ଶନିବାର ଠାରୁ ଆଉ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କଲବଲ କରୁଥିବା ମହାମାରୀ କରୋନାର ପ୍ରକୋପ ଏବେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଆଉ କିଛି ବି କରୋନା କଟକଣା ଲାଗୁ ହେବନି। ଏପ୍ରିଲ ୨ରୁ ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଲାଗୁ କରିଥିବା ସଂକ୍ରାମକ ଆଇନ ଓ ବିପର୍ଯ୍ୟୟ ପ୍ରଶମନ […]

Mask

Mask

Hemant Lenka
  • Published: Thursday, 31 March 2022
  • Updated: 31 March 2022, 06:12 PM IST

Sports

Latest News

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କଲବଲ କରୁଥିବା ମହାମାରୀ କରୋନାର ପ୍ରକୋପ ଏବେ ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨ ତାରିଖରୁ ମହାରାଷ୍ଟ୍ରର କୌଣସି ସ୍ଥାନରେ ଆଉ କିଛି ବି କରୋନା କଟକଣା ଲାଗୁ ହେବନି।

ଏପ୍ରିଲ ୨ରୁ ରାଜ୍ୟ ସରକାର ମହାମାରୀ କରୋନା ପାଇଁ ଲାଗୁ କରିଥିବା ସଂକ୍ରାମକ ଆଇନ ଓ ବିପର୍ଯ୍ୟୟ ପ୍ରଶମନ ଆଇନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପ୍ରସ୍ତାବ ଉପରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟରେ ଅନୁମୋଦନ ଲାଭ କରିଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି।

କଟକଣା ହଟାଇବା ସହ ମହାରାଷ୍ଟ୍ର ସରକାର ମାସ୍କ ପିନ୍ଧିବା ନିୟମରେ ମଧ୍ୟ ପରିବର୍ତ୍ତନ କରିବେ। ଆସନ୍ତା ଶନିବାର ଠାରୁ ଆଉ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବନାହିଁ। ସେହିପରି ଲୋକାଲ ଟ୍ରେନରେ ଯାତ୍ରା କରିବା ପାଇଁ ଡବଲ ଡୋଜ୍‌ ଟିକା ଜରୁରୀ ନିୟମକୁ ମଧ୍ୟ ସରକାର ଶନିବାର ଠାରୁ ପ୍ରତ୍ୟାହାର କରିନେବ।

ମନ୍ତ୍ରୀ ଟୋପେ କହିଛନ୍ତି, ମହାମାରୀ ଆଇନକୁ ପ୍ରତ୍ୟାହାର କରାଯାଇଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଲୋକମାନେ ଅବହେଳା କରିବେ ଓ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରିବେ ନାହିଁ। ସମସ୍ତେ ସବୁବେଳେ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଏହାପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଦେଶରେ ଲାଗୁ ହୋଇଥିବା ମହାମାରୀ ଆଇନକୁ ପ୍ରତ୍ୟାହାର କରିଥିଲେ।

ଆଜି ଓଡ଼ିଶା ସରକାର ମଧ୍ୟ ମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା କରାଯାଉଥିବାବେଳେ ଏହି ମହାମାରୀ ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି। ଦେଶରେ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହେବା ପରେ ଓଡ଼ିଶା ସରକାର ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହାକୁ ମହାମାରୀ ଘୋଷଣା କରିବା ସହ ବିପର୍ଯ୍ୟୟ ଆଇନ-୨୦୦୫ ଅନ୍ତର୍ଗତ ଏହାର ପରିଚାଳନା କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story