ଲୁଚିଥିବା ଠିକଣା ନ କହିବା ଯାଏ ପରମବୀରଙ୍କ ଆବେଦନର ଶୁଣାଣି ହେବନି

ନୂଆଦିଲ୍ଲୀ: ପଳାତକ ଘୋଷିତ ମୁମ୍ବାଇର ପୂର୍ବତନ ପୁଲିସ କମିଶନ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ନାଁରେ ଏକାଧିକ ବଟି ଆଦାୟ ଓ ଅପରାଧିକ ମାମଲା ରୁଜୁ ହୋଇଛି। ତଥାପି ସେ ପୁଲିସ୍‌ ଆଗରେ ହାଜର ହେଉନାହାନ୍ତି। ଏବେ ସେ ଗିରଫ ହେବାର ଆଶଙ୍କା ପ୍ରକାଶ ପାଇବାରୁ ଆଶ୍ୱସ୍ତି ପାଇଁ ଆଗୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ପରମବୀର ଲୁଚିଥିବା ଠିକଣା ବିଷୟରେ ନ […]

IPS

IPS

Hemant Lenka
  • Published: Thursday, 18 November 2021
  • Updated: 18 November 2021, 02:06 PM IST

Sports

Latest News

ନୂଆଦିଲ୍ଲୀ: ପଳାତକ ଘୋଷିତ ମୁମ୍ବାଇର ପୂର୍ବତନ ପୁଲିସ କମିଶନ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ନାଁରେ ଏକାଧିକ ବଟି ଆଦାୟ ଓ ଅପରାଧିକ ମାମଲା ରୁଜୁ ହୋଇଛି। ତଥାପି ସେ ପୁଲିସ୍‌ ଆଗରେ ହାଜର ହେଉନାହାନ୍ତି।

ଏବେ ସେ ଗିରଫ ହେବାର ଆଶଙ୍କା ପ୍ରକାଶ ପାଇବାରୁ ଆଶ୍ୱସ୍ତି ପାଇଁ ଆଗୁଆ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରିବାକୁ ମନା କରିଦେଇଛନ୍ତି। ଯେଉଁ ପର୍ଯ୍ୟନ୍ତ ପରମବୀର ଲୁଚିଥିବା ଠିକଣା ବିଷୟରେ ନ କହିବେ, ସେ ଯାଏ ତାଙ୍କ ଆବେଦନର ଶୁଣାଣି ହେବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ଆବେଦନକାରୀ ଓକିଲଙ୍କୁ ପରମବୀର ସିଂହଙ୍କ ଠିକଣା ସମ୍ପର୍କରେ ପଚାରିଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ହେବ।

ସୁପ୍ରିମକୋର୍ଟ ଖଣ୍ଡପୀଠ କହିଛନ୍ତି, “ପରମବୀର ସିଂହ କେଉଁଠି? ସେ ତଦନ୍ତରେ ସାମିଲ ହେଉନାହାନ୍ତି। ଆମେ ଜାଣିନୁ ସେ କେଉଁଠି? ସେ ଜଣେ ବରିଷ୍ଠ ଅଧିକାରୀ। କିନ୍ତୁ ତାଙ୍କର ଏପରି କାମ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ ଉଠାଇଛି। କ’ଣ ପରମବୀର ସିଂହ ଦେଶର କେଉଁ ପ୍ରାନ୍ତରେ ଅଛନ୍ତି ନା ବିଦେଶ ଚାଲି ଯାଇଛନ୍ତି? କେଉଁଠି ଲୁଚିଛ, ତା’ର ଠିକଣା କୁହ? ଯେଉଁ ପର୍ଯ୍ୟନ୍ତ ଠିକଣା ସମ୍ପର୍କରେ ନ କହିବ, ସେଯାଏ ଆବେଦନର ଶୁଣାଣି ହେବନି?”

ଏହାପରେ ପରମବୀରଙ୍କ ଓକିଲ ଠିକଣା ସମ୍ପର୍କରେ ସୂଚନା ଦେବା ପାଇଁ କୋର୍ଟଙ୍କୁ ସମୟ ମାଗିଥିଲେ। କୋର୍ଟ ଏହାକୁ ଗ୍ରହଣ କରି ସୋମବାର ଯାଏ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି।

ସୂଚନାଯୋଗ୍ୟ, ପରମବୀରଙ୍କ ବିରୋଧରେ ୫ରୁ ଅଧିକ ମାମଲା ରହିଛି। ବିଭିନ୍ନ ବଟି ଆଦାୟ ମାମଲାରେ ତାଙ୍କ ନାଁରେ ଏକାଧିକ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି। ତଥାପି ୨୦୨୧ ସେପ୍ଟେମ୍ବର ମାସରୁ ତାଙ୍କର ପତ୍ତା ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story