ଜୀବନ ହାରିଲେ ଏନଟିଆରଙ୍କ ଝିଅ

ହାଇଦ୍ରାବାଦ: ଜୀବନ ହାରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଅଭିନେତା ଏନଟି ରାମା ରାଓ(ଏନଟିଆର)ଙ୍କ ଝିଅ କେ ଉମା ମାହେଶ୍ୱରୀ। ଆଜି ତାଙ୍କର ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ଦୀର୍ଘ ମାସ ହେଲାଣି ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି। ଆଜି ଜୁବଲି ହିଲ୍ସରେ ଥିବା ଘର ମଧ୍ୟରୁ […]

Uma

Uma

Hemant Lenka
  • Published: Monday, 01 August 2022
  • Updated: 01 August 2022, 05:49 PM IST

Sports

Latest News

ହାଇଦ୍ରାବାଦ: ଜୀବନ ହାରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଂଗତ ଅଭିନେତା ଏନଟି ରାମା ରାଓ(ଏନଟିଆର)ଙ୍କ ଝିଅ କେ ଉମା ମାହେଶ୍ୱରୀ। ଆଜି ତାଙ୍କର ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର କରାଯାଇଛି। ଦୀର୍ଘ ମାସ ହେଲାଣି ଉମା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଇ ଗତି କରୁଥିଲେ। ସେହିପରି ତାଙ୍କର ଏକାଧିକ ଚିକିତ୍ସା ମଧ୍ୟ ଚାଲିଥିଲା। ସମ୍ଭବତଃ ଏହି କାରଣ ପାଇଁ ସେ ଜୀବନ ହାରିଥିବା କୁହାଯାଉଛି।

ଆଜି ଜୁବଲି ହିଲ୍ସରେ ଥିବା ଘର ମଧ୍ୟରୁ ଉମାଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକ ଉଦ୍ଧାର କରିଛନ୍ତି। ସେ ଘରେ ଥିବା ଫ୍ୟାନରେ ରଶି ଲଗାଇ ଝୁଲି ପଡ଼ିଛନ୍ତି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ତାଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ଜୁବଲି ହିଲ୍ସର ପୁଲିସ୍ ଅଧିକାରୀ ରାଜଶେଖର ରେଡ୍ଡୀ କହିଛନ୍ତି, “ପ୍ରାଥମିକ ତଦନ୍ତରୁ ଉମା ମାହେଶ୍ୱରୀ ସ୍ୱାସ୍ଥ୍ୟ ଜନିତ କାରଣ ପାଇଁ ଅବସାଦରେ ରହିଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଗୋଟିଏ ମାମଲା ରୁଜୁ ହୋଇଛି ଓ ଶବକୁ ଓସମାନିଆ ହସ୍ପିଟାଲକୁ ପଠା ଯାଇଛି।”

ଟିଡିପିର ପ୍ରତିଷ୍ଠାତା ଏନଟିଆରଙ୍କ ୪ ଝିଅଙ୍କ ମଧ୍ୟରୁ ଉମା ହେଉଛନ୍ତି ସବୁଠାରୁ ସାନ। ସେ ହଠାତ୍‌ ଆତ୍ମହତ୍ୟା କରିଥିବାରୁ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସେହିପରି ହସ୍ପିଟାଲରେ ପରିବାର ଲୋକଙ୍କ ଭିଡ଼ ଜମିଛି।

୧୯୮୨ ମସିହାରେ ଏନଟିଆର ଟିଡିପି ଗଠନ କରିଥିଲେ। ପାର୍ଟି ଗଠନ କରିବାର ୯ ମାସ ମଧ୍ୟରେ ସେ ଅବିଭକ୍ତ ଆନ୍ଧ୍ରରେ ନିର୍ବାଚନ ଜିତି କଂଗ୍ରେସ ରାଜରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ତେବେ ୧୯୯୬ରେ ୭୨ ବର୍ଷୀୟ ଏନଟିଆରଙ୍କ ଦେହାନ୍ତ ହୋଇଥିଲା। ଜ୍ୱାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ବିଦ୍ରୋହ ଯୋଗୁ ଏନଟିଆର ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ। ଏହାର କିଛି ମାସ ପରେ ହିଁ ଏନଟିଆରଙ୍କ ଦେହାନ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story