କାରୋନା ଭାଇରସ ପ୍ରସଙ୍ଗରେ ଚାଇନାକୁ ହୁ’ର କ୍ଲିନଚିଟ୍‌

ଉହାନ: ସାରା ବିଶ୍ୱରେ ଭୟଙ୍କର ସ୍ଥତି ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ଉତ୍ପତ୍ତି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଚାଇନାକୁ କ୍ଲିନଚିଟ୍‌ ଦେଇଛି। କରୋନାର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ହୁ’ର ଟିମ୍‌ ଚାଇନା ଗସ୍ତରେ ଯାଇଥିଲେ ହେଁ ଏହାକୁ ଠାବ କରିପାରିନାହିଁ। ସେହିପରି ଚାଇନାର ଉହାନ ଲ୍ୟାବ୍‌ରୁ କରୋନା ଭାଇରସକୁ ଲିକ୍‌ କରାଯାଇଥିବା ଅଭିଯୋଗରେ ମଧ୍ୟ ହୁ’ର ଟିମ୍‌ ପୂର୍ଣ୍ଣଚ୍ଛେଦ ଟାଣିଛି। ଉହାନ ଲ୍ୟାବ୍‌ରୁ ହିଁ ଭାଇରସ ଲିକ୍‌ ହେବା ପରେ ସାରା ବିଶ୍ୱକୁ […]

Wuhan

Wuhan

Hemant Lenka
  • Published: Tuesday, 09 February 2021
  • Updated: 09 February 2021, 06:22 PM IST

Sports

Latest News

ଉହାନ: ସାରା ବିଶ୍ୱରେ ଭୟଙ୍କର ସ୍ଥତି ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ଉତ୍ପତ୍ତି ପ୍ରସଙ୍ଗରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ’) ଚାଇନାକୁ କ୍ଲିନଚିଟ୍‌ ଦେଇଛି। କରୋନାର ଉତ୍ପତ୍ତି ସ୍ଥଳ ଜାଣିବା ପାଇଁ ହୁ’ର ଟିମ୍‌ ଚାଇନା ଗସ୍ତରେ ଯାଇଥିଲେ ହେଁ ଏହାକୁ ଠାବ କରିପାରିନାହିଁ।

ସେହିପରି ଚାଇନାର ଉହାନ ଲ୍ୟାବ୍‌ରୁ କରୋନା ଭାଇରସକୁ ଲିକ୍‌ କରାଯାଇଥିବା ଅଭିଯୋଗରେ ମଧ୍ୟ ହୁ’ର ଟିମ୍‌ ପୂର୍ଣ୍ଣଚ୍ଛେଦ ଟାଣିଛି। ଉହାନ ଲ୍ୟାବ୍‌ରୁ ହିଁ ଭାଇରସ ଲିକ୍‌ ହେବା ପରେ ସାରା ବିଶ୍ୱକୁ ବ୍ୟାପିଥିଲା ବୋଲି ଆମେରିକା ସମେତ ଏକାଧିକ ରାଷ୍ଟ୍ର ଅଭିଯୋଗ କରିଥିଲେ। ହେଲେ ହୁ’ର ବିଶେଷଜ୍ଞ ଟିମ୍‌ ଏନେଇ କୌଣସି ପ୍ରମାଣ ପାଇନାହିଁ।

ବିଶେଷଜ୍ଞଙ୍କ ମତରେ ସାରା ବିଶ୍ୱରେ ୨.୩ ମିଲିୟନରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଥିବା କରୋନା ଭାଇରସ ବାଦୁଡ଼ିରୁ ହିଁ ମଣିଷ ଶରୀରକୁ ପ୍ରବେଶ କରିଛି। ଏହାପରେ ଏହା ସାରା ବିଶ୍ୱକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟମାନେ ଚାଇନାରେ ପହଞ୍ଚି ବେଶ କିଛି ଦିନ ଧରି କରୋନା ଭାଇରସର ଉତ୍ପତ୍ତିସ୍ଥଳ ଜାଣିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଲ୍ୟାବରେ ଥିବା ବାଦୁଡ଼ିର ଷ୍ଟ୍ରେନ ଓ କରୋନା ଭାଇରସର ଷ୍ଟ୍ରେନକୁ ଯାଞ୍ଚ କରାଇଥିଲେ।

ହେଲେ ସେମାନେ ଭାଇରସର ଉତ୍ପତ୍ତି ସ୍ଥଳ ଠାବ କରି ପାରିନାହାନ୍ତି। ଯାଞ୍ଚ ବେଳେ ହୁ’ର ସଦସ୍ୟମାନଙ୍କୁ ଚାଇନାର ବିଶେଷଜ୍ଞମାନେ ମଧ୍ୟ ସହାୟତା କରିଥିଲେ। ସେହିପରି ହୁ’ର ସଦସ୍ୟମାନେ କହିଛନ୍ତି ଯେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନରେ କୌଣସି ପ୍ରକାରର କରୋନା ଭାଇରସର ଚିହ୍ନବର୍ଣ୍ଣ ନଥିଲା।

ଏଠାରେ ୨୦୧୯ ଡିସେମ୍ବରରୁ ହିଁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା। ସେହିପରି ଲ୍ୟାବ୍‌ରୁ ଯେ ଭାଇରସ ଲିକ୍‌ ହୋଇଛି, ତାହା କହିବା ଅସମ୍ଭବ। କାରଣ ଯାଞ୍ଚ ବେଳେ ଏ ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story