ମାଗିବା ମାତ୍ରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲିଣ୍ଡର ଦେଲା କଂଗ୍ରେସ, କିନ୍ତୁ..

ନୂଆଦିଲ୍ଲୀ: ବିବାବଦରେ ଫସିଛି ଭାରତରେ ଅବସ୍ଥାପିତ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ। ମହାମାରୀ କରୋନା ସଂକ୍ରମଣ ବେଳେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଟ୍ୱିଟ କରି ବିରୋଧୀ କଂଗ୍ରେସର ୟୁଥ ୱିଙ୍ଗକୁ ଅକ୍ସିଜେନ ସିଲିଣ୍ଡର ମାଗିଥିଲା। କଂଗ୍ରେସ ସଦସ୍ୟ ମଧ୍ୟ ତୁରନ୍ତ ଅକ୍ସିଜେନ ଯୋଗାଡ଼ କରି ହାଇକମିଶନ ଆଗରେ ପହଞ୍ଚି ଯାଇଥିଲେ। ତେବେ ହାଇକମିଶନ ଘଟଣା ପରେ ଟ୍ୱିଟକୁ ହଟାଇ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଅନେକ ଲୋକ ଭାରତ ସରକାରଙ୍କ ଚାପରେ ପଡ଼ି ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଏପରି କରିଥିବା କହିଛନ୍ତି। କିନ୍ତୁ […]

Congress

Congress

Hemant Lenka
  • Published: Sunday, 02 May 2021
  • Updated: 02 May 2021, 11:34 AM IST

Sports

Latest News

ନୂଆଦିଲ୍ଲୀ: ବିବାବଦରେ ଫସିଛି ଭାରତରେ ଅବସ୍ଥାପିତ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ। ମହାମାରୀ କରୋନା ସଂକ୍ରମଣ ବେଳେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଟ୍ୱିଟ କରି ବିରୋଧୀ କଂଗ୍ରେସର ୟୁଥ ୱିଙ୍ଗକୁ ଅକ୍ସିଜେନ ସିଲିଣ୍ଡର ମାଗିଥିଲା। କଂଗ୍ରେସ ସଦସ୍ୟ ମଧ୍ୟ ତୁରନ୍ତ ଅକ୍ସିଜେନ ଯୋଗାଡ଼ କରି ହାଇକମିଶନ ଆଗରେ ପହଞ୍ଚି ଯାଇଥିଲେ।

ତେବେ ହାଇକମିଶନ ଘଟଣା ପରେ ଟ୍ୱିଟକୁ ହଟାଇ ଦେଇଥିବାରୁ ବିବାଦ ସୃଷ୍ଟି ହୋଇଛି। ଅନେକ ଲୋକ ଭାରତ ସରକାରଙ୍କ ଚାପରେ ପଡ଼ି ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ଏପରି କରିଥିବା କହିଛନ୍ତି। କିନ୍ତୁ କଂଗ୍ରେସ ଅକ୍ସିଜେନ ଯୋଗାଣ ବେଳର ଫଟୋକୁ ପୋଷ୍ଟ କରିଛି।
tuuj921s
ନ୍ୟୁଜିଲ୍ୟାଣ୍ଡ ହାଇକମିଶନ ରବିବାର ଟ୍ୱିଟ କରିଥିଲା ଯେ କ’ଣ ଆପଣ ଦୟା କରି ଜରୁରୀ କାଳୀନ ଭିତ୍ତିରେ ନ୍ୟୁଜିଲ୍ୟାଣ୍ଡ ହାଇକମିଶନକୁ ଅକ୍ସିଜେନ ସିଲେଣ୍ଡର ଯୋଗାଇ ପାରିବେ? ଧନ୍ୟବାଦ। ଏହି ଟ୍ୱିଟକୁ କମିଶନ ପକ୍ଷରୁ ଯୁବ କଂଗ୍ରେସ ମୁଖ୍ୟ ବିଭି ଶ୍ରୀନିବାସଙ୍କୁ ଟ୍ୟାଗ କରି ପୋଷ୍ଟ କରାଯାଇଥିଲା।

ଟ୍ୱିଟ ପାଇବା କ୍ଷଣି ଯୁବ କଂଗ୍ରେସ ଅକ୍ସିଜେନ ସିଲିଣ୍ଡର ପଠାଇଥିଲା। ତେବେ ଘଟଣା ପରେ ନ୍ୟୁଜିଲ୍ୟାଣ୍ଡ କମିଶନ ଟ୍ୱିଟକୁ ଡିଲେଟ କରିଦେଇଛି। ଏହାପରେ ଟ୍ୱିଟ କରି କମିଶନ କହିଛି ଯେ “ଆମେ ସବୁ ସମ୍ବଳ ଲଗାଇ ଜରୁରୀ କାଳୀନ ଭିତ୍ତିରେ ଅକ୍ସିଜେନ ସିଲିଣ୍ଡର ଯୋଗାଡ଼ କରିବାକୁ ଚେଷ୍ଟା କରିଥିଲୁ। କିନ୍ତୁ ଆମ ଅନୁରୋଧକୁ ଦୁର୍ଭାଗ୍ୟବଶତଃ ଭୁଲ ଭାବେ ଉପସ୍ଥାପନ କରାଯାଇଥିଲା। ଏଥିପାଇଁ ଆମେ ସରି କହୁଛୁ।”

କିନ୍ତୁ ଯୁବ କଂଗ୍ରେସ ମୁଖ୍ୟଙ୍କୁ ସିଲିଣ୍ଡର ମାଗିବା କ’ଣ ଭୁଲ? କାହିଁକି କମିଶନ ଟ୍ୱିଟକୁ ଡିଲେଟ କଲା, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story