ବିବାହ ସାରି  ପରୀକ୍ଷା ହଲରେ ପହଞ୍ଚିଲେ ନୂଆ ବୋହୂ

ଜୟପୁର: ବିବାହ ସରିବା ପରେ ପରୀକ୍ଷା ହଲରେ ପହଞ୍ଚିଲେ ନୂଆ ବୋହୂ। ନିଜ ସ୍ୱାମୀ ସହ ପରୀକ୍ଷା ହଲରେ ସେ ପହଞ୍ଚିଛନ୍ତି। ନବିବାହିତ ମହିଳା ଜଣକ ତୃତୀୟ ବର୍ଷ ପରୀକ୍ଷା ଦେବାକୁ ଆସିଛନ୍ତି। ଏଭଳି ଦୃଶ୍ୟ ରାଜସ୍ଥାନର ବାର୍ମର ଅଞ୍ଚଳରେ ଦେଖିବାକୁ ମିଳିଛି। ମୁଲତାରନମାଳ ଭିକିଚାନ୍ଦ ଚାଜେଦ କନ୍ୟା ପିଜି କଲେଜରେ ଉଭୟ ସ୍ୱାମୀ-ସ୍ତୀ ପହଞ୍ଚି ଥିବା ଦେଖିବାକୁ ମିଳିଛି । ତେବେ ପରୀକ୍ଷା ହଲରେ ନବବଧୂ ବେଶରେ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନବ ବିହାତ […]

890

890

Tapas Behera
  • Published: Saturday, 23 April 2022
  • Updated: 23 April 2022, 06:37 PM IST

Sports

Latest News

ଜୟପୁର: ବିବାହ ସରିବା ପରେ ପରୀକ୍ଷା ହଲରେ ପହଞ୍ଚିଲେ ନୂଆ ବୋହୂ। ନିଜ ସ୍ୱାମୀ ସହ ପରୀକ୍ଷା ହଲରେ ସେ ପହଞ୍ଚିଛନ୍ତି। ନବିବାହିତ ମହିଳା ଜଣକ ତୃତୀୟ ବର୍ଷ ପରୀକ୍ଷା ଦେବାକୁ ଆସିଛନ୍ତି। ଏଭଳି ଦୃଶ୍ୟ ରାଜସ୍ଥାନର ବାର୍ମର ଅଞ୍ଚଳରେ ଦେଖିବାକୁ ମିଳିଛି। ମୁଲତାରନମାଳ ଭିକିଚାନ୍ଦ ଚାଜେଦ କନ୍ୟା ପିଜି କଲେଜରେ ଉଭୟ ସ୍ୱାମୀ-ସ୍ତୀ ପହଞ୍ଚି ଥିବା ଦେଖିବାକୁ ମିଳିଛି ।

ତେବେ ପରୀକ୍ଷା ହଲରେ ନବବଧୂ ବେଶରେ ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ନବ ବିହାତ ମହିଳାଙ୍କ ନାମ ହାଇରୋ ଦେବୀ ହୋଇଥିବା ବେଳେ ତାଙ୍କ ସ୍ୱାମୀ ହେଉଛନ୍ତି ଗୋମା ରାମ। ଏହି ନବଦମ୍ପତିଙ୍କ ଘର ମରୌଡ଼ିରେ।

ଏପ୍ରିଲ ୨୧ରେ  ଉଭୟଙ୍କ ବାହାଘର ସମ୍ପନ୍ନ ହୋଇଥିଲା। ହୀରୋ ଦେବୀ  ଯୁକ୍ତ ୩ ବିଏସସିର ଛାତ୍ରୀ। ସେ ତୃତୀୟ ବର୍ଷ ଫାଇନାଲ ପରୀକ୍ଷା ଦେଉଛନ୍ତି। ବିବାହ ପରେ ପରୀକ୍ଷା ଦେବାକୁ ସାଙ୍ଗରେ ସ୍ୱାମୀ ସହ ଆସିଥିଲେ। ବିବାହ ସତ୍ତ୍ୱେ ପରୀକ୍ଷା ମିସ୍‌ କରିବେ ନାହିଁ ହୀରୋ ଦେବୀ  ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସମୟରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story