‘ନୋ ଅକ୍ସିଜେନ ଡେଥ୍‌’: ସରକାରଙ୍କୁ ଘାଇଲା କଲେ ବିରୋଧୀ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ କେହି ଅକ୍ସିଜେନ ଅଭାବରୁ ପ୍ରାଣ ହରାଇ ନାହାନ୍ତି। ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇବାର ତଥ୍ୟ କୌଣସି ରାଜ୍ୟ ଦେଇ ନଥିବା କେନ୍ଦ୍ର ସରକାର ବୟାନ ଦେବା ପରେ ଏହାକୁ ନେଇ ରାଜନୀତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦ୍ୱିତୀୟ ୱେଭ ବେଳେ ଲୋକମାନେ କେମିତି ରାସ୍ତାରେ ଚିକିତ୍ସା ଅଭାବରୁ ଛଟପଟ ହେଉଥିଲେ, ତାହା ପୂରା ବିଶ୍ୱ ଦେଖିଥିଲା। ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବରୁ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଖବର ପ୍ରକାଶ […]

Oxygen

Oxygen

Hemant Lenka
  • Published: Wednesday, 21 July 2021
  • Updated: 21 July 2021, 04:06 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ କେହି ଅକ୍ସିଜେନ ଅଭାବରୁ ପ୍ରାଣ ହରାଇ ନାହାନ୍ତି। ଅକ୍ସିଜେନ ଅଭାବରୁ କେହି ପ୍ରାଣ ହରାଇବାର ତଥ୍ୟ କୌଣସି ରାଜ୍ୟ ଦେଇ ନଥିବା କେନ୍ଦ୍ର ସରକାର ବୟାନ ଦେବା ପରେ ଏହାକୁ ନେଇ ରାଜନୀତିକ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଦ୍ୱିତୀୟ ୱେଭ ବେଳେ ଲୋକମାନେ କେମିତି ରାସ୍ତାରେ ଚିକିତ୍ସା ଅଭାବରୁ ଛଟପଟ ହେଉଥିଲେ, ତାହା ପୂରା ବିଶ୍ୱ ଦେଖିଥିଲା। ବିଭିନ୍ନ ରାଜ୍ୟରେ ଅକ୍ସିଜେନ ଅଭାବରୁ ଲୋକଙ୍କ ଜୀବନ ମଧ୍ୟ ଯାଇଥିବା ଖବର ପ୍ରକାଶ ପାଇଥିଲା। ହେଲେ ସରକାର କେହି ବି ଅକ୍ସିଜେନ ଅଭାବରୁ ପ୍ରାଣ ହରାଇ ନଥିବା କହିବାରୁ ବିରୋଧୀ ଚିହିଁକି ଉଠିଛନ୍ତି।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ ଅଭାବରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ବି ଏପରି ଘଟଣା ଘଟିଥିଲା। ଅକ୍ସିଜେନ ଯୋଗୁ କାହାର ମୃତ୍ୟୁ ହୋଇ ନଥିବା କହିବା ସଂପୂର୍ଣ୍ଣ ମିଛ। ଯଦି ଅଭାବ ନଥିଲା, ତା’ହେଲେ ହସ୍ପିଟାଲଗୁଡ଼ିକ ଫି’ ଦିନ କାହିଁକି ହାଇକୋର୍ଟଙ୍କ ପାଖରେ ଗୁହାରୀ କରୁଥିଲେ?

କେନ୍ଦ୍ରର ଏପରି ବୟାନ ଆଶ୍ଚର୍ଯ୍ୟଜନକ। କିଛି ଦିନ ପରେ ମହାମାରୀ କରୋନା ନଥିଲା ବୋଲି ମଧ୍ୟ ସେମାନେ କହିବେ। ଆମେ ଅକ୍ସିଜେନ ଅଡିଟି କମିଟି ଗଠନ କରିଛୁ। ଏହି କମିଟି ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଥିବା ଲୋକଙ୍କ ଯାଞ୍ଚ କରିବ ଓ ସେମାନଙ୍କୁ କ୍ଷତିପୂରଣ ଦିଆଯିବ।

କିନ୍ତୁ ଉପ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ସରକାର ସତ୍ୟତାକୁ ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ସେ କହିଛନ୍ତି। କେନ୍ଦ୍ର ନିଜର ଦୋଷ ଲୁଚାଇବାକୁ ଚାହୁଁଛି ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ କହିଛନ୍ତି।

କେନ୍ଦ୍ରର ଏପରି ବୟାନକୁ ଶିବସେନା ପକ୍ଷରୁ ମଧ୍ୟ ସମାଲୋଚନା କରାଯାଇଛି। ଦଳର ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ମୁଁ ପୂରା ସ୍ତବ୍ଧ। ଅକ୍ସିଜେନ ଅଭାବରରୁ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନେ ଏପରି ବୟାନ ଶୁଣି କ’ଣ ଭାବୁଥିବେ? ସେପରି ପରିବାର ବର୍ଗର ଲୋକମାନେ କେନ୍ଦ୍ର ବିରୋଧରେ କେସ୍‌ କରିବା ଦରକାର।”

ସୂଚନା ଅନୁଯାୟୀ, ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଏପ୍ରିଲ ମାସରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୩ ବର୍ଷୀୟ ଗୌରବ ଓ ତାଙ୍କ ଭଉଣୀ ଭାରତୀ ଏହି ଘଟଣାରେ ବାପା ମା’ଙ୍କୁ ହରାଇଥିଲେ। ଗୌରବ ସରକାରଙ୍କ ବୟାନ ଶୁଣି ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ କହିଛନ୍ତି, “ସରକାରଙ୍କ କଥା ଶୁଣି ଆମକୁ ବହୁତ କଷ୍ଟ ହୋଇଛି। ମୋ ବାପା ପୂରା ସୁସ୍ଥ ଥିଲେ। ଆମେ ଡାକ୍ତରଙ୍କ ଠାରୁ ତାଙ୍କର ମୃତ୍ୟୁ ଖବର ପାଇଥିଲୁ। ଏହି ସମୟରେ ଡାକ୍ତର ଅକ୍ସିଜେନ ସଙ୍କଟ କଥା କହିଥିଲେ। ଆମେ ଅକ୍ସିଜେନ ଅଭାବରୁ ଆଜି ଅନାଥ। ହେଲେ ଏହାକୁ ନେଇ ଏବେ ବି ରାଜନୀତି ଚାଲିଛି।”

କେବଳ ଗୌରବ ନୁହନ୍ତି, ଉତ୍ତର ପ୍ରଦେଶ ଓ ହରିଆଣାରୁ ମଧ୍ୟ ଅନେକ ଲୋକ ସମାନ କଥା କହିଛନ୍ତି। ଏହି ଲୋକମାନେ କରୋନା ବେଳେ ଅକ୍ସିଜେନ ଅଭାବରୁ ନିଜ ପରିବାର ଲୋକଙ୍କୁ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story