ଗୋଟିଏ କରୋନା ଟିକା ବା ଥରେ ସଂକ୍ରମଣ ସବୁ ପ୍ରକାର କୋଭିଡ ଭୂତାଣୁରୁ ସୁରକ୍ଷା ଦେବ

ନ୍ୟୁୟର୍କ: ପ୍ରଥମଥର ପାଇଁ ଆମେରିକାର ଗୋଟିଏ ଅନୁସନ୍ଧାନକାରୀ ଦଳ ଭଲ ଖବର ପାଇବାକୁ ସକ୍ଷମ ହୋଇଛନ୍ତ। ଏହି ଟିମ୍‌ରେ ଜଣେ ଭାରତୀୟ ବଶଂଦ୍ଭୋବ ଆମେରିକା ବୈଜ୍ଞାନିକ ମଧ୍ୟ ଥିଲେ। ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ କୌଣସି କୋଭିଡ-୧୯ ଟିକା ଓ ପୂର୍ବରୁ କୋଭିଡ ସଂକ୍ରମଣ ହୋଇଥିବା ଲୋକମାନେ ସମସ୍ତ ପ୍ରକାରର କରୋନା ଭାଇରସକୁ ମାତ ଦେବାକୁ ସକ୍ଷମ। ଟିକା ନେଲେ ଓ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ଶରୀରରେ ସମସ୍ତ ପ୍ରକାରର କରୋନା ଭାଇରସକୁ […]

vaccine1

vaccine1

Hemant Lenka
  • Published: Saturday, 16 October 2021
  • Updated: 16 October 2021, 04:18 PM IST

Sports

Latest News

ନ୍ୟୁୟର୍କ: ପ୍ରଥମଥର ପାଇଁ ଆମେରିକାର ଗୋଟିଏ ଅନୁସନ୍ଧାନକାରୀ ଦଳ ଭଲ ଖବର ପାଇବାକୁ ସକ୍ଷମ ହୋଇଛନ୍ତ। ଏହି ଟିମ୍‌ରେ ଜଣେ ଭାରତୀୟ ବଶଂଦ୍ଭୋବ ଆମେରିକା ବୈଜ୍ଞାନିକ ମଧ୍ୟ ଥିଲେ। ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ କୌଣସି କୋଭିଡ-୧୯ ଟିକା ଓ ପୂର୍ବରୁ କୋଭିଡ ସଂକ୍ରମଣ ହୋଇଥିବା ଲୋକମାନେ ସମସ୍ତ ପ୍ରକାରର କରୋନା ଭାଇରସକୁ ମାତ ଦେବାକୁ ସକ୍ଷମ।

ଟିକା ନେଲେ ଓ କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ଶରୀରରେ ସମସ୍ତ ପ୍ରକାରର କରୋନା ଭାଇରସକୁ ମାତ୍‌ ଦେବାର ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ବୋଲି ସେମାନେ କହିଛନ୍ତି।

ଗବେଷଣାର ନେତୃତ୍ୱ ନେଉଥିବା ପାବଲୋ ପେନାଲୋଜା-ମ୍ୟାକମାଷ୍ଟର କହିଛନ୍ତି, ଆମର ଅଧ୍ୟୟନରୁ ଜଣାପଡ଼ିଛି ଯେ ଯେ କୌଣସି କରୋନା ବିରୋଧୀ ଟିକା କରୋନା ଭାଇରସର ସବୁ ପ୍ରକାରର ଭ୍ୟାରିଏଣ୍ଟରୁ ସୁରକ୍ଷା ଦେଇପାରିବ। ସେହିପରି କରୋନା ଭାଇରସରେ ଆକ୍ରାନ୍ତ ହୋଇ ସୁସ୍ଥ ହେଉଥିବା ଲୋକଙ୍କ ଶରୀରରେ ମଧ୍ୟ ଢେର ଦିନ ଯାଏ ରୋଗ ପ୍ରତିରୋଧକ ଶକ୍ତି ରହିଥାଏ।

ଏହି ରୋଗ ପ୍ରତିରୋଧକ ଶକ୍ତି କରୋନା ଭାଇରସର ସବୁ ପ୍ରକାରର ଭୂତାଣୁକୁ ମାତ ଦେବାକୁ ସକ୍ଷମ ହେଉଛି। ଯେଉଁମାନେ କୋଭିଡ ଟିକା ନେଇଥିଲେ ଓ କୋଭିଡରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ନେଇ ଗବେଷଣା କରାଯାଇଥିଲା। ପେନାଲୋଜା-ମ୍ୟାକମାଷ୍ଟର କହିଛନ୍ତି ଯେ ଗବେଷଣାରୁ ଆମେ ଜାଣିବାକୁ ପାଇଛୁ ଯେ ଏପରି ବ୍ୟକ୍ତିମାନଙ୍କ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡି ସାଧାରଣ ଥଣ୍ଡା ରୋଗ ସୃଷ୍ଟିକାରୀ କରୋନା ଭାଇରସ୍, HCoV-OC43କୁ ନିଷ୍କ୍ରିୟ କରିପାରୁଛି।

ତେବେ ଏହି ଆଣ୍ଟିବଡି କେତେଦିନ ଯାଏ ଜଣଙ୍କୁ ସୁରକ୍ଷିତ ରଖୁଛି, ତା’ ଉପରେ ଏବେ ଅଧିକ ଗବେଷଣା ଚାଲିଥିବା ସେ କହିଛନ୍ତି। ଲୋକଙ୍କୁ ରୋଗାକ୍ରାନ୍ତ କରୁଥିବା କରୋନାର ତିନୋଟି ମୁଖ୍ୟ ଭାଇରସ ହେଉଛି Sarbecovirus। ଏଥିରେ SARS-CoV-1 ଷ୍ଟ୍ରେନ୍ ରହିଛି। ଏହି ଷ୍ଟ୍ରେନ ଯୋଗୁ ୨୦୦୩ରେ ସାର୍ସ ବ୍ୟାପିଥିଲା।

ଅନ୍ୟ କରୋନା ଭାଇରସ୍ ହେଉଛି SARS-CoV-2। ଯାହା କୋଭିଡ୍-୧୯ ମହାମାରୀ ପାଇଁ ଦାୟୀ। ଏହାବାଦ ତୃତୀୟ କରୋନା ଭାଇରସ ହେଲା Embecovirus। ଯାହା ସାଧାରଣ ଥଣ୍ଡା ଓ Merbecovirus ସୃଷ୍ଟି କରିଥାଏ। ୨୦୧୨ରେ ମଧ୍ୟପ୍ରାଚ୍ୟ ଦେଶରେ ବ୍ୟାପିଥିବା MERS ଏହି ଭାଇରସ ଯୋଗୁ ଦେଖିବାକୁ ମିଳିଥିଲା।

ଜର୍ଣ୍ଣାଲ୍ ଅଫ୍ କ୍ଲିନିକାଲ୍ ଇନଭେଷ୍ଟିଗେସନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, SARS-CoV-2 ବିରୋଧରେ ଟିକାକରଣ ହୋଇଥିବା ଲୋକଙ୍କ ପ୍ଲାଜମାରେ ସୃଷ୍ଟି ହେଉଥିବା ଆଣ୍ଟିବଡି SARS-CoV-1 ଓ ସାଧାରଣ ଥଣ୍ଡା ସୃଷ୍ଟି କରୁଥିବା କରୋନା ଭାଇରସ୍ (OC43) ବିରୋଧରେ ସୁରକ୍ଷା ଯୋଗାଉଛି।

୨୦୦୪ ମସିହାରେ ବିକଶିତ ହୋଇଥିବା ଏକ SARS-CoV-1 ଟିକା ମୂଷାମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏହି ଟିକା SARS-CoV-2ରୁ ମଧ୍ୟ ସୁରକ୍ଷା ଦେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story