ସ୍କୁଲ ଖୋଲିବା ମାତ୍ରେ ୩୦ରୁ ଅଧିକ କରୋନାରେ ଆକ୍ରାନ୍ତ ହେଲେ

ଚେନ୍ନାଇ: ସ୍କୁଲ ଖୋଲିବା ମାତ୍ରେ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟ ସରକାର କଡ଼ା କଟକଣା ମଧ୍ୟରେ ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିଥିଲେ। କିନ୍ତୁ ସପ୍ତାହକ ମଧ୍ୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସରକାରଙ୍କ ଚିନ୍ତା ବଢ଼ି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ପରେ ସ୍କୁଲରୁ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ନିକଟରେ ଚିହ୍ନଟ ହୋଇଥିବା […]

school

school

Hemant Lenka
  • Published: Tuesday, 07 September 2021
  • Updated: 07 September 2021, 05:41 PM IST

Sports

Latest News

ଚେନ୍ନାଇ: ସ୍କୁଲ ଖୋଲିବା ମାତ୍ରେ ତାମିଲନାଡୁରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ରାଜ୍ୟ ସରକାର କଡ଼ା କଟକଣା ମଧ୍ୟରେ ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିଥିଲେ। କିନ୍ତୁ ସପ୍ତାହକ ମଧ୍ୟରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଓ ୧୦ ଜଣ ଶିକ୍ଷକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ ସରକାରଙ୍କ ଚିନ୍ତା ବଢ଼ି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୩ ପରେ ସ୍କୁଲରୁ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ନିକଟରେ ଚିହ୍ନଟ ହୋଇଥିବା ଅଧିକାଂଶ ଆକ୍ରାନ୍ତ ଚେନ୍ନାଇରେ ଥିବା ଗୋଟିଏ ଘରୋଇ ସ୍କୁଲର। ନିକଟରେ ଜଣେ ଛାତ୍ର ଓ ତାଙ୍କ ବାପା ମା’ ବେଙ୍ଗାଲୁରୁ ଯାଇ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ଛାତ୍ରଙ୍କ ସହ ପାଠପଢ଼ୁଥିବା ସମସ୍ତ ୧୨୦ ଜଣଙ୍କ କରୋନା ଟେଷ୍ଟ କରାଯାଇଛି। ସେହିପରି ଆଉ କିଛି ସ୍କୁଲରୁ ମଧ୍ୟ ପିଲାମାନେ ନିୟମିତ କରୋନାରେ ଆକ୍ରାନ୍ତ ହେଉଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣିୟନ କହିଛନ୍ତି, “ଯଦି କୌଣସି ସ୍କୁଲର ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ପଜିଟିଭ ବାହାରିବେ, ତା’ହେଲେ ତୁରନ୍ତ ଉକ୍ତ ଅନୁଷ୍ଠାନକୁ ସିଲ୍‌ କାରାଯିବ ଓ ସାନିଟାଇଜ କରାଯିବ। ସେହିପରି ଅନ୍ୟ ଏସ୍ଓପି ମଧ୍ୟ ପାଳନ କରାଯିବ। କରୋନା ଆକ୍ରାନ୍ତଙ୍କୁ ତୁରନ୍ତ ମେଡିକାଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ଓ ସ୍କୁଲଗୁଡ଼ିକରେ ଟେଷ୍ଟ କରାଯିବ।”

କରୋନା ସଂକ୍ରମଣ ପାଇଁ ତାମିଲନାଡୁରେ ଦୀର୍ଘ ମାସ ହେଲାଣି ସ୍କୁଲ ବନ୍ଦ ରହିଥିଲା। ବିଭିନ୍ନ ମହଲରେ ଅଫଲାଇନ କ୍ଲାସ ଆରମ୍ଭ କରିବାକୁ ଦାବି ତେଜିବାରୁ ସରକାର ସେପ୍ଟେମ୍ବର ୧ରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏବେ ସ୍କୁଲକୁ ଆସୁଥିବା ପିଲା ଓ ଶିକ୍ଷକମାନେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story