ନୀତୀଶ କୁମାରଙ୍କ ଇଫତାର ପାର୍ଟିରେ ତେଜସ୍ୱୀଙ୍କୁ ନେଇ ଚର୍ଚ୍ଚା

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇଫତାର ପାର୍ଟିକୁ ନେଇ ଚର୍ଚ୍ଚା। ନୀତୀଶ ଆଜି ଇଫତାର ପାର୍ଟି ଆୟୋଜନ କରିଥିବା ବେଳେ ଏଥିରେ ବିରୋଧୀ ଆରଜେଡିର ନେତା ତେଜସ୍ୱୀ ଯାଦବ ଯୋଗଦେଇଥିଲେ। ଏହାପୂର୍ବରୁ ଶୁକ୍ରବାର ତେଜସ୍ୱୀ ଯାଦବ ଆୟୋଜନ କରିଥିବା ଇଫତାର ପାର୍ଟିରେ ବି ନୀତୀଶ କୁମାର ଯୋଗଦେଇଥିଲେ। କ୍ରମାଗତ ଭାବେ ଦୁଇ ଜଣ ପରସ୍ପରକୁ ଭେଟିବା ନୂଆ ରାଜନୀତିକ ସମୀକରଣ ଆଡ଼କୁ ଇଙ୍ଗିତ କରିଛି। ନୀତୀଶ କୁମାରଙ୍କ ଇଫତାର ପାର୍ଟିର ଫଟୋ ସାମ୍ନାକୁ ଆସିଛି। ଏଥିରେ […]

Nitish

Nitish

Hemant Lenka
  • Published: Thursday, 28 April 2022
  • Updated: 29 April 2022, 12:22 PM IST

Sports

Latest News

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଇଫତାର ପାର୍ଟିକୁ ନେଇ ଚର୍ଚ୍ଚା। ନୀତୀଶ ଆଜି ଇଫତାର ପାର୍ଟି ଆୟୋଜନ କରିଥିବା ବେଳେ ଏଥିରେ ବିରୋଧୀ ଆରଜେଡିର ନେତା ତେଜସ୍ୱୀ ଯାଦବ ଯୋଗଦେଇଥିଲେ। ଏହାପୂର୍ବରୁ ଶୁକ୍ରବାର ତେଜସ୍ୱୀ ଯାଦବ ଆୟୋଜନ କରିଥିବା ଇଫତାର ପାର୍ଟିରେ ବି ନୀତୀଶ କୁମାର ଯୋଗଦେଇଥିଲେ। କ୍ରମାଗତ ଭାବେ ଦୁଇ ଜଣ ପରସ୍ପରକୁ ଭେଟିବା ନୂଆ ରାଜନୀତିକ ସମୀକରଣ ଆଡ଼କୁ ଇଙ୍ଗିତ କରିଛି।

ନୀତୀଶ କୁମାରଙ୍କ ଇଫତାର ପାର୍ଟିର ଫଟୋ ସାମ୍ନାକୁ ଆସିଛି। ଏଥିରେ ନୀତୀଶ କୁମାରଙ୍କ ପାଖରେ ଉପ ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଗୋଟିଏ ସୋଫାରେ ବସିଛନ୍ତି। ସେହିପରି ଆଉ ଗୋଟିଏ ସୋଫାରେ ତେଜସ୍ୱୀ ବସିଛନ୍ତି। ଇଫତାର ପାର୍ଟିରେ ଯୋଗଦେବା ପରେ ତେଜସ୍ୱୀ ଓ ତାଙ୍କ ଭାଇ ତେଜ ପ୍ରତାପ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ବାହାର ପର୍ଯ୍ୟନ୍ତ ଛାଡ଼ିବାକୁ ମଧ୍ୟ ଆସିଥିଲେ।

ନୀତୀଶ କୁମାରଙ୍କ ତାଙ୍କ ବିହାର ସହଯୋଗୀ ବିଜେପି ଦିଲ୍ଲୀ ପଠାଇ ଆଉ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏସବୁ ଭିତରେ ହିଁ ନୀତୀଶ କୁମାରଙ୍କ ବନ୍ଧୁତା ତେଜସ୍ୱୀଙ୍କ ସହ ବଢ଼ୁଛି। ସେହିପରି ଅନେକ ପ୍ରସଙ୍ଗରେ ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟରେ ତିକ୍ତତା ମଧ୍ୟ ଦେଖାଯାଉଛି।

ବିଶେଷ କରି ଜାତିଭିତ୍ତିକ ଜନଗଣନା, ମଦ ବ୍ୟାନ ଓ ବିହାରରେ ଏନଡିଏର ନେତୃତ୍ୱ ଭଳି ପ୍ରସଙ୍ଗ ଦୁଇ ଦଳ ମଧ୍ୟରେ ଦୂରତା ସୃଷ୍ଟି କରୁଛି। ତେଣୁ ବିଜେପି କେତେବେଳି ବି ନୀତୀଶ କୁମାରଙ୍କୁ ଗାଦିଚ୍ୟୁତ କରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ନୀତୀଶ କୁମାର ଆରଜେଡି ପ୍ରତି ଢଳୁ ଥିବା କୁହାଯାଉଛି।

ବିହାର ବିଧାନସଭା ନିର୍ବାଚନରେ ବିଜେପି ଓ ଜେଡିୟୁ ଏକାଠି ଲଢ଼ିଥିଲେ। ଜେଡିୟୁ ୪୩ଟି ଆସନ ଜିତିଥିବା ବେଳେ ବିଜେପି ୭୪ଟି ଆସନରେ ବାଜିମାତ କରିଥିଲା। ତଥାପି ନୀତୀଶ କୁମାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସରକାର ପରିଚାଳନା ବିଜେପି କରୁଛି। ଏହାକୁ ନେଇ ଦୁଇ ଦଳ ମଧ୍ୟରେ ଅନେକ ଥର ତିକ୍ତତା ମଧ୍ୟ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଶୁକ୍ରବାର ତେଜସ୍ୱୀ ଆୟୋଜନ କରିଥିବା ଇଫତାର ପାର୍ଟିରେ ନୀତୀଶ କୁମାର ଦୀର୍ଘ ୫ ବର୍ଷ ପରେ ହିଁ ଯୋଗଦେଇଥିଲେ। ୨୦୧୭ରେ ତେଜସ୍ୱୀଙ୍କୁ ଛାଡ଼ି ନୀତୀଶ କୁମାର ବିଜେପିର ହାତ ଧରିଥିଲେ। ସେବେଠାରୁ ସେ ଆଉ ତେଜସ୍ୱୀଙ୍କ ପାର୍ଟିରେ ଯୋଗଦେଇ ନଥିଲେ। ହେଲେ ଏବେ ସେ ଇଫତାର ପାର୍ଟିରେ ଯୋଗଦେଇଥିବାରୁ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହେବାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story