ଏକ୍ସପ୍ରେସ ୱେ ପାଇଁ ଏନଜିଟିଙ୍କ ଅନୁମତି, କଟାଯିବ ୧୧ ହଜାର ଗଛ

ଡେରାଡୁନ: ପରିବେଶକୁ ନଷ୍ଟ କରି ଲୋକଙ୍କ ପାଇଁ ତିଆରି ହେବ ଏକ୍ସପ୍ରେସ ୱେ। ବହୁ ପ୍ରତିକ୍ଷୀତ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେର ନିର୍ମାଣ କାମ ଜାରି ରଖିବାକୁ ସୋମବାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଅନୁମତି ଦେଇଛନ୍ତି। ତେବେ ଏହି ଏକ୍ସପ୍ରେସ ୱେ ପାଇଁ ୧୧ ହଜାର ଗଛ କଟାଯିବ। ଗଣେଷପୁର-ଅଶୋରଡି ମଧ୍ୟରେ ଏହି ଗଛ ଗୁଡ଼ିକ ରହିଛି। ଏନଜିଟି ପ୍ରକଳ୍ପକୁ ଅନୁମତି ଦେଇଥିବାରୁ ପ୍ରଶାସନ ପକ୍ଷରୁ ଗଛ କଟାକାମ ମଧ୍ୟ ଆରମ୍ଭ କରାଯିବ। ଡେରୁଡୁନର ଗୋଟିଏ ଏନଜିଓ ଗଛ […]

epress-way

epress-way

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 07:28 AM IST

Sports

Latest News

ଡେରାଡୁନ: ପରିବେଶକୁ ନଷ୍ଟ କରି ଲୋକଙ୍କ ପାଇଁ ତିଆରି ହେବ ଏକ୍ସପ୍ରେସ ୱେ। ବହୁ ପ୍ରତିକ୍ଷୀତ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେର ନିର୍ମାଣ କାମ ଜାରି ରଖିବାକୁ ସୋମବାର ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ଅନୁମତି ଦେଇଛନ୍ତି। ତେବେ ଏହି ଏକ୍ସପ୍ରେସ ୱେ ପାଇଁ ୧୧ ହଜାର ଗଛ କଟାଯିବ। ଗଣେଷପୁର-ଅଶୋରଡି ମଧ୍ୟରେ ଏହି ଗଛ ଗୁଡ଼ିକ ରହିଛି। ଏନଜିଟି ପ୍ରକଳ୍ପକୁ ଅନୁମତି ଦେଇଥିବାରୁ ପ୍ରଶାସନ ପକ୍ଷରୁ ଗଛ କଟାକାମ ମଧ୍ୟ ଆରମ୍ଭ କରାଯିବ।

ଡେରୁଡୁନର ଗୋଟିଏ ଏନଜିଓ ଗଛ କଟା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟ ଆବେଦନକୁ ଏନଜିଟିକୁ ପଠାଇ ଦେଇଥିଲେ। ୨୧୦ କିମି ଲମ୍ବ ବିଶିଷ୍ଟ ପ୍ରକଳ୍ପ ନିର୍ମାଣ ବେଳେ environmental impact assessmentକୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟକରିବା ଦରକାର। ହେଲେ ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେ ପାଇଁ କୌଣସି ନିୟମର ପାଳନ କରାଯାଇନି ବୋଲି ଆବେଦନକାରୀ କହିଥିଲେ।

ତେବେ ଟ୍ରିବ୍ୟୁନାଲ କହିଥିଲେ ଯେ ଦିଲ୍ଲୀ-ଡେରୁଡୁନ ପ୍ରକଳ୍ପ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଏକ୍ସପ୍ରେସ ୱେ ଦିଲ୍ଲୀ, ହରିଆଣା, ୱେଷ୍ଟର୍ଣ୍ଣ ଉତ୍ତର ପ୍ରଦେଶ ସହ ଡେରୁଡୁନକୁ ଯୋଡ଼ିବ। କେବଳ ଏହି ଏକ୍ସପ୍ରେସ ୱେ ଉତ୍ତରାଖଣ୍ଡର ରାଜଧାନୀ ସହ ଦେଶର ରାଜଧାନୀକୁ ଯୋଡ଼ିବ ନାହିଁ, ବରଂ ପ୍ରତିରକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିପାରିବ।

ସୀମାନ୍ତକୁ ସହଜରେ ସେନାର ଗାଡ଼ି ଯିବା ଆସିବା କରିପାରିବ। ତେଣୁ ଏହି ଏକ୍ସପ୍ରେସ ୱେ ଜରୁରୀ ବୋଲି ଏନଜିଟି କହିଛନ୍ତି। ଏନଜିଟି ଉତ୍ତରାଖଣ୍ଡର ମୁଖ୍ୟ ସଚିବଙ୍କ ନେତୃତ୍ୱରେ ୧୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ଏଥିରେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଉତ୍ତରାଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟମାନେ ରହିବେ। ଏହି କିମିଟି ପୂରା ପ୍ରକଳ୍ପ ଉପରେ ନଜର ରଖିବ। ପରିବେଶ ଉପରେ ପଡ଼ିବାକୁ ଥିବା କୁପ୍ରଭାବ ଓ ଅଧିଗ୍ରହଣ କାମକୁ ଏହି କମିଟି ମଧ୍ୟ ତଦାରଖ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story