ଦେଶରେ କମୁଛି କରୋନା ସଂକ୍ରମଣ, ୩୦୩ ଜିଲ୍ଲାରେ କମିଲା ପଜିଟିଭିଟି ରେଟ୍

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରର ପ୍ରକୋପ କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଏକାଧିକ ଜିଲ୍ଲାରେ ପଜିଟିଭିଟି ଧୀରେଧୀରେ ହ୍ରାସ ପାଉଥିବାରୁ ଦ୍ୱିତୀୟ ଲହରର ଭୟାବହତା କମୁଥିବା ଆଶା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପଜିଟିଭିଟି ରେଟ୍‌ କମୁଥିବା ବେଳେ ଆଉ କିଛି ସ୍ଥାନରେ ଏହା ବଢ଼ୁଛି। ୨୨ଟି ରାଜ୍ୟରେ ପଜିଟିଭିଟି ରେଟ ୧୫%ରୁ ଅଧିକ ରହିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକା, କେରଳ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ଏଠାରେ ପଜିଟିଭିଟି […]

Corona1

Corona1

Hemant Lenka
  • Published: Friday, 21 May 2021
  • Updated: 21 May 2021, 09:16 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରର ପ୍ରକୋପ କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ଏକାଧିକ ଜିଲ୍ଲାରେ ପଜିଟିଭିଟି ଧୀରେଧୀରେ ହ୍ରାସ ପାଉଥିବାରୁ ଦ୍ୱିତୀୟ ଲହରର ଭୟାବହତା କମୁଥିବା ଆଶା ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପଜିଟିଭିଟି ରେଟ୍‌ କମୁଥିବା ବେଳେ ଆଉ କିଛି ସ୍ଥାନରେ ଏହା ବଢ଼ୁଛି।

୨୨ଟି ରାଜ୍ୟରେ ପଜିଟିଭିଟି ରେଟ ୧୫%ରୁ ଅଧିକ ରହିଛି। ଏହା ମଧ୍ୟରେ ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକା, କେରଳ ଓ ଆନ୍ଧ୍ର ପ୍ରଦେଶ ରହିଛନ୍ତି। ଏଠାରେ ପଜିଟିଭିଟି ରେଟ୍‌ ହ୍ରାସ ପାଇବା ଭଲ ସଙ୍କେତ। କିନ୍ତୁ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶର ଦୈନିକ ପଜିଟିଭି ରେଟ୍‌ ଏବେ ୧୩.୪%କୁ ଖସିଛି। ସେହିପରି ଗୋଟିଏ ଦିନରେ ରେକର୍ଡ ୨୦.୫ ଲକ୍ଷରୁ ଅଧିକ ନମୁନା ମଧ୍ୟ ପରୀକ୍ଷା କରାଯାଇଥିଲା। ଗତ ଦୁଇ ସପ୍ତାହ ହେଲାଣି ସାପ୍ତାହିତକ ପଜିଟିଭିଟି ରେଟ୍‌ ମଧ୍ୟ ହ୍ରାସ ପାଉଛି।

୧୩ରୁ ୧୯ ତାରିଖ ଯାଏ ପଜିଟିଭିଟି ରେଟ୍‌ ୧୫.୨% ରହିଥିବା ବେଳେ ଏହା ପୂର୍ବରୁ ଅର୍ଥାତ ଏପ୍ରିଲ ୨୯ରୁ ମେ’ ୫ ଯାଏ ୨୧.୫% ରହିଥିଲା। ପୂର୍ବରୁ ସପ୍ତାହରେ ୨୧୦ ଜିଲ୍ଲାରେ ପଜିଟିଭିଟି ରେଟ୍‌ କମୁଥିବା ବେଳେ ମେ’ ୧୩ରୁ ୧୯ ମଧ୍ୟରେ ଏହା ୩୦୩ରେ ପହଞ୍ଚି ଯାଇଛି। ଅର୍ଥାତ ୩୦୩ ଜିଲ୍ଲାରେ କରୋନା ସ୍ଥିତି ସୁଧୁରୁଛି।

୨୨ ରାଜ୍ୟରେ ପଜିଟିଭିଟି ରେଟ୍‌ ୧୫% ଉପରେ ରହିଥିବା ବେଳେ ୧୩ଟି ରାଜ୍ୟରେ ୫ରୁ ୧୫% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story