ଏପ୍ରିଲ ୧୭ ଯାଏ ନାଇଟ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ

ନୋଏଡା: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଗୋଟିଏ ପରେ ଗୋଟିଏ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ ହେବାରେ ଲାଗିଛି। ଏହି ତାଲିକାରେ ଆଜି ନୋଏଡା ସାମିଲ ହୋଇଛି। ନୋଏଡାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହା ଏପ୍ରିଲ ୧୭ ଯାଏ ବଳବତ୍ତର ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ […]

Corona

Corona

Hemant Lenka
  • Published: Thursday, 08 April 2021
  • Updated: 08 April 2021, 04:18 PM IST

Sports

Latest News

ନୋଏଡା: କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଗୋଟିଏ ପରେ ଗୋଟିଏ ସ୍ଥାନରେ ଲକଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ ହେବାରେ ଲାଗିଛି। ଏହି ତାଲିକାରେ ଆଜି ନୋଏଡା ସାମିଲ ହୋଇଛି। ନୋଏଡାରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଆଜିଠାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହା ଏପ୍ରିଲ ୧୭ ଯାଏ ବଳବତ୍ତର ରହିବ। ରାତି ୧୦ଟାରୁ ସକାଳ ୫ଟା ଯାଏ ଲାଗୁ ହେବାକୁ ଥିବା କର୍ଫ୍ୟୁ ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ।

ନାଇଟ କର୍ଫ୍ୟୁ ବ୍ୟତୀତ କରୋନା ଉପରେ ବ୍ରେକ ଲଗାଇବାକୁ ଜିଲ୍ଲା ପ୍ରଶାସନ ଏପ୍ରିଲ ୧୭ ଯାଏ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରକୁ ବନ୍ଦ ଘୋଷଣା କରିଛନ୍ତି। ତେବେ ମେଡିକାଲ, ପାରା ମେଡିକାଲ ଓ ନର୍ସିଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବନି। ଯଦି ଏହି ସମୟରେ କୌଣସି ଶିକ୍ଷାନୁଷ୍ଠାନରେ ପରୀକ୍ଷା ରହିଛି, ତା’ହେଲେ କଟକଣାରୁ ଏହାକୁ ବାଦ ଦିଆଯିବ।

ପ୍ରଶାସନ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ କରୋନା ପାଇଁ ଲାଗୁ ହୋଇଥିବା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିବେଦନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story