୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଏହାପରେ ଏତେ ସେମାନଙ୍କୁ ଗାଁରେ ଥିବା ଗୋଟିଏ ପରିତ୍ୟକ୍ତ ଖାତରେ ପୋତି ଦିଆଯାଇଛି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋଶାଲ ମିଡିଆରେ ଦାବି ତୀବ୍ର ହେବାରେ ଲାଗିଛି। ପଶୁ […]

Dogs

Dogs

Hemant Lenka
  • Published: Monday, 02 August 2021
  • Updated: 02 August 2021, 05:26 PM IST

Sports

Latest News

ହାଇଦ୍ରାବାଦ: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ୩୦୦ରୁ ଅଧିକ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା କରାଯାଇଛି। ଏହାପରେ ଏତେ ସେମାନଙ୍କୁ ଗାଁରେ ଥିବା ଗୋଟିଏ ପରିତ୍ୟକ୍ତ ଖାତରେ ପୋତି ଦିଆଯାଇଛି। ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୋଶାଲ ମିଡିଆରେ ଦାବି ତୀବ୍ର ହେବାରେ ଲାଗିଛି।

ପଶୁ ସୁରକ୍ଷା ଉପରେ କାମ କରୁଥିବା ଲଳିତା କହିଛନ୍ତି, ପଶ୍ଚିମ ଗୋଦାବରୀରେ ଥିବା ଲିଙ୍ଗାପାଲେମ ପଞ୍ଚାୟତ ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତାରେ ପଡ଼ିଥିଲା। ଗାଁ ଓ ଏହାର ଆଖପାଖ ଅଞ୍ଚଳରେ ବୁଲା କୁକୁରଙ୍କ ବଂଶ ନାଶ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ତେବେ ସେମାନଙ୍କ ବନ୍ଧ୍ୟାକରଣ କରିବା ପରିବର୍ତ୍ତେ କୁକୁରମାନଙ୍କୁ ମାରିବା ପାଇଁ ସେମାନେ କିଛି ଲୋକଙ୍କୁ ଦାୟିତ୍ୱ ଦେଇଥିଲେ। ପଞ୍ଚାୟତର ନିର୍ଦ୍ଦେଶ ଅନୁଯାୟୀ କୁକୁରମାନଙ୍କୁ ବିଷ ଦିଆଯାଇଥିଲା। ଏହାପରେ ଏଗୁଡ଼ିକୁ ଗାଁ ନିକଟରେ ଥିବା ଖାତରେ ପୋତି ଦିଆଯାଇଥିଲା।

ଉକ୍ତ ସ୍ଥାନରୁ ୩୦୦ରୁ ଅଧିକ କୁକୁରଙ୍କ ପୋଚାଶଢ଼ା ଶବ ମିଳିଛି। ପଞ୍ଚାୟତ ଅଧିକାରୀମାନେ ପଶୁଙ୍କୁ ବିଷ ଇଞ୍ଜେକେସନ ଦେଇ ହତ୍ୟା କରୁଥିବା କିଛି ଲୋକଙ୍କୁ ଏହି କାମରେ ନିୟୋଜିତ କରିଥିଲେ ବୋଲି ସେ କହିଛନ୍ତି।

ଏ ସମ୍ପର୍କରେ ଲଳିତା ପୁଲିସ୍ ଷ୍ଟେସନରେ ଅଭିଯୋଗ ମଧ୍ୟ ଦାଖଲ କରିଛନ୍ତି। ଏହି ଅଭିଯୋଗ ଆଧାରରେ ପୁଲିସ୍‌ ଗ୍ରାମ ପଞ୍ଚାୟତର ସମ୍ପାଦକ ଓ ସରପଞ୍ଚଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୋଶାଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story