ଭଲ ଖବର: ଏଯାଏ ଟିକାକୁ ଅକାମୀ କରିବା ଭଳି କରୋନାର କୌଣସି ରୂପ ଆସିନି

ୱାଶିଂଟନ: ମହାମାରୀ କରୋନା ଭାଇରସ କ୍ରମାଗତ ଭାବେ ରୂପ ବଦଳାଇବାରେ ଲାଗିଛି। ବିଭିନ୍ନ ପ୍ରକାରର କରୋନା ଷ୍ଟ୍ରେନରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଅନେକ ସମୟରେ କରୋନାକୁ ମାତ ଦେବାକୁ ଏବେ ତିଆରି ହୋଇଥିବା ଟିକା କ’ଣ ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ କି ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଉଛି। ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। କରୋନା ଏଯାଏ ଯେତେ ରୂପ ବଦଳାଇ ଥିଲେ […]

WHO

WHO

Hemant Lenka
  • Published: Tuesday, 25 May 2021
  • Updated: 25 May 2021, 04:20 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନା ଭାଇରସ କ୍ରମାଗତ ଭାବେ ରୂପ ବଦଳାଇବାରେ ଲାଗିଛି। ବିଭିନ୍ନ ପ୍ରକାରର କରୋନା ଷ୍ଟ୍ରେନରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି। ଅନେକ ସମୟରେ କରୋନାକୁ ମାତ ଦେବାକୁ ଏବେ ତିଆରି ହୋଇଥିବା ଟିକା କ’ଣ ନୂଆ ଷ୍ଟ୍ରେନକୁ ମାତ ଦେବାରେ ସକ୍ଷମ କି ବୋଲି ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଉଛି।

ଏସବୁ ଭିତରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ଆଶ୍ୱସ୍ତ କରିବା ଭଳି ଖବର ଦେଇଛି। କରୋନା ଏଯାଏ ଯେତେ ରୂପ ବଦଳାଇ ଥିଲେ ହେଁ ବିଶ୍ୱରେ ପ୍ରଚଳିତ କୌଣସି ଟିକାକୁ ଅକାମୀ କରିବାକୁ ସକ୍ଷମ ନୁହେଁ। କିନ୍ତୁ ଭବିଷ୍ୟତରେ ସ୍ଥିତି କ’ଣ ହେବ, ସେ ବିଷୟରେ କାହାକୁ କିଛି ଜଣାନାହିଁ ବୋଲି ସଂଗଠନର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରିୟସ କହିଛନ୍ତି।

ହୁ’ର ୭୪ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ସେ କହିଛନ୍ତି, ଏଯାଏ ସାମ୍ନାକୁ ଆସିଥିବା କରୋନାର କୌଣସି ଭ୍ୟାରିଏଣ୍ଟ ଟିକା କିମ୍ବା ଚିକିତ୍ସା ପଦ୍ଧତି ଗୁରୁତର ଭାବେ ଦୁର୍ବଳ କରିବାର ସକ୍ଷମ ହୋଇନାହିଁ। କିନ୍ତୁ ଆଗକୁ ଯେ ଏପରି ଅବସ୍ଥା ଲାଗି ରହିବ, ତା’ର କୌଣସି ଗ୍ୟାରେଣ୍ଟି ନାହିଁ।

ଭାଇରସ ନିୟମିତ ଭାବେ ତା’ର ରୂପ ବଦଳାଇବାରେ ଲାଗିଛି। ତଥାପି ଆମକୁ ଲୋକଙ୍କୁ ଯଥାଶୀଘ୍ର ଟିକା ଦେବାକୁ ପଡ଼ିବ। ଏଥିପାଇଁ ସବୁ ଦେଶ ପ୍ରୟାସ କରିବା ଦରକାର। ସେପ୍ଟେମ୍ବର ସୁଦ୍ଧା ସବୁ ଦେଶ ସେମାନଙ୍କ ଜନସଂଖ୍ୟାର ୧୦% ଲୋକଙ୍କର ସଂପୂର୍ଣ୍ଣ ଟିକାକରଣ କରିବା ଦରକାର। ସେହିପରି ୩୦% ଲୋକଙ୍କୁ ଡିସେମ୍ବର ଶେଷ ସୁଦ୍ଧା ଟିକା ଦେବାକୁ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଘେବ୍ରିୟସ ଟିକାକୁ ସଂରକ୍ଷଣ କରି ରଖିଥିବା ଦେଶଗୁଡ଼ିକୁ ଅନ୍ୟମାନଙ୍କ ସହ ଏହାକୁ ଶେୟାର କରିବା ପାଇଁ ଆହ୍ୱାନ କରିଛନ୍ତି। ସେହିପରି ଟିକାର ଉତ୍ପାଦନ ବୃଦ୍ଧି କରିବା ସହ ଅନ୍ୟମାନଙ୍କୁ ଏହା ବାଣ୍ଟିବା ପାଇଁ ସେ ବିକଶିତ ରାଷ୍ଟ୍ରଗୁଡ଼ିକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story