ସୁରକ୍ଷାକର୍ମୀଙ୍କ ଉପରେ ଆହୁରି ବଡ଼ ହମଲା କରିବାକୁ ଯୋଜନା କରୁଛନ୍ତି ମାଓବାଦୀ!

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁର ଏନକାଉଣ୍ଟର ଘଟଣା ଏଯାଏ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଆଉ ଏକ ବିପଦର ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ମାଓବାଦୀମାନେ ଆଗକୁ ସୁରକ୍ଷାକର୍ମୀଙ୍କ ଉପରେ ଆହୁରି ବଡ଼ ଧରଣର ହମଲା କରିବାକୁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି। ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବେରେସନ ଗରିଲା ଆର୍ମିଂ(ପିଜିଏଲଏ) ଏବେ ଭିନ୍ନ ଶୈଳୀରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ମସୁଧା କରୁଛି। ଅଦୃଶ୍ୟ ଉଚ୍ଚ […]

Naxal

Naxal

Hemant Lenka
  • Published: Thursday, 08 April 2021
  • Updated: 08 April 2021, 06:24 PM IST

Sports

Latest News

ନୂଆଦିଲ୍ଲୀ: ଛତିଶଗଡ଼ର ବିଜାପୁର ଏନକାଉଣ୍ଟର ଘଟଣା ଏଯାଏ ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଆଉ ଏକ ବିପଦର ଆଶଙ୍କା କରିଛି ଗୁଇନ୍ଦା ବିଭାଗ। ମାଓବାଦୀମାନେ ଆଗକୁ ସୁରକ୍ଷାକର୍ମୀଙ୍କ ଉପରେ ଆହୁରି ବଡ଼ ଧରଣର ହମଲା କରିବାକୁ ବିଭିନ୍ନ ପ୍ରକାରର ଯୋଜନା କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

ଗୁଇନ୍ଦା ବିଭାଗର ରିପୋର୍ଟ ଅନୁଯାୟୀ, ପିପୁଲ୍ସ ଲିବେରେସନ ଗରିଲା ଆର୍ମିଂ(ପିଜିଏଲଏ) ଏବେ ଭିନ୍ନ ଶୈଳୀରେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିବାକୁ ମସୁଧା କରୁଛି। ଅଦୃଶ୍ୟ ଉଚ୍ଚ କ୍ଷମତା ବିଶିଷ୍ଟ ବିଦ୍ୟୁତ ତାର, ରିମୋଟ ଚାଳିତ ଆଇଇଡି ଓ ରକେଟ୍ ଲଞ୍ଚର ଦ୍ୱାରା ମାଓବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

ଛତିଶଗଡ଼ର ବିଭିନ୍ନ ଗାଁ ଓ ସହରକୁ ସଂଯୋଗ କରୁଥିବା ଉଚ୍ଚ ବିଜୁଳି କ୍ଷମତା ସମ୍ପନ୍ନ ତାରକୁ ମାଓବାଦୀମାନେ ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଚାହୁଁଛନ୍ତି। ଉକ୍ତ ତାର ଗୁଡ଼ିକୁ ସୁରକ୍ଷାକର୍ମୀମାନେ ପ୍ୟାଟ୍ରୋଲିଂ କରୁଥିବା ରାସ୍ତାରେ ପକାଇ ସେମାନଙ୍କୁ କରେଣ୍ଟ ଲଗାଇ କ୍ଷତି ପହଞ୍ଚାଇପାରନ୍ତି।

କମ ଉଚ୍ଚତାରେ ଉଡ଼ୁଥିବା ହେଲିକପ୍ଟରଗୁଡ଼ିକୁ ମାଓବାଦୀମାନେ ରେକଟ ଲଞ୍ଚର ଦ୍ୱାରା ଧ୍ୱଂସ କରିବାକୁ ଚାହୁଁଛନ୍ତି। ପୂର୍ବରୁ ଆଇଇଡି ଖଞ୍ଜି ନକ୍ସଲମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରୁଥିଲେ। ହେଲେ ଏବେ ରିମୋଟ ଦ୍ୱାରା ଦୂରରୁ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୁଇନ୍ଦା ବିଭାଗ ରିପୋର୍ଟ ଦେଇଛି।

ଗୁଇନ୍ଦା ବିଭାଗର ଏହି ରିପୋର୍ଟ ପରେ ସୁରକ୍ଷାକର୍ମୀଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି। ଗତ ଶନିବାର ଦିନ ଜୋନାଗଡ଼-ଟେକଲଗୁଡ଼ା ଗାଁ ନିକଟରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ। ସେହିପରି କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ମାଓବାଦୀମାନେ ଅପହରଣ କରି ନଥିଲେ। ଦୀର୍ଘ ୬ ଦିନ ପରେ ସେମାନେ ଆଜି ରାକେଶ୍ୱରଙ୍କୁ ଛାଡ଼ି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story