ଆମ୍ବୁଲାନ୍ସରେ ୧୦ କିମି ଗଲେ ୧୫ ଶହ ଟଙ୍କା ଭଡ଼ା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ରୋଗୀଙ୍କୁ ଲୁଟ୍‌ କରୁଛନ୍ତି। ମନଇଚ୍ଛା ଦର ନେଇ ସେମାନେ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ରାଜଧାନୀରୁ ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଦିଲ୍ଲୀ ସରକାର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ପାଇଁ ଦର ଧାର୍ଯ୍ୟ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ନୂଆ ନିୟମ […]

ambulance

ambulance

Hemant Lenka
  • Published: Thursday, 06 May 2021
  • Updated: 06 May 2021, 09:00 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଭିତରେ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ରୋଗୀଙ୍କୁ ଲୁଟ୍‌ କରୁଛନ୍ତି। ମନଇଚ୍ଛା ଦର ନେଇ ସେମାନେ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ରାଜଧାନୀରୁ ବାରମ୍ବାର ଏପରି ଅଭିଯୋଗ ଆସିବା ପରେ ଦିଲ୍ଲୀ ସରକାର ଘରୋଇ ଆମ୍ବୁଲାନ୍ସଗୁଡ଼ିକ ପାଇଁ ଦର ଧାର୍ଯ୍ୟ କରିଛନ୍ତି।

ନିଜେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।

ନୂଆ ନିୟମ ଅନୁଯାୟୀ, ଘରୋଇ ସାଧାରଣ ଆମ୍ବୁଲାନ୍ସ ଗୁଡ଼ିକ ରୋଗୀଙ୍କ ଠାରୁ ୧୦ କିମି ପିଛା ସର୍ବାଧିକ ୧୫ଶହ ଟଙ୍କା ଚାର୍ଜ କରିପାରିବେ। ଏହାପରେ ପ୍ରତି ୧ କିମି ପିଛା ୧୦୦ ଟଙ୍କା ନେବେ। ସେହିପରି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ଭଡ଼ା ୧୦ କିମି ପାଇଁ ସର୍ବାଧିକ ୨ ହଜାର ଟଙ୍କା ଓ ପ୍ରତି ଅଧିକ ୧ କିମି ପିଛା ୧୦୦ ଟଙ୍କା ଚାର୍ଜ କରିବେ। ଆଡଭାନ୍ସଡ ଲାଇଫ ସପୋର୍ଟ ଆମ୍ବୁଲାନ୍ସର ମାଲିକ ରୋଗୀଙ୍କ ଠାରୁ ସର୍ବାଧିକ ୪ ହଜାର ଟଙ୍କା ଓ ଏହାଠାରୁ ଅଧିକ ୧ କିମି ପିଛା ୧୦୦ ଟଙ୍କା ନେବେ।

କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି, “ଦିଲ୍ଲୀରେ ଆମ୍ବୁଲାନ୍ସ ସେବା ଯୋଗାଉଥିବା ଲୋକମାନେ ନିଜ ଇଚ୍ଛାରେ ଦର ଧାର୍ଯ୍ୟ କରୁଥିବା ଆମ ନଜରକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଘରୋଇ ଆମ୍ବୁଲାନ୍ସ ଗୁଡ଼ିକର ଦର ଧାର୍ଯ୍ୟ କରିଛନ୍ତି। ଏହି ନିୟମକୁ ଯିଏ ଉଲ୍ଲଙ୍ଘନ କରିବ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଅନ୍ୟପକ୍ଷରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଆଜି ସହରରେ ଥିବା ଅଟୋ ରିକ୍ସାକୁ ଆମ୍ବୁଲାନ୍ସ ଭାବେ ବ୍ୟବହାର କରିବାକୁ ପଦକ୍ଷେପ ନିଆଯାଇଛି। ଆବଶ୍ୟକ ସବୁଧା ସହ ଆଜି ଦିଲ୍ଲୀ ପ୍ରଶାସନ ଏହି ସେବାକୁ ଆରମ୍ଭ କରିଛି। କରୋନା ରୋଗୀ ମାଗଣାରେ ଏହି ଅଟୋ ରିକ୍ସାରେ ହସ୍ପିଟାଲ ଯାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story