ମୋଦିଙ୍କ ସହ ଫୋଟ ପୋଷ୍ଟ କଲେ ଯୋଗୀ, ତେର୍ଚ୍ଛବାଣ ମାରିଲେ ବିରୋଧୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରବିବାର ସକାଳେ ବେଶ ଲିରିକାଲ ମୁଡରେ ରହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଠାଇଥିବା ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଯୋଗୀଙ୍କ କାନ୍ଧରେ ମୋଦି ହାତ ପକାଇଛନ୍ତି। ଉଭୟ ଚାଲିଚାଲି କଥା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଫଟୋ ସହ ଯୋଗୀ ଆଦିତ୍ୟନାଥ ନୂଆ ଭାରତ ଗଠନ ସମ୍ପର୍କରେ ଗୋଟିଏ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଆମେ ପଣ କରି ବାହାରି […]

yogi

yogi

Hemant Lenka
  • Published: Sunday, 21 November 2021
  • Updated: 21 November 2021, 08:28 PM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ରବିବାର ସକାଳେ ବେଶ ଲିରିକାଲ ମୁଡରେ ରହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଉଠାଇଥିବା ଫଟୋକୁ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ଯୋଗୀଙ୍କ କାନ୍ଧରେ ମୋଦି ହାତ ପକାଇଛନ୍ତି। ଉଭୟ ଚାଲିଚାଲି କଥା ହେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି।

ଏହି ଫଟୋ ସହ ଯୋଗୀ ଆଦିତ୍ୟନାଥ ନୂଆ ଭାରତ ଗଠନ ସମ୍ପର୍କରେ ଗୋଟିଏ ଲେଖା ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, “ଆମେ ପଣ କରି ବାହାରି ପଡ଼ିଛୁ। ଆମର ମନ-ପ୍ରାଣ ଅର୍ପଣ କରି ସାରିଛୁ। ଗୋଟିଏ ସୂର୍ଯ୍ୟ ଉଦୟର ଜିଦ୍‌ ରଖିଛୁ, ଆକାଶ ଠାରୁ ଉଚ୍ଚକୁ ଯିବାର ଅଛି। ନୂଆ ଭାରତ ଗଠନ କରିବୁ।”

ଏହି ଫଟୋ ସୋଶାଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି। ତେବେ ଏହାକୁ ଆଧାର କରି ବିରୋଧୀ ଯୋଗୀ ଓ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସମାଜବାଦୀ ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି, “ଦୁନିଆର ସ୍ୱାର୍ଥ ପାଇଁ ବେଳେବେଳେ ରାଜନୀତିରେ ଆପଣଙ୍କୁ ଏମିତି କରିବାକୁ ପଡ଼ିବ। ଇଚ୍ଛା ନଥିଲେ ମଧ୍ୟ କାନ୍ଧରେ ହାତ ରଖିବାକୁ ହୁଏ ଓ କିଛି ବାଟ ଚାଲିବାକୁ ପଡ଼େ।”

ପ୍ରଧାନମନ୍ତ୍ରୀ ମୋଦଙ୍କ ‘ଝୁଲା ଉଠାକେ ଚଲ ଦେଙ୍ଗ’ ବୟାନକୁ ଆଧାର କରି କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ରାଜପୁତ କହିଛନ୍ତି, ଯୋଗୀ ଆଦିତ୍ୟନାଥ ନିଜେ ଯିବେ ନା ତାଙ୍କୁ ବିଦା କରିବାକୁ ହେବ, ସେକଥା ସମୟ କହିବ। ଉତ୍ତର ପ୍ରଦେଶ ସ୍ଥିତିକୁ ଦେଖି ସେମାନେ ନିଜେ ଚାଲିଯିବେ ବୋଲି ଭାବୁଛନ୍ତି।

ରାଜ୍ୟରେ ବେକାରୀ ସମସ୍ୟା ବେଶ ଗମ୍ଭୀର। ଚାଷୀମାନେ ଅତ୍ୟାଚାରିତ ହେଉଛନ୍ତି। ମହିଳା ବିରୋଧୀ ଅପରାଧରେ ରାଜ୍ୟ ସବୁଠାରୁ ଆଗରେ ରହିଛି। ଲୋକମାନେ ମନସ୍ତ କରି ସାରିଛନ୍ତି। ସେମାନେ ଏହାର ଜବାବ ଭୋଟ ମାଧ୍ୟମରେ ଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story