ମୋଦିଙ୍କ ସହ ଏକାଠି କାମ କରିବାକୁ ଚାହୁଁଛନ୍ତି ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ମୋଦିଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ କାମ କରି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୂତ କରିବେ। ଏଥିସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା କହିଛନ୍ତି। ରବିବାର ରାତିରେ ଶ୍ରୀ ଦେଉବା ନେପାଳ ସଂସଦରେ ଆସ୍ଥା ଭୋଟ […]

Nepal-PM

Nepal-PM

Hemant Lenka
  • Published: Monday, 19 July 2021
  • Updated: 19 July 2021, 04:23 PM IST

Sports

Latest News

କାଠମାଣ୍ଡୁ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହ ଏକାଠି ହୋଇ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ମୋଦିଙ୍କ ସହ ଅତ୍ୟନ୍ତ ଘନିଷ୍ଠ ଭାବେ କାମ କରି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୂତ କରିବେ। ଏଥିସହ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା କହିଛନ୍ତି।

ରବିବାର ରାତିରେ ଶ୍ରୀ ଦେଉବା ନେପାଳ ସଂସଦରେ ଆସ୍ଥା ଭୋଟ ଜିତିବା ପରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ମୋଦି ଟ୍ୱିଟ କରି କହିଥିଲେ, “ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ଶୁଭେଚ୍ଛା। ତାଙ୍କର ସଫଳତା କାମନା କରୁଛି। ସମସ୍ତ କ୍ଷେତ୍ରରେ ଆମ ଭାଗିଦାରୀକୁ ଆହୁରି ସଶକ୍ତ କରିବା ପାଇଁ ଆମେ ଏକାଠି କାମ କରିବା ବୋଲି ଆଶା କରୁଛି। ଆମ ଦୁଇ ଦେଶର ଲୋକଙ୍କ ମଧ୍ୟରେ ଥିବା ମୂଳ ଭାବନାକୁ ମଧ୍ୟ ଆମେ ସଶକ୍ତ କରିବା।”

ମୋଦିଙ୍କ ଟ୍ୱିଟରେ ପ୍ରତିକ୍ରିୟା ଦେଇ ଦେଉବା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ମଜଭୂତ ହୋଇ ପାରିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ଏଥିସହ ସେ ମୋଦିଙ୍କ ସହ ଏକାଠି କାମ କରିବାକୁ ଚାହୁଁଥିବା କହିଛନ୍ତି।

ସୂଚନାଯୋଗ୍ୟ, ଜୁଲାଇ ୧୨ରେ ସୁପ୍ରିମକୋର୍ଟ ଧାରା ୭୬(୫)ରେ ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ସେ ଶପଥ ନେବା ପରେ ରବିବାର ରାତିରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଥିଲେ।

୨୭୫ ଆସନ ବିଶିଷ୍ଟ ନେପାଳ ସଂସଦରେ ଦେଉବା ୧୬୫ ସାଂସଦଙ୍କ ସମର୍ଥନ ପାଇଥିଲେ। ପ୍ରଧାନମନ୍ତ୍ରୀ ପଦ ବଜାୟୀ ରଖିବା ପାଇଁ ତାଙ୍କୁ ୧୩୬ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story