୍ର ଓ ସଂସ୍ଥା ଉତ୍ତମ ଶାସନ ପାଇଁ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଦରକାର। ଆପଣମାନେ କ୍ରିପ୍ଟୋକରେନ୍ସି ବା ବିଟ କଏନକୁ ଉଦାହରଣ ଭାବେ ନିଅନ୍ତୁ। ଏହା ଉପରେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ ଭାବେ କାମ କରିବା ଉଚିତ।

ଆମେ ମିଳିତ ଭାବେ ଯେମିତି କ୍ରିପ୍ଟୋ ଖରାପ ଲୋକଙ୍କ ହାତରେ ନ ପଡ଼ିବ, ତା’କୁ ନିଶ୍ଚିତ କରିବାକୁ ହେବ। ନ ହେଲେ ଏହା ଆମ ଯୁବ ସମାଜକୁ ଧ୍ୱଂସ କରିଦେବ।”

କ୍ରିପ୍ଟୋକରେନ୍ସିକୁ ଭାରତ ସରକାର ଆର୍ଥିକ ନେଣଦେଣ ଭାବେ ବ୍ୟବହାର କରିବାକୁ ଅନୁମତି ଦେଇ ନ ପାରନ୍ତି। କିନ୍ତୁ ଏହାକୁ ସୁନା, ଶେୟାର ଓ ବଣ୍ଡ ଭଳି ସମ୍ପତ୍ତି ଭାବେ ଗଚ୍ଛିତ କରି ରଖିବାକୁ ଅନୁମତି ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story