ନିଆଁ ଲାଗି ଗୋ-ଫାର୍ମରେ ୨୦ଟି ଗାଈ ଜୀବନ୍ତ ଦଗ୍ଦ

ନୂଆଦିଲ୍ଲୀ: ଶନିବାର ରାଜଧାନୀ ଦିଲ୍ଲୀରେ ଏକ ଗୋ-ଫାର୍ମରେ ନିଆଁ ଲାଗି ପ୍ରାୟ ୨୦ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରୋହିଣୀ ସାଭଦା ଗ୍ରାମରେ ଥିବା ଗୋ-ଫାରର୍ମରେ ଏହି ଅଭାବନୀୟ ଘଯଣା ଘଟିଛି।  ଆଜି ଦିନ ଗୋଟାଏ ୨୫  ବେଳେ ଉକ୍ତ ଫାର୍ମରେ ଅଗ୍ନିକାଣ୍ଡ ଘଟିଥିଲା। ନିଅଁ ଲିଭାରେ ପ୍ରାୟ ୭ଟି ଦମକଳବାହିନୀ ନିୟୋଜିତ ହୋଇଥବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଜଣାପଡ଼ି ନଥୀଲେ ମଦ୍ୟ ପୁଲିସ ତଦନ୍ତ ପରେ ଜଣାପଡ଼ିବ।  ଗତକାଳସରା ଗାଜିଆବାଦର ଇନ୍ଦ୍ରପୁରମର ଏକ ଗ୍ରାମରେ […]

Cow

Cow

Tapas Behera
  • Published: Saturday, 14 May 2022
  • Updated: 15 May 2022, 03:13 PM IST

Sports

Latest News

ନୂଆଦିଲ୍ଲୀ: ଶନିବାର ରାଜଧାନୀ ଦିଲ୍ଲୀରେ ଏକ ଗୋ-ଫାର୍ମରେ ନିଆଁ ଲାଗି ପ୍ରାୟ ୨୦ଟି ଗାଈ ଜୀବନ୍ତ ଦଗ୍ଧ ହୋଇଛନ୍ତି। ରୋହିଣୀ ସାଭଦା ଗ୍ରାମରେ ଥିବା ଗୋ-ଫାରର୍ମରେ ଏହି ଅଭାବନୀୟ ଘଯଣା ଘଟିଛି।  ଆଜି ଦିନ ଗୋଟାଏ ୨୫  ବେଳେ ଉକ୍ତ ଫାର୍ମରେ ଅଗ୍ନିକାଣ୍ଡ ଘଟିଥିଲା। ନିଅଁ ଲିଭାରେ ପ୍ରାୟ ୭ଟି ଦମକଳବାହିନୀ ନିୟୋଜିତ ହୋଇଥବା ଜଣାପଡ଼ିଛି।

ନିଆଁ ଲାଗିବାର କାରଣ ଜଣାପଡ଼ି ନଥୀଲେ ମଦ୍ୟ ପୁଲିସ ତଦନ୍ତ ପରେ ଜଣାପଡ଼ିବ।  ଗତକାଳସରା ଗାଜିଆବାଦର ଇନ୍ଦ୍ରପୁରମର ଏକ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଏକ ଗୋଶାଳାରେ ୩୦ଟି ଗାଈଙ୍କର ମୃତ୍ୟୁ ଘଟିଥିଲା। ନିକଟରେ ଥିବା ହ୍ପିୟାର୍ଡ଼ରେ ନିଆଁ ଲାଗି ଗାୱକୁ ବ୍ୟାପିଥିଲା। ସେହି ଗୋଶଳାରେ ୧୫୦ଟି ଗାଈ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story