ଆସିଲା କରୋନାର ଆଉ ଏକ ନୂଆ ରୂପ, ବାୟୁରେ ପ୍ରାୟ ଘଣ୍ଟାଏ ରହୁଛି ସକ୍ରିୟ

କଲମ୍ବୋ: ମହାମାରୀ କରୋନାକୁ ନେଇ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନୂଆ ନୂଆ ରୂପରେ ଲୋକଙ୍କୁ ସଂକ୍ରମିତ କରୁଥିବା କରୋନାର ଆଉ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ନୂଆ ଷ୍ଟ୍ରେନ ପୂର୍ବରୁ ସାମ୍ନାକୁ ଆସିଥିବା ସମସ୍ତ ଷ୍ଟ୍ରେନ ଠାରୁ ମାରାତ୍ମକ। ଏହାର ସଂକ୍ରମଣ ବେଗ ମଧ୍ୟ ସବଠାରୁ ଅଧିକ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ନୂଆ ଷ୍ଟ୍ରେନ ବାୟୁରେ ପ୍ରାୟ ୬୦ ମିନିଟ୍‌ କାଳ ସକ୍ରିୟ ରହୁଛି। ଏହି […]

Corona-New-strain

Corona-New-strain

Hemant Lenka
  • Published: Saturday, 24 April 2021
  • Updated: 24 April 2021, 08:39 PM IST

Sports

Latest News

କଲମ୍ବୋ: ମହାମାରୀ କରୋନାକୁ ନେଇ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ନୂଆ ନୂଆ ରୂପରେ ଲୋକଙ୍କୁ ସଂକ୍ରମିତ କରୁଥିବା କରୋନାର ଆଉ ଏକ ନୂଆ ଷ୍ଟ୍ରେନ ସାମ୍ନାକୁ ଆସିଛି। ସାମ୍ନାକୁ ଆସିଥିବା ନୂଆ ଷ୍ଟ୍ରେନ ପୂର୍ବରୁ ସାମ୍ନାକୁ ଆସିଥିବା ସମସ୍ତ ଷ୍ଟ୍ରେନ ଠାରୁ ମାରାତ୍ମକ। ଏହାର ସଂକ୍ରମଣ ବେଗ ମଧ୍ୟ ସବଠାରୁ ଅଧିକ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ନୂଆ ଷ୍ଟ୍ରେନ ବାୟୁରେ ପ୍ରାୟ ୬୦ ମିନିଟ୍‌ କାଳ ସକ୍ରିୟ ରହୁଛି। ଏହି ସମୟରେ ଏହାର ସଂସ୍ପର୍ଶରେ ଆସୁଥିବା ଲୋକମାନେ ସଂକ୍ରମିତ ହେଉଛନ୍ତି। ଏଭଳି ନୂଆ ଓ ମାରାତ୍ମକ କରୋନା ଷ୍ଟ୍ରେନ ଶ୍ରୀଲଙ୍କାରୁ ଠାବ ହୋଇଛି। ଏ ସମ୍ପର୍କରେ ଶ୍ରୀଲଙ୍କାର କରୋନା ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି।

ଶ୍ରୀ ଜୟୱେର୍ଦ୍ଧନାପୁରା ବିଶ୍ୱବିଦ୍ୟାଳୟର Immunology and Molecular Sciencesର ମୁଖ୍ୟ ନୀଲିକା ମାଲାଭିଗେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କାରେ ଠାବ ହୋଇଥିବା ସମସ୍ତ କରୋନା ଭାଇରସର ଷ୍ଟ୍ରେନ ଠାରୁ ଏବେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ ଅଧିକ ମାରାତ୍ମକ। ଏହା ଅଧିକ କ୍ଷିପ୍ର ବେଗରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମିତ କରୁଛି। ଏହି ଷ୍ଟ୍ରେନ ବାୟୁରେ ସଂକ୍ରମଣର କ୍ଷମତା ରଖିଛି ଓ ଏହାର ଡ୍ରପଲେଟ୍‌ ପ୍ରାୟ ଘଣ୍ଟାଏ କାଳ ବାୟୁମଣ୍ଡଳରେ ସକ୍ରିୟ ରହୁଛି। ଅର୍ଥାତ ଏହା ୬୦ ମିନିଟ୍‌ ଯାଏ ବାୟୁମଣ୍ଡଳରେ ଘୂରିବୁଲୁଛି ବୋଲି ସେ ସୂଚନା ଦେଇଛନ୍ତି।

ଏହି ମାରାତ୍ମକ ଭାଇରସ ସମ୍ପର୍କରେ ସୂଚନା ମିଳିବା ପରେ ଶ୍ରୀଲଙ୍କର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମନରେ ଛନକା ପଶିଛି। ପବ୍ଲିକ ହେଲଥ ଇନସପେକ୍ଟର ଉପୁଲ ରୋହାନା କହିଛନ୍ତି, ନୂଆ ଷ୍ଟ୍ରେନ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଷ୍ଟ୍ରେନ ଅଧିକ ମାତ୍ରାରେ ଯୁବପିଢ଼ିଙ୍କୁ ସଂକ୍ରମିତ କରୁଛି। ଆସନ୍ତା ୨ରୁ ୩ ସପ୍ତାହ ପରେ ପ୍ରକୃତି ସ୍ଥିତିର ସାମ୍ନା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କାର କୋଡିଭ ମନ୍ତ୍ରଣାଳୟ ନୂଆ ଷ୍ଟ୍ରେନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିଛି ଓ ନୂଆ ଗାଇଡଲାଇନ ଜାରି କରିଛି। ନୂଆ ଗାଇଡଲାଇନ ମେ’ ୩୧ ଯାଏ ବଳବତ୍ତର ରହିବ। ଗାଇଡଲାଇନ ଅନୁଯାୟୀ, ସବୁ ଅନୁଷ୍ଠାନ କ୍ଷମତାର ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ସମସ୍ତ ପ୍ରକାରର ପର୍ବପର୍ବାଣୀ ଓ ସମାବେଶ ଉପରେ ମେ’ ୩୧ ଯାଏ ବ୍ୟାନ ଲଗାଯାଇଛି।

ପୂର୍ବରୁ ଦେଶରେ ଦୈନିକ ସଂକ୍ରମଣ ୧୫୦ ରହୁଥିଲା। କିନ୍ତୁ ଏପ୍ରିଲ ମଧ୍ୟ ଭାଗରୁ ଶ୍ରୀଲଙ୍କାର ନୂଆ ବର୍ଷ ଉତ୍ସବ ପରେ ଦୈନିକ ସଂକ୍ରମଣ ୬୦୦ ପାର କରିଛି। ନୂଆ ଷ୍ଟ୍ରେନ ଦ୍ୱାରା ଅଧିକାଂଶ ଯୁବପିଢ଼ି ସଂକ୍ରମିତ ହେଉଛନ୍ତି। ଏଯାଏ ଶ୍ରୀଲଙ୍କାରେ ୯୯,୬୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୬୩୮ ଜଣଙ୍କ ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story