ଡେଲ୍ଟା ସହ ସମାନ ରହିବ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା, ଜାନୁଆରୀରେ ହିଁ ପିକ୍‌!

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ପ୍ରବେଶ କରିସାରିଲାଣି। ବିଶେଷ କରି ମେଟ୍ରୋ ସହରରେ ଓମିକ୍ରନ ଜନିତ ସଂକ୍ରମଣ ଯୋଗୁ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ଏହା ଡେଲ୍ଟା ଭାରିଏଣ୍ଟ ଭଳି ଘାତକ ହେଉ ନାହିଁ। କିନ୍ତୁ ଏହାର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଡେଲ୍ଟା ଭଳି ସ୍ଥିତି ସୃଷ୍ଟି କରିପାରେ। ଏହାର ଅର୍ଥ ଡେଲ୍ଟା ଭାରିଏଣ୍ଟ ବେଳେ ଯେଉଁଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା, ଠିକ ଅନୁରୂପ ଭାବେ ଓମିକ୍ରନ ଭାରିଏଣ୍ଟ ସଂଖ୍ୟା ବୃଦ୍ଧି କରିବ। […]

Pick

Pick

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 10:29 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ପ୍ରବେଶ କରିସାରିଲାଣି। ବିଶେଷ କରି ମେଟ୍ରୋ ସହରରେ ଓମିକ୍ରନ ଜନିତ ସଂକ୍ରମଣ ଯୋଗୁ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି। ଏହା ଡେଲ୍ଟା ଭାରିଏଣ୍ଟ ଭଳି ଘାତକ ହେଉ ନାହିଁ। କିନ୍ତୁ ଏହାର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଡେଲ୍ଟା ଭଳି ସ୍ଥିତି ସୃଷ୍ଟି କରିପାରେ।

ଏହାର ଅର୍ଥ ଡେଲ୍ଟା ଭାରିଏଣ୍ଟ ବେଳେ ଯେଉଁଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିଲା, ଠିକ ଅନୁରୂପ ଭାବେ ଓମିକ୍ରନ ଭାରିଏଣ୍ଟ ସଂଖ୍ୟା ବୃଦ୍ଧି କରିବ। ଏପରି କି ସଂକ୍ରମିତଙ୍କ ସଂଖ୍ୟା ଡେଲ୍ଟା ତୁଳନାରେ ଓମିକ୍ରନ ବେଳେ ଅଧିକ ରହିପାରେ। ଜାନୁଆରୀ ମାସରେ ହିଁ ଓମିକ୍ରନ ଦେଶରେ ସର୍ବୋଚ୍ଚସ୍ତରରେ ପହଞ୍ଚିବ ବୋଲି ଆଇଏଚ୍‌ଏମର ନିର୍ଦ୍ଦେଶକ ଡା କ୍ରିଷ୍ଟୋଫର ମୁରାୟ କହିଛନ୍ତି।

ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତ ସରକାର କରୋନା ସଂକ୍ରମଣକୁ ବେଶ ଭଲ ଭାବେ ନିୟନ୍ତ୍ରଣ କରିଥିବା ଦାବି କରୁଛନ୍ତି। ହେଲେ ମଙ୍ଗଳବାର ଦୈନିକ ସଂକ୍ରମଣ ୫୦ ହଜାର ପାର କରିବା ସରକାରଙ୍କ ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛି। ସଂକ୍ରମଣ ବଢ଼ୁଥିବାରୁ ଡା କ୍ରିଷ୍ଟୋଫର କହିଛନ୍ତି, ଟିକାକରଣ ଦ୍ୱାରା ଓମିକ୍ରନରେ ସଂକ୍ରମିତ ହେବା ପରେ କରୋନାର ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି। ତଥାପି ଏହା ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିବ।

କୌଣସି କଟକଣା ଏହାକୁ ରୋକି ପାରିବ ନାହିଁ। ମାତ୍ର ୨ ମାସ ସମୟ ସୀମା ମଧ୍ୟରେ ବିଶ୍ୱର ୩ ବିଲିୟନ ଲୋକଙ୍କୁ ଓମିକ୍ରନ ସଂକ୍ରମିତ କରିବ। ଏହିକ୍ରମରେ ଭାରତରେ ମଧ୍ୟ ସଂକ୍ରମଣ ବଢ଼ିବ। ଡେଲ୍ଟା ବେଳେ ଯେଉଁ ମାତ୍ରାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଥିଲା, ଓମିକ୍ରନ ମଧ୍ୟ ସମାନ ସଂଖ୍ୟକ ଲୋକଙ୍କୁ ଆକ୍ରାନ୍ତ କରିବ।

ଜାନୁଆରୀ ମଧ୍ୟ ଭାଗରେ ହିଁ ଓମିକ୍ରନ ବିଶ୍ୱର ବିଭିନ୍ନ ସ୍ଥାନରେ ପିକରେ ପହଞ୍ଚିବ। ଏହାଦ୍ୱାରା ସମଗ୍ର ବିଶ୍ୱରେ ଦୈନିକ ୩୫ ମିଲିୟନ ଲୋକ ସଂକ୍ରମିତ ହୋଇପାରନ୍ତି। ଏହା ଏପ୍ରିଲ ମାସରେ ପିକ୍‌ରେ ପହଞ୍ଚିଥିବା ଡେଲ୍ଟା ଜନିତ ସଂକ୍ରମଣ ତୁଳନାରେ ୩ ଗୁଣ ଅଧିକ।
ଭାରତ କଥା ବିଚାରକୁ ନେଲେ, ଜାନୁଆରୀ ଶେଷ ଭାଗ କିମ୍ବା ଫେବୃଆରୀ ପ୍ରଥମ ସପ୍ତାହରେ ଓମିକ୍ରନ ତା’ର ସର୍ବୋଚ୍ଚ ଗତି ଦେଖାଇବ।

ଓମିକ୍ରନରେ ସଂକ୍ରମିତ ହେଲେ ମଧ୍ୟ କୌଣସି ପ୍ରକାରର ଲକ୍ଷଣ ଦେଖାଯିବ ନାହିଁ କିମ୍ବା ବହୁତ କମ ଲକ୍ଷଣ ଦେଖାଯିବ। ସେହିପରି ସଂକ୍ରମଣ ବଢ଼ିବାକୁ ଥିଲେ ବି ବହୁତ କମ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିବ। ମୃତ୍ୟୁର ଆଶଙ୍କା ମଧ୍ୟ କମ ରହିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story