ଲକଡାଉନ: ରେଳ ଟ୍ରାକ୍‌ରେ ଯାଇଛି ୮,୭୦୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ରେ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏହି କାରଣରୁ ନିୟମିତ ରେଳ ସେବା ବନ୍ଦ ରହିଥିଲା। ତଥାପି ଯେଉଁ ସବୁ ଅଞ୍ଚଳରେ ସ୍ୱତନ୍ତ୍ର ଟ୍ରେନ ଚାଲୁଥିଲା ସେଠାରେ ବଡ଼ବଡ଼ ଅଘଟଣ ଘଟିଛି। ଲକଡାଉନ ବଳେ ରେଳ ଟ୍ରାକ୍‌ରେ ଅଘଟଣ ଘଟି ୮,୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ପ୍ରବାସୀ ଶ୍ରମିକ ବୋଲି ସରକାରୀ ତଥ୍ୟରୁ ସୂଚନା ମିଳିଛି। ମଧ୍ୟପ୍ରଦେଶର ଚନ୍ଦ୍ର ଶେଖର […]

Train

Train

Hemant Lenka
  • Published: Thursday, 03 June 2021
  • Updated: 03 June 2021, 08:22 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ରେ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଥିଲା। ଏହି କାରଣରୁ ନିୟମିତ ରେଳ ସେବା ବନ୍ଦ ରହିଥିଲା। ତଥାପି ଯେଉଁ ସବୁ ଅଞ୍ଚଳରେ ସ୍ୱତନ୍ତ୍ର ଟ୍ରେନ ଚାଲୁଥିଲା ସେଠାରେ ବଡ଼ବଡ଼ ଅଘଟଣ ଘଟିଛି। ଲକଡାଉନ ବଳେ ରେଳ ଟ୍ରାକ୍‌ରେ ଅଘଟଣ ଘଟି ୮,୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଅଧିକାଂଶ ଲୋକ ପ୍ରବାସୀ ଶ୍ରମିକ ବୋଲି ସରକାରୀ ତଥ୍ୟରୁ ସୂଚନା ମିଳିଛି।

ମଧ୍ୟପ୍ରଦେଶର ଚନ୍ଦ୍ର ଶେଖର ଗୌର ନାମକ ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ରେଳ ବୋର୍ଡ ଠାରୁ ଲକଡାଉନ ବେଳେ ଘଟିଥିବା ଅଘଟଣ ଓ ମୃତ୍ୟୁସଂଖ୍ୟା ବିଷୟରେ ତଥ୍ୟ ମାଗିଥିଲେ। ବୋର୍ଡ ଏହାର ଜବାବରେ କହିଛି ଯେ, ବିଭିନ୍ନ ରାଜ୍ୟର ପୁଲିସ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାନୁଆରୀ ୨୦୨୦ରୁ ଡିସେମ୍ବର ୨୦୨୦ ମଧ୍ୟରେ ରେଳ ଟ୍ରାକ୍‌ରେ ୮୭୩୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି।

ସେହିପରି ୮୦୫ ଜଣ ଆହତ ହୋଇଛନ୍ତି। ଲକଡାଉନ ଯୋଗୁ ସଡ଼କ ପଥ ବନ୍ଦ ଥିବାରୁ ଅଧିକାଂଶ ପ୍ରବାସୀ ଶ୍ରମିକ ରେଳ ଟ୍ରାକ୍‌ରେ ଚାଲିଚାଲି ନିଜ ଘରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଅଘଟଣ ଘଟିଥିଲା। ରେଳ ଟ୍ରାକରେ ପ୍ରାଣ ହରାଇଥିବା ୮୭୩୩ ଜଣଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ। ସେମାନେ ଟ୍ରାକ୍‌ରେ ଲକଡାଉନ ଯୋଗୁ ଟ୍ରେନ ଆସିବ ନାହିଁ ବୋଲି ଭାବିଥିଲେ।

ଏଥିସହ ସଡ଼କ ପଥରେ ଗଲେ ପୁଲିସ୍‌ ସେମାନଙ୍କୁ ଲକଡାଉନ କଟକଣା ଉଲ୍ଲଙ୍ଘନ ମାମଲାରେ ଅଟକାଇ ପାରେ। ଏସବୁକୁ ଦୃଷ୍ଟିରେ ରଖି ସେମାନେ ରେଳ ଟ୍ରାକ୍‌ରେ ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ହିଁ ସେମାନେ ମୃତ୍ୟୁର ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story