ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟଙ୍କ ନାଁରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା

ମୁମ୍ବାଇ: ଆଇପିଏସ୍‌ ତଥା ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ଆଜି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଶ୍ରୀ ସିଂହଙ୍କ ବିରୋଧରେ ଏକାଧିକ ଲୁଟ ଓ ବଟି ଆଦାୟ ସହ ଠକେଇ ଭଳି ମାମଲା ରହିଛି। ପୁଲିସ୍‌ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ଆଜି ଏଥିପାଇଁ ଥାନେର ଗୋଟିଏ କୋର୍ଟ ତାଙ୍କ ନାଁରେ ଏପରି […]

Parmbir

Parmbir

Hemant Lenka
  • Published: Thursday, 28 October 2021
  • Updated: 28 October 2021, 07:01 PM IST

Sports

Latest News

ମୁମ୍ବାଇ: ଆଇପିଏସ୍‌ ତଥା ମୁମ୍ବାଇର ପୂର୍ବତନ ପୁଲିସ୍‌ ମୁଖ୍ୟ ପରମବୀର ସିଂହଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ଆଜି କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ଶ୍ରୀ ସିଂହଙ୍କ ବିରୋଧରେ ଏକାଧିକ ଲୁଟ ଓ ବଟି ଆଦାୟ ସହ ଠକେଇ ଭଳି ମାମଲା ରହିଛି। ପୁଲିସ୍‌ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ ବାରମ୍ବାର ନୋଟିସ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ।

ଆଜି ଏଥିପାଇଁ ଥାନେର ଗୋଟିଏ କୋର୍ଟ ତାଙ୍କ ନାଁରେ ଏପରି ଗିରଫ ପରୱାନା ଜାରି କରିଛନ୍ତି। ପରମବୀର ଦୀର୍ଘ ୨୦୫ ଦିନ ହେଲା ଫେରାର ରହିଛନ୍ତି। ତାଙ୍କର କୌଣସି ଖୋଜ ଖବର ପୁଲିସ୍‌ ପାଖରେ ନାହିଁ।

ମୁମ୍ବାଇ ପୁଲିସ୍‌ର କ୍ରାଇମବ୍ରାଞ୍ଚ ପରମବୀର ସିଂହଙ୍କ ବିରୋଧରେ ଆସିଥିବା ବଟି ଆଦାୟ ମାମଲାର ତଦନ୍ତ କରୁଛି। କ୍ରାଇମବ୍ରାଞ୍ଚ ବାରମ୍ବାର ନିଜର ପୂର୍ବତନ ବସ୍‌ ପରମବୀରଙ୍କୁ ଜେରା ପାଇଁ ଡାକୁ ଥିଲେ ମଧ୍ୟ ସେ କୌଣସି ପ୍ରକାରର ଉତ୍ତର ଦେଉ ନଥିଲେ। ଏଥିପାଇଁ ମହାରାଷ୍ଟ୍ର ସରକାର ସୋମବାର ଠାରୁ ତାଙ୍କୁ ଫେରାର ବ୍ୟକ୍ତି ଦର୍ଶାଇବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏସବୁ ଭିତରେ ଥାନେର ଗୋଟିଏ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି।

ଚଳିତ ବର୍ଷ ଜୁଲାଇ ୨୩ରେ ପରମବୀର, ପୁଲିସ୍‌ ବିଭାଗରୁ ବିଦା ହୋଇଥିବା ସଚିନ ବାଜେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ବଟି ଆଦାୟ ମାମଲା ଗୋରେଗାଓଁ ପୁଲିସ୍‌ ଷ୍ଟେନରେ ରୁଜୁ କରାଯାଇଥିଲା। ଏହାପରେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ପରମବୀର ଫେରାର ହେବା ପୂର୍ବରୁ ମହାରାଷ୍ଟ୍ରର ତତ୍କାଳୀନ ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଅନୀଲ ଦେଶମୁଖ ନିଜ ମନ୍ତ୍ରୀ ପଦର ଫାଇଦା ଉଠାଇ ସଚିନ ବାଜେ ଓ ଅନ୍ୟ ପୁଲିସ୍‌ କର୍ମଚାରୀଙ୍କୁ ମାସିକ ବିଭିନ୍ନ ରେଷ୍ଟୁରାଣ୍ଟ ଏବଂ ବାର୍‌ ମାଲିକଙ୍କ ଠାରୁ ୧୦୦ କୋଟି ଟଙ୍କା ଆଦାୟ କରିବାକୁ କହିଥିବା ପରମବୀର ଅଭିଯୋଗ କରିଥିଲେ।

ଏହାକୁ ନେଇ ହଇଚଇ ସୃଷ୍ଟି ହେବାରୁ ଅନୀଲଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ଏବେ ସିବିଆଇ ଓ ଇଡି ଦେଶମୁଖଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରୁଛନ୍ତି। ହେଲେ ଅଭିଯୋଗ ଆଣିଥିବା ପରମବୀର ନିଜେ ବଟି ଆଦାୟ ମାମଲାରେ ଫସି ଫେରାର ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story