ଭୟଙ୍କର ହେଉଛି କରୋନା: ଆଉ ୪ ସପ୍ତାହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହରୀ ଅପେକ୍ଷା ଏବେ ସଂକ୍ରମଣ ଅଧିକ ବେଗରେ ବ୍ୟାପୁଛି। ଏବେ ଠାରୁ ହିଁ ଦେଶର ସ୍ଥିତି ସାଂଘାତିକ ହୋଇଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କେନ୍ଦ୍ର ସରକାର ଲୋକଙ୍କୁ ଚେତାବନୀ ଓ ସତର୍କ କରାଇଛନ୍ତି। ଭାରତରେ ଗତ ୨୪ ଘଣ୍ଟାରେ ପ୍ରାୟ ୯୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହାର ଗୋଟିଏ ଦିନ […]

next-4-week

next-4-week

Hemant Lenka
  • Published: Tuesday, 06 April 2021
  • Updated: 06 April 2021, 08:54 PM IST

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ପ୍ରଥମ ଲହରୀ ଅପେକ୍ଷା ଏବେ ସଂକ୍ରମଣ ଅଧିକ ବେଗରେ ବ୍ୟାପୁଛି। ଏବେ ଠାରୁ ହିଁ ଦେଶର ସ୍ଥିତି ସାଂଘାତିକ ହୋଇଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଆଜି କେନ୍ଦ୍ର ସରକାର ଲୋକଙ୍କୁ ଚେତାବନୀ ଓ ସତର୍କ କରାଇଛନ୍ତି।

ଭାରତରେ ଗତ ୨୪ ଘଣ୍ଟାରେ ପ୍ରାୟ ୯୭ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଏହାର ଗୋଟିଏ ଦିନ ପୂର୍ବରୁ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଟପିଥିଲା। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ସହ ତାଳ ଦେଇ ମୃତ୍ୟୁସଂଖ୍ୟା ବି ବଢ଼ୁଛି। ଏସବୁ ଭିତରେ ଆଜି ନୀତି ଆୟୋଗ ସଦସ୍ୟ ଭିକେ ପଲ୍‌ କହିଛନ୍ତି, ପୂର୍ବାପେକ୍ଷା ଏବେ କରୋନା ସଂକ୍ରମଣ ଅଧିବ ବେଗରେ ବ୍ୟାପୁଛି।

କିଛି ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇଛି। ଆଉ କିଛି ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ହେଁ କରୋନା ଗ୍ରାଫ ଉପର ମୁହାଁ ହେଉଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଲୋକଙ୍କ ସହଯୋଗ ବିନା ଦ୍ୱିତୀୟ ଲହରୀକୁ ରୋକିବା ସମ୍ଭବ ନୁହେଁ। ତେଣୁ ଲୋକଙ୍କୁ ସହଯୋଗ କରିବାକୁ ପଡ଼ିବ।

ଯଦି ସଂକ୍ରମଣ ଏମିତି ଜାରି ରହିବ, ତା’ହେଲେ ଦେଶକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ। ସଂକ୍ରମଣ ବଢ଼ୁଥିଲେ ହେଁ ଜନସଂଖ୍ୟା ଦୃଷ୍ଟିରୁ ସ୍ଥିତି ଆୟତ୍ତରେ ରହିଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, କରୋନା ସହ ପୂର୍ବରୁ ଆମେ ଯେମିତି ଲଢ଼ୁଥିଲେ ଏବେ ବି ସମାନ ପଦକ୍ଷେପ ନେବାକୁ ପଡ଼ିବ। କରୋନା କଟକଣାକୁ ମାନିବା, କଣ୍ଟେନମେଣ୍ଟ ପଦକ୍ଷେପ ନେବା, ଟେଷ୍ଟିଂକୁ ଠିକ୍‌ ଭାବେ ବୃଦ୍ଧି କରିବା, ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ତ୍ୱରାନ୍ୱିତ କରିବା ଭଳି କାର୍ଯ୍ୟକ୍ରମକୁ ହାତକୁ ନେବାକୁ ହେବ। ସେହିପରି ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କଲେ ଆମେ ଦ୍ୱିତୀୟ ଲହରୀକୁ ନିୟନ୍ତ୍ରଣ କରିପାରିବା ବୋଲି ସେ କହିଛନ୍ତି।

ଭାରତର କରୋନା ସ୍ଥିତି ଉପରେ ବିସ୍ତୃତ ସୂଚନା ଦେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଛତିଶଗଡ଼ର ଦୁର୍ଗରେ ସର୍ବାଧିକ ଆକ୍ଟିଭ କେସ୍‌ ରହିଛି। କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ୧୦ ଜିଲ୍ଲା ମଧ୍ୟରେ ମହାରାଷ୍ଟ୍ରର ୭ଟି ସ୍ଥାନ ରହିଛି। ପୁଣେ, ମୁମ୍ବାଇ, ଥାନେ, ନାଗପୁର, ନାଶିକ, ବେଙ୍ଗାଲୁରୁ, ଔରଙ୍ଗାବାଦ, ଅହମଦନଗର, ଦିଲ୍ଲୀ ଓ ଦୁର୍ଗରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମହାରାଷ୍ଟ୍ର ସହ ପଞ୍ଜାବ ଓ ଛତିଶଗଡ଼ର ସ୍ଥିତି ଅଧିକ ସଂଗୀନ ରହିଛି। ପଞ୍ଜାବ ଓ ଛତିଶଗଡ଼ରେ ମୃତ୍ୟୁସଂଖ୍ୟା ବଢ଼ୁଥିବା ବେଳେ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story