ଗୋଟିଏ ରନୱେରେ ଦୁଇ ବିମାନ, ଅଳ୍ପକେ ବର୍ତ୍ତିଲା ଶତାଧିକ ଯାତ୍ରୀଙ୍କ ଜୀବନ

ଦୁବାଇ: ଅଳ୍ପକେ ବର୍ତ୍ତିଛନ୍ତି ଦୁବାଇରୁ ଭାରତ ଆସୁଥିବା ଶତାଧିକ ଯାତ୍ରୀ। ଦୁବାଇ ଏୟାରପୋର୍ଟରୁ ଉଡ଼ାଣ ଭରିବା ସମୟରେ ଏମିରେଟ୍ସର ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେବା ପୂର୍ବରୁ ରକ୍ଷା ପାଇଯାଇଛନ୍ତି। ଟେକଅପ ବେଳେ ଦୁଇଟି ଯାକ ବିମାନ ଗୋଟିଏ ରନୱେକୁ ଚାଲି ଆସିବାରୁ ଏପରି ଆଶଙ୍କା ପ୍ରକାଶ ପାଇଥିଲା। ତେବେ ସମୟ ଥାଉଥାଉ ଏହାକୁ ଟାଳି ଦିଆଯାଇଛି। ଏହି ଘଟଣା ଗତ ରବିବାର(ଜାନୁଆରୀ ୯)ରେ ଘଟିଥିଲା। ଏହାକୁ ଡିଜିସିଏ ଗୁରୁତ୍ୱର ସହ ନେଇଛି ଓ ୟୁଏଇ କର୍ତ୍ତୃପକ୍ଷଙ୍କୁ […]

Flight

Flight

Hemant Lenka
  • Published: Friday, 14 January 2022
  • Updated: 15 January 2022, 11:33 AM IST

Sports

Latest News

ଦୁବାଇ: ଅଳ୍ପକେ ବର୍ତ୍ତିଛନ୍ତି ଦୁବାଇରୁ ଭାରତ ଆସୁଥିବା ଶତାଧିକ ଯାତ୍ରୀ। ଦୁବାଇ ଏୟାରପୋର୍ଟରୁ ଉଡ଼ାଣ ଭରିବା ସମୟରେ ଏମିରେଟ୍ସର ଦୁଇଟି ବିମାନ ପରସ୍ପରକୁ ଧକ୍କା ଦେବା ପୂର୍ବରୁ ରକ୍ଷା ପାଇଯାଇଛନ୍ତି। ଟେକଅପ ବେଳେ ଦୁଇଟି ଯାକ ବିମାନ ଗୋଟିଏ ରନୱେକୁ ଚାଲି ଆସିବାରୁ ଏପରି ଆଶଙ୍କା ପ୍ରକାଶ ପାଇଥିଲା।

ତେବେ ସମୟ ଥାଉଥାଉ ଏହାକୁ ଟାଳି ଦିଆଯାଇଛି। ଏହି ଘଟଣା ଗତ ରବିବାର(ଜାନୁଆରୀ ୯)ରେ ଘଟିଥିଲା। ଏହାକୁ ଡିଜିସିଏ ଗୁରୁତ୍ୱର ସହ ନେଇଛି ଓ ୟୁଏଇ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଦୁବାଇରୁ ହାଇଦ୍ରାବାଦ ଆସିବାକୁ ଥିବା ବିମାନ EK-524ର ଟେକଅପ ସମୟ ୯.୪୫ ରହିଥିଲା। ସେହି ସମୟରେ ଦୁବାଇରୁ ବେଙ୍ଗାଲୁରୁ ଅଭିମୁଖେ ମଧ୍ୟ ଆଉ ଗୋଟିଏ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହୋଇଥିଲା। ଏ ସମ୍ପର୍କରେ କିନ୍ତୁ ଦୁଇ ବିମାନର ପାଇଲଟ ଜାଣି ପାରି ନଥିଲେ। ଫଳରେ ଉଡ଼ାଣ ବେଳେ ଦୁଇଟି ଯାକ ବିମାନ ଗୋଟିଏ ରନ୍‌ ୱେରେ ଟେକଅପ କରିବାକୁ ପ୍ରୟାସ କରିଥିଲେ।

ଏମିରେଟ୍ସର ଉଡ଼ାଣ ସୂଚୀ ଅନୁଯାୟୀ ଉଭୟ ବିମାନର ଟେକଅପ ସମୟ ମଧ୍ୟରେ କେବଳ ୫ ମିନିଟର ବ୍ୟବଧାନ ରହିଥିଲା। ହେଲେ କୌଣସି କାରଣରୁ ଗୋଟିଏ ସମୟରେ ଦୁଇଟି ଯାକ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଚେଷ୍ଟା କରିଥିଲେ। ଜଣେ ଅଧିକାରୀ କହିଛନ୍ତି, ଦୁବାଇ-ହାଇଦ୍ରାବାଦ EK-524 ବିମାନ 30R ରନୱେରୁ ଟେକଅପ କରିବାକୁ ନିଜର ସ୍ପିଡ ବଢ଼ାଇଥିଲା। ଏହି ସମୟରେ ବିମାନର କ୍ରୁ ସଦସ୍ୟମାନେ ହଠାତ୍‌ ଦେଇଥିଲେ ଯେ ଆଉ ଏକ ବିମାନ ସମାନ ରନୱେରେ ଟେକଅପ୍‌ ପାଇଁ ପ୍ରସ୍ତୁତ ହେଉଛି।

ଏହାପରେ ସେମାନେ ତୁରନ୍ତ ଏଟିସିକୁ ଯୋଗାଯୋଗ କରିଥିଲେ। ଏଟିଏସ୍‌ରର ହସ୍ତକ୍ଷେପ ପରେ ବେଙ୍ଗାଲୁରୁକୁ ଯିବାକୁ ଥିବା ବିମାନ ଟେକଅପ କରିଥିଲା। ହେଲେ ହାଇଦ୍ରାବାଦ ଯିବାକୁ ଥିବା ବିମାନଟି ଟ୍ୟାକ୍ସିୱେ ଦେଇ ରନୱେରୁ ବାହାରି ଯାଇଥିଲା। ଏହାର କିଛି ସମୟ ପରେ ପୁଣିଥରେ ବିମାନଟି ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ୟୁଏଇର ଏଏଆଇଏସ୍‌ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ଏମିରେଟ୍ସ ଏୟାରର ମୁଖପାତ୍ର, “ଜାନୁଆରୀ ୯ରେ, EK524 ବିମାନକୁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ଦ୍ୱାରା ଟେକଅପ୍‌ କରିବାକୁ ମନା କରାଯାଇଥିଲେ। ସବୁ କିଛି ବେଶ ସତର୍କତାର ସହ କରାଯାଇଛି। ସମସ୍ତେ ସୁରକ୍ଷିତ ରହିଛନ୍ତି। ଆମେ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story